ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୬ ବଖରା
ଭଞ୍ଜନଗର,୧୨।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଗାୟଗଣ୍ଡାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଜଳିଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ରଞ୍ଜୁ ବେହେରା, ଅମ୍ବିକା…
ରାତି ୭ଟା ସୁଦ୍ଧା ୭୧.୧% ମତଦାନ
ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍ରେ। ଏହି ଭାଗ୍ୟ ପେଡ଼ି ଖୋଲିବ ମେ ୨୩ ଭୋଟଗଣତି ଦିନ। ସନ୍ଧ୍ୟା…
ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍ରେ ସିଲ୍ ୪୨ ପ୍ରାର୍ଥୀଙ୍କ ଭାଗ୍ୟ
ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍ରେ ମତଦାନ ହୋଇଥିଲା। କେତେକରେ ଇଭିଏମ୍ରେ ତ୍ରୁଟି ଯୋଗୁ ବିଳମ୍ବ ହୋଇଥିବା ବେଳେ ଆଉ କେତେକ ବୁଥରେ ସମୟ…
ଇଭିଏମ୍ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍ରେ ମତଦାନ ବିଳମ୍ବିତ
ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍ ୧୧୬୩ ବୁଥ୍ ମଧ୍ୟରୁ ଅନେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଭୋଟରମାନେ ସକାଳୁ ଦୀର୍ଘ…
ମାଓବାଦୀ ପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ
ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୨୭ଟି ବୁଥ୍ରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଁା ଭଁା ମତଦାନ କେନ୍ଦ୍ରରେ ଛୋଟ ଛୋଟ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ତେବେ ମୋଟାମୋଟି ଭାବେ ଜିଲାରେ…
ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍
କାମାକ୍ଷାନଗର, ୨୪।୪(ଡି.ଏନ୍.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ମାହୋଲ। କାମାକ୍ଷାନଗର ଏନ୍ଏସିରେ ହୋଇଥିବା ଆଦର୍ଶ ବୁଥ୍ରେ ଏମିତି କିଛି…
ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ
ଢେଙ୍କାନାଳ ଅଫିସ/ ପରଜଙ୍ଗ/କାମାକ୍ଷାନଗର (ଡି.ଏନ୍.ଏ.), ୨୪।୪- ସକାଳେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି, ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା, ଢେଙ୍କାନାଳ ଜିଲାର ଭୋଟରଙ୍କ ଉତ୍ସାହକୁ କମାଇପାରିନାହିଁ। ହେଲେ ମତଦାନ କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ…
ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ
ପରଜଙ୍ଗ, ୨୪।୪(ଡି.ଏନ୍.ଏ.)- ସକାଳ ୭ଟାରୁ ଅପେକ୍ଷା କରିଥିଲେ ଭୋଟ ଦେବାକୁ। ଦୀର୍ଘ ୪ ଘଣ୍ଟା ପରେ ବୁଥ୍ ଭିତରକୁ ଯିବାକୁ ମିଳିଲା ସୁଯୋଗ। ତଥାପି ମନରେ ନ ଥିଲା ସାମାନ୍ୟ ଅନୁଶୋଚନା କି କ୍ଷୋଭ। ହେଲେ ଭୋଟର ଲିଷ୍ଟ ଉପରେ ବାଜିଥିବା…
ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଧାରଣା କ୍ଷତିଗ୍ରସ୍ତ: ୬ଘଣ୍ଟା ଯାତାୟାତ ବାଧାପ୍ରାପ୍ତ
ଓଡ଼ାପଡ଼ା, ୨୪।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ରେଳଫାଟକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଇଞ୍ଜିନ୍ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରେଳଧାରଣା କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଦୀର୍ଘ ୬ଘଣ୍ଟା…
କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ
ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ। ଏହି ଅବସରରେ ସେ ଗଣମାଧ୍ୟମ…
ଖୁସି ବ୍ୟକ୍ତ କଲେ ଯୁବ ଭୋଟର
ଅନୁଗୋଳ ଅଫିସ, ୨୪।୪-ପ୍ରଥମ ଥର ପାଇଁ ଭୋଟ୍ ଦେବେ। ସେଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିଲା। କାଳେ କିଛି ଭୁଲ ହୋଇଯିବ ତାହାକୁ ନେଇ ମନରେ ଭୟ ବି ଟିକେ ଥିଲା। ହେଲେ ନିର୍ଭୁଲ ଭାବେ ଭୋଟ୍ ଦେବା…
ଶିକୁଳିରେ ବନ୍ଧା ହୋଇ ଭୋଟ ଦେଲେ ଆଲୋକ
ବଇଣ୍ଡା, ୨୩ା୪(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ମାନସିକ ଭିନ୍ନକ୍ଷମ ଆଲୋକ କୁଦେଇ(୨୮) ଭୋଟ ଦେଇଛନ୍ତି। ନୁନୁକାପଶି ଗ୍ରାମର ଆଲୋକ ପରିବାର ସହ ଭୋଟ ଦେବାକୁ ଆସିଥିଲେ। ଦୀର୍ଘ ଦିନ ହେଲା ସେ…
Archives


