ମେଟ୍ରୋ

ଅନନ୍ତ ମହାପାତ୍ର ପାଇଲେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର,୧୦।୯(ଶର୍ମିଷ୍ଠା ପାଣିଗ୍ରାହୀ)ସୃଜନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଅନନ୍ତ ମହାପାତ୍ରଙ୍କୁ ‘ଗୁରୁ…

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଟ୍ରମା କେୟାର

ଭୁବନେଶ୍ୱର,୯ା୯(ଅଭିଜିତ ଦାସ): କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଚର ଆଣ୍ଡ୍‌ ସର୍ଜରୀ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରମା କେୟାର ସେଣ୍ଟର ଆଣ୍ଡ୍‌ ସର୍ଜରୀ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାରିବାକୁ…

ଜିତେନ୍ଦ୍ର ରଣସିଂହ ନୟାଗଡ଼ ଜିଲା ବିଜେଡି କମିଟି ସମ୍ପାଦକ

ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି। ଜିତେନ୍ଦ୍ର କୁମାର ରଣସିଂହଙ୍କୁ ବିଜେଡି ଜିଲା କମିଟି ସମ୍ପାଦକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଭାପୁର ବ୍ଲକ ବିଜେଡି…

କେନାଲକୁ ଓଲଟିଲା ମୋ ବସ୍‌

ଭୁବନେଶ୍ୱର,୯।୯: କେନାଲକୁ ଓଲଟିଲା ମୋ ବସ୍‌। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୁଆଣ୍ଡୋରୁ ଭୁବନେଶ୍ୱର ଯାଉଥିବା ମୋ ବସ୍‌ (ରୁଟ୍‌ ନଂ୨୬) ଓଲଟି ପଡ଼ିଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦଳରେ ରହି ସୌମ୍ୟବାବୁ ବ୍ଲାକ୍‌ମେଲିଂ କରୁଛନ୍ତି: ଅତନୁ

ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ସେ କହିଛନ୍ତି, ସୌମ୍ୟବାବୁ ଦଳ ବିରୋଧୀ କାର୍ଯ୍ୟ…

୧୮୧ ପ୍ରାଣୀ ଚିକିତ୍ସା ଭ୍ରାମ୍ୟମାଣ ଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୮୧ ପ୍ରାଣୀ ଚିକିତ୍ସା ଭ୍ରାମ୍ୟମାଣ ଯାନକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅଧୀନରେ ଏହି ଯାନଗୁଡ଼ିକ ଗୃହପାଳିତ ପ୍ରାଣୀମାନଙ୍କର…

ଜୟନାରାୟଣଙ୍କୁ ଗୋଡ଼ାଉଛି ୫-ଟି ଭୟ: ବିଜେଡି

ଭୁବନେଶ୍ୱର,୯ା୯(ଅନିଲ ଦାସ): ଓଡ଼ିଶା ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ ୫-ଟି ଭୂତ ଗୋଡ଼ାଉଛି। ଯେଉଁଠାରେ ସେ ଏହାକୁ ଦେଖୁଛନ୍ତି ସେଠାରେ ଖାଲି ୫-ଟି ଜପ କରୁଛନ୍ତି। ସେ କିଡ୍‌ନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କର କିଡ୍‌ନୀ ଚିକିତ୍ସା…

ପରିବା ବିକି ଅଭିନବ ପ୍ରତିବାଦ

ଭୁବନେଶ୍ୱର,୯।୯ (ଅନୁରାଧା ମହାରଣା): ଫାର୍ମାସିଷ୍ଟ ପଦବୀ ଏବଂ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ପୂରଣ ଦାବିରେ ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଓଡ଼ିଶାର ସମସ୍ତ ୪୫ହଜାର ପଞ୍ଜୀକୃତ ଫାର୍ମାସିଷ୍ଟ ଏବଂ ୨୧ହଜାର ଫାର୍ମାସି ଛାତ୍ରୀଛାତ୍ରଙ୍କୁ ନେଇ…

୧୪ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୯ା୯(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୪ ତାରିଖରେ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଉପକୂଳ ସମେତ ରାଜ୍ୟର ବିିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

୧୧ରୁ ମିଶନ ଇନ୍ଦ୍ରଧନୁଷ ୫.୦

ଭୁବନେଶ୍ୱର, ୯।୯(ଅସମାପିକା ସାହୁ): ରାଜ୍ୟରେ ଆସନ୍ତା ୧୧ ତାରିଖରୁ ‘ଇଣ୍ଟେନ୍ସିଫାଏଡ୍‌ ମିଶନ ଇନ୍ଦ୍ରଧନୁଷ (ଆଇଏମ୍‌ଆଇ) ୫.୦’ ଅଭିଯାନ ଆରମ୍ଭ ହେବ। ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ଏବଂ ପଞ୍ଜୀକରଣ କରି ଟିକାକରଣ କରିବା ହେଉଛି…

୨ ବିଦ୍ୟାଳୟରେ ପାଳିକରି ହିନ୍ଦୀ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଭୁବନେଶ୍ୱର,୯।୯(ଅନୁରାଧା ମହାରଣା): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ବିଦ୍ୟାଳୟ ରୂପାନ୍ତରୀକରଣରେ ଆଖିବୁଜା ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଖୋଦ୍‌ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ…

ଖୋର୍ଦ୍ଧାରେ ହେବ ଓଡ଼ିଶା ପାଇକ ଏକାଡେମୀ

ଭୁବନେଶ୍ୱର,୯ା୯(ଅନିଲ ଦାସ): ଖୋର୍ଦ୍ଧା ଜିଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଶୁକ୍ରବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?