ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ନେଇ ବଢୁଛି ରାଜନୀତି
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ମେ’୨୮ରେ ନୂଆଦିଲ୍ଲୀଠାରେ ନୂଆ ସଂସଦ ଭବନର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ଉଦ୍ଘାଟନ ଉତ୍ସବରେ ୧୯ ବିରୋଧୀ ଦଳ ଯୋଗ ନ ଦେବାକୁ ମିଳିତ ବିବୃତି ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ…
ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ
ଭୁବନେଶ୍ୱର,୨୬।୫(ବ୍ୟୁରୋ): କୋରଡକଣ୍ଟାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଛି। ମୋଟ ଦେଢ଼ ଏକର ପରିମିତ ଜମିକୁ ୨ଟି ପର୍ଯ୍ୟାୟରେ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ଉଚ୍ଛେଦ କରାଯାଇଛି। କିଛିଦିନ ତଳେ ସେଠାରୁ ପ୍ରାୟ ଏକର ଜମିରୁ ଜବରଦଖଲ ହଟିଥିଲା।…
ନବ ଦାସ ହତ୍ୟା ମାମଲା: ଆଜି ଦାଖଲ ହୋଇପାରେ ଚାର୍ଜଶିଟ୍
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୋମବାର ଚାର୍ଜଶିଟ୍ ଦାଖଲ ହୋଇପାରେ। ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିବ। ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ…
ସବୁ ଜିଲାରେ ନିର୍ମାଣ ହେବ ଅଡିଟୋରିୟମ, କଲ୍ୟାଣମଣ୍ଡପ
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପ୍ରତ୍ୟେକ ଜିଲାରେ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ଗୁରୁବାର ଖବରଦତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ମନ୍ତ୍ରୀ…
ମେ’ ୨୮ରୁ ଡିଜିଟାଲ ଅସହଯୋଗ ପାଇଁ ଚେତାବନୀ
ଭୁବନେଶ୍ୱର,୨୬ା୫(ବ୍ୟୁରୋ):ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ…
ଜୁନ୍ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ ନ ହେଲେ ଉତ୍ତରଦାୟୀ ରହିବେ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି। ଲୋକସେବା ଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ…
୨୮ରେ ଯୁକ୍ତଦୁଇ ପରୀକ୍ଷା ଫଳ ତାରିଖ ଘୋଷଣା
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞାନ ଏବଂ ବାଣିଜ୍ୟ ଫଳ ପ୍ରଥମେ ପ୍ରକାଶ ପାଇବ।…
ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟର ମାନ ଯାଞ୍ଚ ହେବ
ଭୁବନେଶ୍ୱର, ୨୬।୫ (ବ୍ୟୁରୋ): ସମଗ୍ର ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ କରାଯିବ। ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବାବେଳେ ଦୁଗ୍ଧରେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି। ତେଣୁ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା…
କାଳବୈଶାଖୀ ତାଣ୍ଡବ: ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ଏସ୍ଆର୍ସି
ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସକାଳୁ ପାରଦ ଉପରମୁହଁା ହେଲା। ପୂର୍ବାହ୍ନ ୧୧ଟା ୩୦ ବେଳକୁ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଲା। ଧୀରେ ଧୀରେ ଗ୍ରୀଷ୍ମର ପ୍ରକୋପ ବଢ଼ିଚାଲିଲା। ମଧ୍ୟାହ୍ନରେ ତାତି ୪୦ ଡିଗ୍ରୀ ଅତିକ୍ରମ କରିଗଲା। ତେବେ ଅପରାହ୍ନରେ ହଠାତ୍ ପାଗ…
କାଳବୈଶାଖୀ ବର୍ଷା: ଗରମରୁ ମିଳିଲା ସାମାନ୍ୟ ତ୍ରାହି
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସକାଳୁ ଗରମରେ ଛଟପଟ ହେଉଥିବା ରାଜଧାନୀବାସୀ ଅପରାହ୍ନଠାରୁ କାଳବୈଶାଖୀ ବର୍ଷା ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବିଜୁଳି ଘଡ଼ଘଡ଼ି ମାରିବା ସହ…
ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ ଏବଂ ଓ୍ବାନ ଜିବି ଡାଟା ମିଳିବ ବୋଲି ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା ଘୋଷଣା କରିଛନ୍ତି। ମାଗଣା ଓ୍ବାନ୍ ଜିବି…
ଆସନ୍ତା ୨୯ରୁ ଯୁକ୍ତଦୁଇ ଆବେଦନ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ମେ’ ୨୯ରୁ ଯୁକ୍ତଦୁଇ ନାମ ଲେଖା ପାଇଁ ଆବେଦନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୯ରୁ କ୍ଲାସ୍ ଆରମ୍ଭ ହେବ। ଏସ୍ଏମ୍ଏସ୍ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଛାତ୍ରୀଛାତ୍ର।…
Archives


