ସେଦିନ କଳା ରାତିରେ କ’ଣ ଘଟିଥିଲା, ସାମ୍ନାକୁ ଆସି ଚାଞ୍ଚଲ୍ୟକର ବୟାନ ଦେଲେ ରାହୁଲଙ୍କ ସାଙ୍ଗ ଶିବା
ଭୁବନେଶ୍ୱର,୩।୩: ଜିଜିପି କଲୋନୀ ରାହୁଲ ମହାରଣାଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା। କଳା ରାତିର କଳା କାହାଣୀ କହିଲା ବେଳେ ପୁଣି ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଶିବା କହିଛନ୍ତି, ଖେଳ ପଡ଼ିଆରେ ପ୍ରଥମେ କାଚ ଭଙ୍ଗା ଶଦ୍ଦ…
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି
ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ…
ରାହୁଲଙ୍କ ମୃତ୍ୟୁ ପଛରେ କିଏ : ଶିବା ଗଲେ କୁଆଡ଼େ
ଭୁବନେଶ୍ୱର,୨।୩: ରସୁଲଗଡ଼ ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାହୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ଅନ୍ୟପକ୍ଷେ ପୂର୍ବରୁ ପାର୍କିଂ ଘଟଣା ନେଇ ବିବାଦ ହୋଇଥିଲା।…
ବିଜେଡି ଯାହା କରିଛି ଠିକ୍ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…
ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍ଠୋକ୍ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍ କରିଛି। ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ବିଜେଡି ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ, ସେ କୌଣସି…
ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ, ତାରିଖ ଘୋଷଣା କଲେ ବୋର୍ଡ ସଭାପତି
ଭୁବନେଶ୍ବର,୨।୩: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ । ବୋର୍ଡ ସଭାପତି ଶ୍ରୀକାନ୍ତ…
ୟୁଟ୍ୟୁବର ରାହୁଲ୍ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ
ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା…
ମିଡ୍ ନାଇଟ୍ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…
ଭୁବନେଶ୍ୱର,୧ା୩: ମିଡ୍ ନାଇଟ୍ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍ ନାଇଟ୍ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍ ଚର୍ଚ୍ଚିତ। କାରଣ ଏହି ଦିନ ଗୋପନୀୟ ଭାବେ ଷଡ଼ଯନ୍ତ୍ର ଚଳାଇ ଦଳକୁ ଭାଙ୍ଗିବା, ନେତାଙ୍କୁ ବିଭାଜନ…
ପୁଣି ବନ୍ଧା ହେଲେ ଚର୍ଚ୍ଚିତ ପ୍ରେମିକ ଟୁଙ୍ଗୁରୁ ଭୋଳ, ଏଥର ଏମିତି କାମ କରି…
ଭୁବନେଶ୍ୱର,୧ା୩(ତ୍ରିନାଥ ମହାନ୍ତି): ପୁଣି ବନ୍ଧା ହୋଇଛନ୍ତି ବହୁ ଚର୍ଚ୍ଚିତ ପ୍ରେମିକ ତଥା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ। ପୂର୍ବରୁ ଅନେକ ଥର ଚୋରି କରି ଜେଲ୍ ଯାଇଥିବା ଟୁଙ୍ଗୁରୁ ଏଥର ଏକ ପାଣି ପମ୍ପ ଚୋରି କରି ଗିରଫ ହୋଇଛନ୍ତି। ପ୍ରତାପ…
ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ
ଭୁବନେଶ୍ୱର,୧ା୩(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ପ୍ରାୟ ୩୦ ମିନିଟରୁ ୬୦ ମିନିଟ ମଧ୍ୟରେ ଆକାଶରେ ଆକର୍ଷଣ ସାଜିବେ…
ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା
ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ ଜଣେ ୟୁଟ୍ୟୁବ ବ୍ଲଗର। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି…
ମାର୍ଚ୍ଚରୁ ମେ’ ପ୍ରବଳ ଗରମ
ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍) ଲାଗି ରହିବ।…
ରାଜ୍ୟ ସଭା: କମନ୍ ପ୍ରାର୍ଥୀ ଦ୍ୱନ୍ଦ୍ୱ
ଭୁବନେଶ୍ୱର, ୧।୩(ସୁନିତ୍ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବିଜେଡି ପକ୍ଷରୁ ଶନିବାର ରାଜ୍ୟ ସଭା ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାଁ ଦଳର ସଭାପତି ନବୀନ ପଟ୍ଟନାୟକ…
Archives


