ମେଟ୍ରୋ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୦: ଓଡ଼ିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାଇରଙ୍ଗପୁରକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଗସ୍ତ ବାତ୍ୟା ଆଶଙ୍କା ଯୋଗୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ଡାଟା ସେଣ୍ଟର ଉଦ୍‌ଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୭ ସନ୍ଧ୍ୟାରୁ ଓଡ଼ିଶାରେ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ୨୮ ତାରିଖ ସକାଳେ…

ଭୁବନେଶ୍ୱର,୨୪ା୧୦: ରାଜ୍ୟବାସୀଙ୍କ ପାଇଁ ବଢ଼ିଲା ଚିନ୍ତା। ଓଡ଼ିଶା ଉପରେ ପୁଣି ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା। ଆସନ୍ତା ୨୭ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ପ୍ରକୋପ ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଯୁବତୀଙ୍କୁ ଘରେ ଏକାକୀ ଦେଖି ଘରେ ପଶିଲେ ଯୁବକ: ବାପାମାଆଙ୍କୁ ଦେଖି….

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କ ଘରେ ପଶି ତାଙ୍କ ବାପାମାଆଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀଙ୍କୁ ଘରେ ଏକାକୀ ଦେଖି କିଛି ଯୁବକ ଘରେ ପଶିଥିବା ବେଳେ ଏହାକୁ ବିରୋଧ କରିବାରୁ ତାଙ୍କ ବାପାମାଆଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ…

୨୬ରେ ଘୂର୍ଣ୍ଣିବାତ୍ୟା, ୨୮ରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ!

ଭୁବନେଶ୍ୱର, ୨୪ା୧୦: ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତ ଓ ପରେ ଗଭୀର ଅବପାତର ରୂପ ନେବା ସହ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪ା୧୦(ସୁନିତ୍‌ ମିଶ୍ର): କୋଟିଆକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କୋଟିଆର କେତୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏହାକୁ ଜୋରଦାର…

୨୬ରୁ ବର୍ଷା: ଏହି ଦିନ ବାତ୍ୟା ଲ୍ୟାଣ୍ଡଫଲ୍‌ ,ସତର୍କ କଲା ଆଇଏମ୍‌ଡି

ଭୁବନେଶ୍ୱର,୨୪ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତର ରୂପ ନେବ। ୨୫ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ। ୨୬ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି…

୨୯ରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୨୪ା୧୦(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ଚଳିତମାସ ୨୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୭ଟିରୁ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଖୁଡ଼ୀଙ୍କୁ ଅଫିସରେ ଛାଡ଼ିବା ପରେ ଏକୁଟିଆ ଘରେ…

ଭୁବନେଶ୍ୱର,୨୪।୧୦(ତ୍ରିନାଥ ମହାନ୍ତି):ଦାଦା ୫ମ ଶ୍ରେଣୀରୁ ଝିଆରୀଙ୍କୁ ବଳାକତ୍ାର କରୁଥିବା ନେଇ ପୀଡ଼ିତା ମହିଳା ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ତେଣୁ ଅଭିଯୁକ୍ତ ଦାଦାଙ୍କୁ ଗିରଫ ଦାବିରେ ପୀଡ଼ିତା ଏବଂ ମହିଳା…

ମୁଖ୍ୟାଳୟ ଛାଡ଼ିପାରିବେନି ଅଧିକାରୀ: ଏସ୍‌ଆର୍‌ସିଙ୍କୁ ବାତ୍ୟା ଚିନ୍ତା

ଭୁବନେଶ୍ୱର,୨୪ା୧୦(ରବିନାରାୟଣ ଜେନା):ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଆଧାରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୂପ ନେଉଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ଚିନ୍ତା ବଢ଼ି ଯାଇଛି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଶୁକ୍ରବାର ପୃଥକ ଭାବେ…

ଓଡ଼ିଶାକୁ ଆସିବ ୫୩ ହଜାର କୋଟିର ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ମୁମ୍ବାଇଠାରେ ଅନୁଷ୍ଠିତ ଇଣ୍ଡିଆ କେମ୍‌ ୨୦୨୬ରେ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜି ଆକର୍ଷଣକାରୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କ ଟିମ୍‌ ସହ ଓଡ଼ିଶାର ନେତୃତ୍ୱ…

କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩।୧୦(ସୁନିତ୍‌ ମିଶ୍ର): କୋଟିଆକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କୋଟିଆର କେତୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏହାକୁ…

ଓଡ଼ିଶାରେ ମେଗା ପୋଲିସ ନିଯୁକ୍ତି: ୭୨୬୮ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ପ୍ରଥମ ଥର ପାଇଁ ହେବ…

ଭୁବନେଶ୍ୱର, ୨୩ା୧୦: ଓଡ଼ିଶାରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ରାଜ୍ୟରେ ମୋଟ ୭୨୬୮ଟି ପୋଲିସ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ‘କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?