ଭୁବନେଶ୍ବର ଫେରିବା ପରେ ପ୍ରତିକ୍ରିୟା ରଖିଲେ ହକି ଇଣ୍ଡିଆର ନବନିର୍ବାଚିତ ସଭାପତି
ଭୁବନେଶ୍ୱର,୨୪।୯(ବ୍ୟୁରୋ): ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ ଶନିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଗାମୀ ଦିନରେ ସାରା ଦେଶରେ ହକିର ବିକାଶ ମୋର ଲକ୍ଷ । ବିଶେଷକରି ତୃଣମୂଳ ସ୍ତରରେ କିପରି ହକିକୁ...
ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ
ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୭ କୋଟି ଟଙ୍କା । ଗତ ବର୍ଷ ତୁଳନାରେ...
କୁକୁଡ଼ା ଚାଷୀଙ୍କ ୧୦ ଦଫା ଦାବି: ନ ମାନିଲେ ଆନ୍ଦୋଳନ
ଫୁଲନଖରା,୨୩।୯(ଡି.ଏନ୍.ଏ): କଟକ ସଦର ଥାନା ଅଧୀନ କୋରକୋରାଠାରେ ସଦର ବ୍ଲକ କୁକୁଡ଼ା ଚାଷୀଙ୍କ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୁକ୍କୁଟ ମହାସଂଘ ଉପସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କୁକ୍କୁଟ ମହାସଂଘର ସଭ୍ୟ...
ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ
ଭୁବନେଶ୍ବର,୨୩।୯(ବ୍ୟୁରୋ): ଭାଜପା ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଭାରୀ ବଂଶଲଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏହାସହ ଦଳର ବିଧାୟକ, ଏମ୍ପି...
୫୦ ଦୋକାନ ଭାଙ୍ଗିଲା ବିଡିଏ
ଫୁଲନଖରା,୨୩।୯(ଡି.ଏନ.ଏ): ବିଏମ୍ସି ୪ ନମ୍ବର ୱାର୍ଡସ୍ଥିତ ନଖରା ମୌଜାର ଫୁଲନଖରା ଡିଷ୍ଟ୍ରିବୁଟାରୀ କେନାଲ ପାର୍ଶ୍ୱ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନଗୁଡ଼ିକ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକିୟାରେ ବିଡିଏ...
ଉପକୂଳରେ ମେଘୁଆ ପାଗ: କିଛି ସ୍ଥାନରେ ଲାଗିରହିଛି ବର୍ଷା
ଭୁବନେଶ୍ୱର,୨୩।୯(ବ୍ୟୁରୋ): ସମୁଦ୍ର ପତ୍ତନ ଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏ ଲମ୍ବିଛି। ଏହାର ପ୍ରଭାବରେ ଉପକୂଳ...
ମନ୍ତ୍ରୀ, ବିଧାୟକଙ୍କୁ ମିଳିଲା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଓ ମନ୍ତ୍ରୀଙ୍କୁ ୩୦ ଜିଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଜାରି ହୋଇଥିବା ସୂଚନନୁସାରେ, ବିଧାୟକ ଅନନ୍ତ ଦାସ...
ଆଜି ରାଜ୍ୟରେ ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩ ଜିଲାର ମିଶନ୍ ଶକ୍ତି ମହିଳା
ଭୁବନେଶ୍ବର,୨୩ା୯(ବ୍ୟୁରୋ): କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାର ମିଶନ୍ ଶକ୍ତି ଗୋଷ୍ଠୀର ମହିଳାମାନେ ଗୁରୁବାର ସାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ସମ୍ପୃକ୍ତ ଗୋଷ୍ଠୀ ଜାତୀୟ ପତାକା ତିଆରି ଦାୟିତ୍ୱ...
ଅଭିନେତା ବାବୁସାନ ଅସୁସ୍ଥ
ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ...
ରାଜ୍ୟରେ ପ୍ରତିଷ୍ଠା ହେବ ୯ ଅବକାରୀ ଥାନା
ଭୁବନେଶ୍ୱର,୨୩ା୯(ବ୍ୟୁରୋ): ରାଜ୍ୟର ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡ଼ି, ଯୋଡ଼ା, ହାଟଡ଼ିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୃଳି ଆଦି ସ୍ଥାନରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ସେହିପରି ଭୁବନେଶ୍ୱର-୨, ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର. ଉଦୟଗିରି, ଭଞ୍ଜନଗର, ପାରାଦୀପ,...
ସମବାୟ ସମୀକ୍ଷକ ବର୍ଗର ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି
ଭୁବନେଶ୍ବର,୨୩ା୯(ବ୍ୟୁରୋ): ପ୍ରଚଳିତ ନିୟମ ବ୍ୟବସ୍ଥାରେ ଓଡ଼ିଶା ସମୀକ୍ଷକ ବର୍ଗର ଅଧିକାରୀମାନଙ୍କୁ ସମବାୟ ସେବା ବର୍ଗରୁ ନିଯୁକ୍ତି ମିଳୁଥିଲା। ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ ସେବାବର୍ଗରୁ ପୃଥକୀକରଣ କରି ଏହି ବର୍ଗକୁ ଅନୁଷ୍ଠାନିକ ଭାବେ ସୁସଙ୍ଗଠିତ ଏବଂ ମଜଭୁତ...
Archives


