ଓମିକ୍ରନ ଅଧିକ ସଂକ୍ରମଣ କିନ୍ତୁ ଭୟଙ୍କର ନୁହଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ କରାହେଉଛି। ପଜିଟିଭ ହେଲେ ଜିନମ ସିକୁଏନ୍ସିଂ ମଧ୍ୟ କରାଯାଉଛି ବୋଲି ସାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରବିବାର...
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା
ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି...
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍ ଉଚ୍ଚାରଣ
କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ ଶୁଣିବାକୁ ମିଳିବ ସାର୍। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍ରେ ଆଉ ମାଇଁ ଲଡ୍...
ପୌର ନିର୍ବାଚନ: ଓବିସିଙ୍କ ପାଇଁ ରହିବନି ସଂରକ୍ଷଣ
ଭୁବନେଶ୍ୱର,୩ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ମ୍ୟୁନିସିପାଲ କମିଶନର ଓ ଜିଲାପାଳଙ୍କୁ ଚିଠି ଲେଖି ପୌର ନିର୍ଦ୍ଦେଶକ କହିଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ୫ ମହାନଗର...
ଓମିକ୍ରନକୁ ନେଇ ବଢୁଛି ଚିନ୍ତା, ଆଜି ସମୀକ୍ଷା ବୈଠକ
ଭୁବନେଶର,୩।୧(ବ୍ୟୁରୋ): ରାଜ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ...
ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ଡିଜିପି
ଭୁବନେଶ୍ୱର,୩।୧(ବ୍ୟୁରୋ): ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ତାଙ୍କ ସ୍ତ୍ରୀଙ୍କ ସହ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ କରି ବହୁତ ଖୁସି ଥିବା ସେ କହିଛନ୍ତି। ଇଚ୍ଛା ଥିଲା ଜଗନ୍ନାଥଙ୍କ ଦର୍ଶନ କରିବାକୁ, ଆଜି ପୂରା ହେଲା। ରାଜ୍ୟବାସୀଙ୍କ...
ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ: ୮ ପରେ ଦଶମ ପିଲାଙ୍କୁ ଟିକା
ଭୁବନେଶ୍ୱର,୩।୧(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାରୁ ସେମାନଙ୍କ ଟିକାକରଣ ପରେ ହେବ। ୮ ତାରିଖ ପରେ ଦଶମ ଶ୍ରେଣୀ...
ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍
ଚଣ୍ଡିଖୋଲ,(ଡି.ଏନ୍.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ ଟ୍ରାକ୍ ଯାଞ୍ଚ କରାଯାଇ ୨୦୨୦ ଜୁଲାଇ ୩୦ରୁ ଏହି ରେଳପଥରେ ରେଳଯାତ୍ରା ଆରମ୍ଭ...
ବଢ଼ିଲା ସଂକ୍ରମଣ: ଆଜି ରାଜ୍ୟରୁ ୪୨୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ୪୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୫,୯୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା...
୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣଙ୍କ ନାହିଁ ବିଦେଶ ଲିଙ୍କ୍
ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ‘ଓମିକ୍ରନ’ କାୟାବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ଦିନକରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚତ୍ଛି। ଏ ନେଇ ରବିବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍) ପକ୍ଷରୁ ସ୍ବାସ୍ଥ୍ୟ...
ବଢ଼ିବାରେ ଲାଗିଛି କୋଭିଡ୍ ପଜିଟିଭ୍ ହାର; ଆଜି କେନ୍ଦୁଝରରୁ ସର୍ବାଧିକ
ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ପଜିଟିଭ୍ ହାର ଧିରେ ଧିରେ ବଢ଼ିବାରେ ଲାଗିଛି। ରବିିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଚିହ୍ନଟ ୨୩...
ଆଇଏଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ଆଇଏଏସ୍ ସ୍ତରରେ ରବିବାର ବଡ଼ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍ ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ୱ ମିଳିଥିବା ବେଳେ ଆଇଏଏସ୍ ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ମିଳିଛି। ଆଇଏଏସ୍...
Archives


