ମେଟ୍ରୋ

କମୁନାହିଁ ଦୁର୍ଘଟଣାଜନିତ ମୃତ୍ୟୁହାର

ଭୁବନେଶ୍ବର,୨ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ବଢ଼ିଚାଲିଥିବା ବେଳେ କମିବାର ନାଁ ଧରୁନାହିଁ। ୨୦୨୨ ବର୍ଷରେ ରାଜ୍ୟରେ ୫୪୬୭ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହା ୨୦୨୧ ତୁଳନାରେ ୭.୬…

ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଘରେ କିମ୍ବା ବାହାରେ ନିସ୍ତାର ନାହିଁ। ଏଭଳି ଉତ୍ତପ୍ତ ପରିବେଶ ଆସନ୍ତା ୧୦ ତାରିଖ ଯାଏ ବଳବତ୍ତର ରହିବ। ତେବେ ୬ରୁ ୧୦ ତାରିଖ…

ଓପିଏଚ୍‌ଡବ୍ଲ୍ୟୁସି ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୨ା୬(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରତାପ, ତାଙ୍କ ସ୍ତ୍ରୀ ସସ୍ମିତା…

ବର୍ଷକୁ ଦେଶର ୧.୩୫ ନିୟୁତ ଜୀବନ ନେଉଛି ତମାଖୁ

ଭୁବନେଶ୍ୱର,୨।୬ (ବ୍ୟୁରୋ): ତମାଖୁ ସେବନ ସମାଜରେ ଏକ ବ୍ୟାଧିର ରୂପ ନେଇଛି। ଏହାର ସେବନ ଯୋଗୁ ପ୍ରତିବର୍ଷ ଭାରତରେ ୧.୩୫ ନିୟୁତ ଲୋକଙ୍କ ଜୀବନ ଯାଉଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଯୋଗୁ ୧.୨ ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ଭାରତରେ କ୍ୟାନ୍‌ସର…

ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ରେକର୍ଡ ଅଭିବୃଦ୍ଧି

ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଆଦାୟରେ ରେକର୍ଡ ଅଭିବୃଦ୍ଧି ହୋଇଛି। ୨୦୨୩ ମେ’ରେ ଜିଏସ୍‌ଟି ଆଦାୟରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡ଼ିଶା ଚଳିତ…

ବାଓ୍ବରିଆ ଗ୍ୟାଙ୍ଗ୍‌ର ଗୁମର ଖୋଲୁଛି

ଭୁବନେଶ୍ୱର,୨।୬(ବ୍ୟୁରୋ): ସାରା ଦେଶରେ ବାଓ୍ବରିଆ ଗ୍ୟାଙ୍ଗ୍‌ର ନେଟ୍‌ଓ୍ବର୍କ ରହିଛି। ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆତଙ୍କ ଖେଳାଇ ଲୁଟ୍‌ପଟ୍‌ କରୁଥିବା ଏହି ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ ପରେ କମିଶନରେଟ ପୋଲିସ୍‌ ଦିନକୁ ଦିନ ନୂଆ ତଥ୍ୟ ପାଉଛି। ଗ୍ୟାଙ୍ଗର ସହଯୋଗୀମାନେ ବିଭିନ୍ନ…

ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନିର୍ଦ୍ଦେଶକ ଡ.…

ସତସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଜନ୍ମତିଥିରେ ରୋଗୀଙ୍କୁ ଫଳ, ବିସ୍କୁଟ ବଣ୍ଟନ

ଭୁବନେଶ୍ବର,୧।୬(ବ୍ୟୁରୋ): ସତସଙ୍ଗର ଆଧ୍ୟାତ୍ମିକ ମୁଖ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଶୁଭ ୫୬ତମ ଜନ୍ମତିଥି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି କ୍ରମରେ ଭୁବନେଶ୍ବରରେ ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟର ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି। ତେବେ ଏହି ଅବସରରେ…

ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୧।୬: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ। ଛାତ୍ରୀଛାତ୍ରମାନେ ଓଜେଇଇ ଓ୍ବେବସାଇଟ୍‌ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବେଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମଏସ୍‌ସି, ଏମେ୍‌ଟେକ, ଏମ ପ୍ଲାନ, ଲାଟେରାଲ ଏଣ୍ଟ୍ରି ବିଏମ୍‌ବିଏ, ଲାଟେରାଲ…

ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ଜୁନ ୨୦ରେ ରଥଯାତ୍ରା, ୨୮ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୧ରେ ନୀଳାଦ୍ରି…

ବିଟ୍‌ କଏନ୍‌ ଠକେଇ ର଼୍ୟାକେଟ ଧରାପଡିଲା

ଭୁବନେଶ୍ୱର,୧।୬(ବ୍ୟୁରୋ): ବିଟ୍‌ କଏନରେ ଟଙ୍କା ବିନିଯୋଗ କରି ବହୁଗୁଣା ଲାଭର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ଅଭିଯୋଗରେ ସାଇବର ଥାନା ପୋଲିସ ଏକ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱରର ମୁଖ୍ୟ ଅଭିଯୁକ୍ତ ବିଜନ…

ଉତ୍ସାହ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ

ଭୁବନେଶ୍ୱର,୧।୬(ବ୍ୟୁରୋ)- ବୁଧବାର +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜ ନିଜ ଫଳାଫଳ ଦେଖିବା ପରେ ରାଜଧାନୀର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଥିଲା। ଆଶାନୁରୂପ ଫଳ ପାଇଥିବା ପରୀକ୍ଷାର୍ଥୀ ଖୁସି ପାଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri