ମେଟ୍ରୋ

ସରିଲା ଆଦିବାସୀ ମେଳା:୪ କୋଟି ଟପିଲା ବେପାର

ଭୁବନେଶ୍ୱର, ୩।୫(ବ୍ୟୁରୋ):ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ଧରି ଚାଲିଥିବା ଆଦିବାସୀ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ…

ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ୍‌ ଧରାପଡିଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ,୩ା୫:ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ ଗିରଫ କରିଛି।…

ମୟୂରଭଞ୍ଜ ପଲିଟେକ୍‌ନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର, ୩ା୫(ବ୍ୟୁରୋ):ମୟୂରଭଞ୍ଜସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଆଡ୍‌ଭାନ୍ସ ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୪.୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଉତ୍କର୍ଷ କେନ୍ଦ୍ର ୬ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏଥିନିମନ୍ତେ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଓ…

ବର୍ଷା ଜଳ ଅଟକାଇବ ‘ବ୍ରିଜ୍‌-କମ୍‌-ଓ୍ବାଟର ଓୟାର’

ଭୁବନେଶ୍ୱର,୩ା୫(ବ୍ୟୁରୋ):ପୋଲ-ତଥା-ଜଳଧାରକ (ବ୍ରିଜ୍‌-କମ୍‌-ୱାଟର ଓୟାର) ନିର୍ମାଣ କୌଶଳକୁ ସବୁ ଜିଲାରେ ବ୍ୟାପକ ଭାବେ ପ୍ରୟୋଗ କରାଯିବ। ପୂର୍ବରୁ ପରୀକ୍ଷାମୂଳକ ଭାବେ ଏପରି ନିର୍ମାଣ କରାଯାଇଥିଲା। ଫଳାଫଳକୁ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ…

ଏମ୍‌ସର ପ୍ରଥମ ଅଙ୍ଗୁଳି ପ୍ରତିରୋପଣ ସଫଳ

ଭୁବନେଶ୍ୱର, ୩ା୫(ବ୍ୟୁରୋ):ସମ୍ପୂର୍ଣ୍ଣ କଟିଯାଇଥିବା ବାମ ହାତ ବୁଢ଼ା ଅଙ୍ଗୁଳିକୁ ଏମ୍‌ସରେ ଭୁବନେଶ୍ୱରରେ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ୧୦ ଘଣ୍ଟା…

ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପ/କୁଜଙ୍ଗ/ଭୁବନେଶ୍ୱର, ୩ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଶନିବାର ମଧ୍ୟରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗେଡି (୨୩)। ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ପୋଲିସ ତାଙ୍କ ସମେତ ଅନ୍ୟ…

ପୁଣି ସୋନପୁର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ସୋମବାର ରାଜ୍ୟର ୧୮ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ୫ ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ସୋନପୁର ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରି ସବୁଠୁ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୨।୫(ବ୍ୟୁରୋ): ବ୍ରଜରାଜନଗରରେ ସ୍ଥଗିତ ଥିବା ଉପନିର୍ବାଚନ ମେ’୩୧ରେ ହେବ। ଏ ନେଇ  ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମେ’୪ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’୧୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଓ  ୧୨ରେ ନାମାଙ୍କନ…

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧୨,୭୮୮,୦୬ ଆକ୍ରାନ୍ତ

ଭୁବନେଶ୍ୱର,୨।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨,୭୮୮,୦୬ ସୁସ୍ଥ ହୋଇଛନ୍ତି। ଏ ନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।…

‘ବିଜେଡି ଚାପରେ ମୋତେ ଗିରଫ କରାଯାଇଛି’

ଭୁବନେଶ୍ୱର,୨।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ରବିବାର ଗିରଫ ପରେ ରାଜନୀତି ଜୋର ଧରିଛି । ନିଜେ ବିଧାୟକ ଅଭିଯୋଗ କରିଛନ୍ତି, ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିବାରୁ ବିଧାୟକ ପାରିଗ୍ରାହୀଙ୍କୁ ହସ୍ପିଟାଲରେ…

ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ ଏହି ତିନି ଅଭିଯୁକ୍ତ ରିମାଣ୍ଡରେ ଯିବା ନେଇ ଜଣାପଡ଼ିଛି । ସୂଚନାନୁସାରେ, ଫେକ୍‌ ସିମ୍‌କାର୍ଡ…

ବିଡିଓଙ୍କୁ ମାଡ଼ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଓଏଏସ୍‌ ସଂଘ

ଭୁବନେଶ୍ୱର,୨।୫(ବ୍ୟୁରୋ): ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ପାଖରେ ଓଏଏସ୍‌ ସଂଘ ଫେରାଦ ହୋଇଛି। ସଂଘର ସମ୍ପାଦକ ଫେରାଦ ହେବା ସହ ଅଫିସରଙ୍କ ସୁରକ୍ଷା ଦାବି କରିଛନ୍ତି। ଜଣେ ବିଡିଓ ବାହାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri