ମେଟ୍ରୋ

ଦେବୀ ନଦୀରେ ଭାସିଗଲେ ୩ ଛାତ୍ର

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଗାଧୋଇବା ବେଳେ ଭାସିଗଲେ ୩ଜଣ ଛାତ୍ର। ଏଭଳି ଘଟଣା ଜଗତସିଂହପୁର ଜିଲା ମାଛଗାଁ ନିକଟରେ ଥିବା ଦେବୀ ନଦୀରେ ଘଟିଛି। ଏପର୍ଯ୍ୟନ୍ତ ୩ଜଣ ଛାତ୍ରଙ୍କ ପତ୍ତା ମିଳିନାହିଁ। ନିଖୋଜ ଛାତ୍ରମାନଙ୍କ ମଧ୍ୟରେ ଜଣଙ୍କ ଘର ଆମ୍ବଶାଳ ବାଲିକୁଦାର ଅଞ୍ଚଳର ହୋଇଥିବା…

୩୦ ଜିଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ ଦେଲେ ନବୀନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ, ଢେଙ୍କାନାଳ,…

୧୩ ଜିଲାକୁ କାଳବୈଶାଖୀ, ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ସୋମବାର ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ପାଣିପାଗ…

ଆଜି ବିଶ୍ୱ ନାଟକ ଦିବସ: ଓଡ଼ିଆ ନାଟକର ବିଶ୍ୱସ୍ତରୀୟ ସ୍ବପ୍ନ

ଯେବେ ଆମେ ନାଟକର କଥା କହୁ, ଆଖି ସାମ୍ନାକୁ ଚାଲିଆସନ୍ତି ବିଭିନ୍ନ ଚରିତ୍ର। ଯେଉଁମାନଙ୍କ ସହ ଯୋଡ଼ି ହୋଇ ରହିଥାଏ ସମାଜର ପ୍ରତିଫଳନ। ସାମାଜିକ କଥା କୁହ କି ରାଜନୈତିକ, ପାରିବାରିକ, ଅର୍ଥନୈତିକ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ କଥା, ସବୁକିଛିକୁ…

ଖୁବ୍‌ଶୀଘ୍ର ଏସ୍‌ଏଚ୍‌ଜି ମହିଳାଙ୍କୁ ବଣ୍ଟାହେବ ଭେଣ୍ଡିଂଜୋନ୍‌

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ରାଜ୍ୟ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ କିପରି ସ୍ବାବଲମ୍ବୀ ହେବେ ଏବଂ ଆଗକୁ ବଢିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏସ୍‌ଏଚ୍‌ଜି…

ସବୁ ୱାର୍ଡରେ ଆମିଷ ବଜାର ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭୁବନେଶ୍ବରର ଗଳିକନ୍ଦିଠାରୁ ଆରମ୍ଭ କରି ପ୍ରମୁଖ ରାସ୍ତା ଯାଏ ସବୁଠି ଆମିଷ ଦୋକାନ ଖୋଲୁଛି। ଫଳରେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ଦୂଷିତ ହେଉଛି। ହକି ବିଶ୍ବକପ୍‌ ପୂର୍ବରୁ ବିଏମ୍‌ସି ପକ୍ଷରୁ ପ୍ରମୁଖ ରାସ୍ତାରୁ ଆମିଷ ବ୍ୟବସାୟୀଙ୍କୁ…

ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ପୌରସଂସ୍ଥାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାନ ଗ୍ରାଚ୍ୟୁଇଟି ଟଙ୍କା ପ୍ରଦାନ କରାଯାଉ ନାହିଁ। ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟି ପରିମାଣ ତୁଳନାରେ ପୌର କର୍ମଚାରୀଙ୍କୁ ଅଧା ଟଙ୍କା ମିଳୁଥିବାରୁ ଏଥିରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ…

ଘରଭଡ଼ା ମିଳୁନି, ଥଇଥାନ ହୋଇପାରୁନାହାନ୍ତି କିନ୍ନର

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମରେ ରହୁଥିବା କିନ୍ନରମାନେ ଆଉ ଭିକ୍ଷା ମାଗିବେ ନାହିଁ। ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ…

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶତାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି

ଭୁବନେଶ୍ବର,୨୭ା୩(ବ୍ୟୁରୋ): ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୬୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୫୩ଟି ପଦବୀ ଖାଲିପଡ଼ିଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ୍‌ ୨୫୭ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୨୯ ପଦବୀ ବର୍ତ୍ତମାନ ମଧ୍ୟ…

ପ୍ରେମିକାଙ୍କ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମିକ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜଧାନୀର ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ ହୋଇଛି । ମୃତ ଯୁବକ ଜଣକ ହେଲେ ଦୁର୍ଗାପ୍ରସାଦ ମିଶ୍ର। ଖଣ୍ଡଗିରି ଜାଗମରାସ୍ଥିତ ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକା ବାଥରୁମ୍‌ରେ ଥିବା ବେଳେ ତାଙ୍କ…

କେନାଲ କାମ ପାଇଁ ଶିକ୍ଷାନୁଷ୍ଠାନ ପଡ଼ିଆ ଜବରଦଖଲ

ଜଗତସିଂହପୁର ଅଫିସ, ୨୬।୩: ଜଗତ୍‌ସିଂହପୁରର ପୁରାତନ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ହେଉଛି ଶ୍ରୀକୃଷ୍ଣ(ଏସ୍‌କେ) ଏକାଡେମୀ। ଏହି ଉଚ୍ଚ ବିଦ୍ୟାଳୟରେ ବହୁ ଛାତ୍ରୀଛାତ୍ର କେବଳ ଜିଲା ନୁହେଁ ରାଜ୍ୟ, ଦେଶ ତଥା ବାହାରେ ସୁନାମ ଅର୍ଜନ କରିଛନ୍ତି। ଏହାର ବିକାଶ ପାଇଁ ପୁରାତନ…

‘ଦୁଗ୍ଧଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୬।୩: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ ଲିମିଟେଡ୍‌ ବା ଓମ୍‌ଫେଡ୍‌ର ୧୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶୁକ୍ରବାର ଓମ୍‌ଫେଡ୍‌ର ଶହୀଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓମ୍‌ଫେଡ୍‌ର ନବ ନିର୍ବାଚିତ ସମସ୍ତ ୨୧ ସଦସ୍ୟଙ୍କୁ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri