ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓଡିଶାକୁ ଏକ ନମ୍ବର କରିଛି: ସୁଶାନ୍ତ

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ୧୭ଟି ୱାର୍ଡରେ ଶେଷ ହୋଇଛି। ଷଷ୍ଠ ଦିନର ପଦଯାତ୍ରା ସମୟରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ...

ଦୀର୍ଘଦିନ ଶାସନରେ ରହିବା ସତ୍ତ୍ୱେ କାହିଁକି ଜାତିଗତ ଜନଗଣନା କଲାନି କଂଗ୍ରେସ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ଜାତିଗତ ଜନଗଣନା ଆଳରେ ସୋମବାର କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛି। ସ୍ବାଧୀନତା ପରଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ସ୍ବାଭାବିକଠାରୁ ୫ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୧୦ା୧୦(ଅନିଲ ଦାସ):ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ବାଭାବିକ ଭାବେ ୩୦ରୁ ୩୨ ଡିଗ୍ରୀ ସେଲସିୟସ...

୧୨ରୁ ୬ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଚଳାଚଳ

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ...

ସ୍କୁଲରେ ପିଲା ଶୁଣିଲେ ହକିର ଜୟଗାଥା

ଭୁବନେଶ୍ୱର, ୧୦ା୧୦(ଅସମାପିକା ସାହୁ):ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସୋମବାର ଛାତ୍ରୀଛାତ୍ରଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ଭାରତୀୟ ହକି ଦଳର ସଫଳତାର କାହାଣୀ...

ବେଗୁନିଆରେ ଖୋଲିବ ଉପଖଣ୍ଡ ହସ୍ପିଟାଲ

ଭୁବନେଶ୍ୱର, ୯।୧୦(ଅସମାପିକା ସାହୁ): ଖୋର୍ଦ୍ଧା ଜିଲା ବେଗୁନିଆଠାରେ ଉପଖଣ୍ଡ ହସ୍ପିଟାଲ(ଏସ୍‌ଡିଏଚ୍‌) ଖୋଲିବ। ୧୦୦ ଶଯ୍ୟା ବିଶିଷ୍ଟ ଏହି ଏସ୍‌ଡିଏଚ୍‌ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସୋବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ସିକିମରେ ଫସିଛନ୍ତି ୭ ଓଡ଼ିଆ ପର୍ଯ୍ୟଟକ

ଭୁବନେଶ୍ୱର,୯।୧୦: ସିକିମ ବନ୍ୟାରେ ଫସିରହିଥିବା ପର୍ଯ୍ୟଟକଙ୍କ ସିକିିମ ସରକାର ଲିଷ୍ଟ ଜାରି କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୭ ଜଣ ପର୍ଯ୍ୟଟକ ଫସି ରହିଛନ୍ତି । ସୂଚନା ଜାରି କରାଯାଇଥିବା ଲିଷ୍ଟରେ ୮୨୧ରୁ ୮୨୭ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟକ ରହିଛନ୍ତି। ତେବେ...

ଅକ୍ଟୋବର ୩୧ ଯାଏ ବସ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୯।୧୦: ରାଜ୍ୟବ୍ୟାପୀ ବସ ଧର୍ମଘଟ ଆସନ୍ତା ୧୦ ତାରିଖରେ ଦିଆଯାଇଥାନ୍ତା।  ତେବେ ଏହି ଧର୍ମଘଟ ସ୍ଥଗିତ ରଖିବା ପାଇଁ  ରାଜ୍ୟ ଘରୋଇ ବସ ମାଲିକ ସଂଘନିଷ୍ପତ୍ତି ନେଇଛି। ଅକ୍ଟୋବର ୩୧ ଯାଏ ଧର୍ମଘଟ ସ୍ଥଗିତ ରଖିବାକୁ  ସ୍ଥିର ହୋଇଛି। ରାଜ୍ୟ...

୧୩ ସହରର ୧୪୯ ଓ୍ବାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌: ୧୨ ଲକ୍ଷ ୩୦ ହଜାର ଲୋକ ଉପକୃତ

ଭୁବନେଶ୍ୱର,୯ା୧୦(ଅସମାପିକା ସାହୁ): ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଓଡ଼ିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ଓ୍ବାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ...

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୯।୧୦: ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ...

ପିଲାଙ୍କ ପାଖେ ପହଞ୍ଚିବ ବକୁଳ ବହି ବାଇକ୍‌

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଏବେ ପିଲାମାନଙ୍କ ପାଖକୁ ୩ ଚକିଆରେ ଯିବ ପୁସ୍ତକ। ଏଥିପାଇଁ ବକୁଳ ଫାଉଣ୍ଡେଶନ ପକ୍ଷରୁ ରବିବାର ବକୁଳ ବହି ବାଇକ୍‌ର ଉଦ୍‌ଘାଟନ ହୋଇଯାଇଛି। ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର...

ମୋ ବସ୍‌ରେ ଯାତ୍ରୀଙ୍କୁ ନକଲି ଟିକେଟ ଦେଇ ଟଙ୍କା ଆତ୍ମସାତ, କଣ୍ଡକ୍ଟର ଗିରଫ

ଭୁବନେଶ୍ୱର,୯।୧୦ (ସୂର୍ଯ୍ୟକାନ୍ତ ବେହେରା) : ମୋ ବସ୍‌ରେ ଯାତ୍ରୀମାନଙ୍କୁ ନକଲି ଟିକେଟ ଦେଇ ଟଙ୍କା ହଡପ କରିବା ଅଭିଯୋଗରେ ଇନ୍‌ଫୋସିଟି ଥାନା ପୋଲିସ ଜଣେ କଣ୍ଡକ୍ଟରଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ନାରାୟଣ ଜେନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri