ମେଟ୍ରୋ

ସୁନ୍ଦରଗଡ଼ରୁ ୧୨ ମୁଣ୍ଡ ନେଲା କରୋନା; ଆଖି ବୁଜିଲେ ୨୧

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୨ଜଣ ଥିବା ବେଳେ ବାଲେଶ୍ୱରରୁ ଜଣେ, ଭଦ୍ରକରୁ ୨, ଭୁବନେଶ୍ୱରରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ଜଣେ, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଏନେଇ ଗୁରୁବାର…

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୬୨ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୧୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩୩୪ ପିଲା ଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ…

କ୍ଷତିପୂରଣ ବନୀକରଣ: ୨୬,୫୦୦ ଏକରର ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି)ର ହାଉସିଂ ଅଞ୍ଚଳରେ ପ୍ରାୟ ୪ ଦଶନ୍ଧି ଧରି ରହିଥିବା ଜଙ୍ଗଲ ସମସ୍ୟା ଦୂରହେବ। ବୁଧବାର ଲୋକସେବା ଭବନରୁ ଭର୍ଚୁଆଲରେ ମୁଖ୍ୟ ଶାସନ ସଚିବ…

ଅଫ୍‌ଲାଇନରେ ହେବ ସିବିଏସ୍‌ଇ ପରୀକ୍ଷା: ଏପ୍ରିଲ ୨୬ରୁ ଦଶମ, ଦ୍ୱାଦଶ ଟର୍ମ-୨ ଆରମ୍ଭ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ ମୋଡ୍‌ରେ ହେବ। ଏପ୍ରିଲ ୨୬ ତାରିଖରୁ ଉଭୟ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ବୋର୍ଡର ଓ୍ବେବ୍‌ସାଇଟ୍‌ www.cbse.nic.inରେ…

ଗୁରୁବାରଠାରୁ ଘରକୁ ଘର ବୁଲି ଦିଆଯିବ ଫାଇଲେରିଆ ବଟିକା

ଭୁବନେଶ୍ୱର,୯।୨(ବ୍ୟୁରୋ): ଗୁରୁବାରଠାରୁ ଦିଆଯିବ ଫାଇଲେରିଆ ଔଷଧ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ଲାଗି ମାସ୍‌ ଡ୍ରଗ ଆଡମିନିଷ୍ଟ୍ରେଶନ ଅଭିଯାନ ଆଧାରରେ ଏହି ଔଷଧ ବଣ୍ଟନ କରାଯିବ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅଭିଯାନ ହେବାକୁ ଥିବା ବେଳେ…

ଇଂରାଜୀରେ ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ଦାବି

ଭୁବନେଶ୍ୱର,୯ା୨(ବ୍ୟୁରୋ): ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ ଓରିଶା (ORISSA) ବଦଳରେ (ODISHA) ହାଇକୋର୍ଟ କରିବାକୁ ସେ ଦାବି କରିଛନ୍ତି। ସ୍ବତନ୍ତ୍ର ଆଇନ…

ଖୁବଶୀଘ୍ର ହେବ ଜଙ୍ଗଲ ଜମି ସମସ୍ୟାର ସମାଧାନ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଙ୍ଗଲ ଜମିରେ ବସବାସ ସମସ୍ୟାର ସମାଧାନ ହେବ। ମାସେ ଭିତରେ ଜଙ୍ଗଲ କିସମ ପରିବର୍ତ୍ତନ ପ୍ରସ୍ତାବ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ,ରାଜଧାନୀର ୨…

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ରେ ଏହାର ପରବର୍ତ୍ତୀ ଶୁଣାଣି ହେବ…

ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ପାଗ ଶୁଖିଲା ରହିବା ନେଇ ଆଞ୍ଚୂିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅପରାହ୍ନରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା…

ରାଜ୍ୟରୁ ପୁଣି ୨୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ୧୪ଜଣ…

ଖସୁଛି ଦୈନିକ ସଂକ୍ରମଣ: ଆଜି ୧୭୧୨ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୧୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୯୭ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୧୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ…

ଖଣ୍ଡଗିରିରୁ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର, ୯।୨(ବ୍ୟୁରୋ):  ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ତାଳେ ତାଳେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ କାଶୀ, ହରିଦ୍ୱାର, ବନାରସ, ନାସିକ ପ୍ରଭୃତି ସ୍ଥାନରୁ ଶତାଧିକ ସାଧୁ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଐତିହ୍ୟସ୍ଥଳୀରେ ଥିବା ପବିତ୍ର ଜଳାଶୟ ରାଧାକୁଣ୍ଡରୁ ଜଳ ଆଣି କଳସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri