ମେଟ୍ରୋ

୨୬,୭୨୨ ଏସ୍‌ଏଚ୍‌ଜିକୁ ୧୦୦୧ କୋଟିର ଋଣ

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ପାଇଁ ୧୦୦୧ କୋଟି ଟଙ୍କାର…

ନବମ, ଦଶମ ସମ୍ମେଟିଭ-୨ ପରୀକ୍ଷା ଫି’ ଛାଡ଼ ହେବ

ଭୁବନେଶ୍ବର,୭ା୧(ବ୍ୟୁରୋ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୨) ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖରେ ସରିବ। ସେହିପରି ନବମ ସମ୍ମେଟିଭ-୨ ପରୀକ୍ଷା ଫେବୃୟାରୀ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୧…

ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଓଡ଼ିଶାବାସୀ ଭୟଭୀତ ହେଉଛନ୍ତି। କିନ୍ତୁ…

ଅନୁପସ୍ଥିତ ୨୦ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୦ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମାଲକାନଗିରି ଜିଲାର ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବହିଷ୍କୃତ କରିଛି। ସେହିଭଳି ସୁନ୍ଦରଗଡ଼ ଜିଲାରେ ଜିଲା ଶିକ୍ଷାଧିକାରୀଙ୍କ ବିବରଣୀ…

କେସ୍‌ ଡାଏରୀ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ କମିଶନରେଟ୍‌ ପୋଲିସ ଶୁକ୍ରବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେସ ଡାଏରୀ ଅନୁଧ୍ୟାପରେ ହାଇକୋର୍ଟ ଯାହା କିଛି ନିଷ୍ପତ୍ତି ନେଇପାରନ୍ତି। ନୟାପଲ୍ଲୀ ଥାନାରେ ରୁଜୁ…

ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାର୍‌ ଜବତ

ଭୁବନେଶ୍ୱର,୬।୧(ବ୍ୟୁରୋ): ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାରକୁ ଇଡି ଶୁକ୍ରବାର ଜବତ କରିଛି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ । ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି କାର୍‌କୁ ଆକାଶ କିଣିଥିବା ଜଣାପଡ଼ିଛି।…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଜେରା କରି ତଦନ୍ତ ଚଳାଇଛି। ଏହି କ୍ରମରେ ଶୁକ୍ରବାର ଅର୍ଚ୍ଚନା ଏବଂ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି।…

ବସିଲା ପ୍ରି-ବଜେଟ୍‌ ପରାମର୍ଶ ବୈଠକ

ଭୁବନେଶ୍ୱର,୬।୧(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌କୁ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବଜେଟ୍‌ ପୂର୍ବରୁ ପ୍ରି-ବଜେଟ୍‌ ପରାମର୍ଶ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବୈଠକରେ ଅର୍ଥ ବିଭାଗର…

ଗ୍ରାମାଞ୍ଚଳରେ ଏଯାଏଁ ୨-ଜି,୩-ଜି ସେବା ପହଞ୍ଚତ୍ନି: ବିଜେଡି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ୫-ଜି ସେବା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ସେବା କେବଳ ପ୍ରଚାର ସର୍ବସ୍ବ ନ ହୋଇଯାଉ ବୋଲି ବିଜେଡି କହିଥିବା ବେଳେ ଭାଜପା ଶାସକ ଦଳ ଅଯଥା ରାଜନୀତି…

ମାଗଣା ଚାଉଳକୁ ନେଇ ବଢ଼ିଲା ରାଜନୀତି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଣ୍ଟନ କଥାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ରାଜ୍ୟ ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଏହି ଘଟଣାରେ…

ଠିକ୍‌ କାମ ନ କଲେ ଟେଣ୍ଡର ବାତିଲ

ଭୁବନେଶ୍ୱର,୬।୧ (ବ୍ୟୁରୋ)କାନ୍ଥରେ ଚିତ୍ର କରି, ରାସ୍ତାକଡ଼ରେ ଫୁଲ ଗଛ ଲଗାଇ ଯେତେ ଯାହା କଲେ ବି ମୁଖ୍ୟ ପ୍ରସଙ୍ଗରେ ମାଡ଼ ଖାଇଯାଉଛି ବିଏମ୍‌ସି। ସହରକୁ ଯେତେ ଚିତ୍ରରେ ସଜେଇଲେ କ’ଣ ହେବ, ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ଅଳିଆ…

ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି

ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri