୧୮ରୁ ବିଧାନସଭା ବଜେଟ୍ ଅଧିବେଶନ, ୨୨ରେ ବଜେଟ୍
ଭୁବନେଶ୍ୱର, ୧।୨(ବ୍ୟୁରୋ): ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବୃଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ…
ଭୁବନେଶ୍ୱରରୁ ଆଜି ପୁଣି ୯ ପଜିିଟିଭ୍ ଚିହ୍ନଟ: ୮ ସୁସ୍ଥ
ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ଜଣେ ରହିଥିବା ବେଳେ ଲୋକାଲ କେସ୍ ୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ…
ଆଜି ରାଜ୍ୟରେ ୧୦୦ ତଳେ କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ କମିଲା
ଭୁବନେଶ୍ୱର,୧।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ପିଲାଙ୍କ ପୁଷ୍ଟି ଚିନ୍ତା: ମିଳିବ ହାପିନେସ୍ କିଟ୍
ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ହାପିନେସ୍ କିଟ୍। ଏଥିରେ ଅଟା, ଚଣା, ହଳଦୀଗୁଣ୍ଡ, ଡାଳଚିନି, ଚିନାବାଦାମ ଓ ଗୁଡ଼ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ ରହିବ। ପିଲାଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା…
ମହାନଦୀ ପ୍ରସଙ୍ଗରେ ପୁଣି ତେଜିଲା ରାଜନୀତି
ଭୁବନେଶ୍ୱର,୧ା୨(ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ଜୋର୍ ଧରିଛି। ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ ଗଠନର ଅବଧି ଶେଷ ହେବାକୁ ୨ମାସ ବାକି ଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାଜପା ନେତା ବିଜୟ ମହାପାତ୍ର କେତେକ…
୩ ଦିନ ଶୀତ ଲହରି: ୪ରୁ ୫ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ୱର,୧ା୨(ବ୍ୟୁରୋ): ପୁଣି ଶୀତ ଲେଉଟିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ଯାଏ କେତେକ ଜିଲାରେ ଶୀତ ଲହରି ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସୋମବାର ସୁନ୍ଦରଗଡ଼,…
ମାସେ ବଢ଼ିଲା ଇ-ଇପିକ୍ ଡାଉନ୍ଲୋଡ୍ ଅବଧି
ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍)ର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ ଭୋଟର ପରିଚୟ ହୋଇଥିବାରୁ ସେମାନେ ଏହାକୁ ଭୋଟର ହେଲ୍ପଲାଇନ ମୋବାଇଲ ଆପ୍…
ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି
ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍…
ଅର୍ଥନୀତିକୁ ଭାକ୍ସିନ୍ ଲୋଡ଼ା
ଭୁବନେଶ୍ୱର,୧।୨ (ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କବଳିତ କରି ରଖିଛି। ଏହା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଏବଂ ଦ୍ୱିତୀୟ ତ୍ରୈମାସରେ ୭.୭% ଖସିଛି। ଭାରତୀୟ ଅର୍ଥ…
ଭୁବନେଶ୍ୱରରୁ ଆଜି ପୁଣି ୭ ପଜିିଟିଭ୍ ଚିହ୍ନଟ: ୯ ସୁସ୍ଥ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଆଜି ରାଜ୍ୟରୁ ୧୧୪ ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରବିବାର ୧୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୦୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬୮ ଜଣ ଚିହ୍ନଟ ହୋଇଥିବା…
୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପାହ୍ୟା
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ପୋଲିସ ଇନ୍ସପେକ୍ଟର ର଼୍ୟାଙ୍କ୍ରେ ବଡ଼ଧରଣର ପଦୋନ୍ନତି କରାଯାଇଛି। ବିଭିନ୍ନ ଥାନାରେ କାର୍ଯ୍ୟରତ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍ପି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଡିଏସ୍ପି…
Archives


