ଘରେ ପକ୍ଷୀଙ୍କ ଫଟୋ ଲଗାଉଥିଲେ ଜାଣି ନିଅନ୍ତୁ ଏସବୁ କଥା, ବୃଦ୍ଧି ପାଇବ ସୁଖ-ସମୃଦ୍ଧି…
ପକ୍ଷୀମାନେ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଅନେକେ ଘରର ଶୋଭା ବଢ଼ାଇବାକୁ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତେକ ପକ୍ଷୀ ଅଛନ୍ତି; ଯାହାଙ୍କ ଫଟୋ ହେଉ...
ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…
ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି...
ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା
ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା...
ଧନତେରାସ୍ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ
ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେଣୁ ସେହି ସମୟରେ ସାଧାରଣ ଲୋକମାନେ ମଧ୍ୟ ଶପିଂ...
ଏହି ୩ ପ୍ରକାର ଲୋକଙ୍କ ପ୍ରତି ରୁହନ୍ତୁ ସାବଧାନ, ନଚେତ୍ ଜୀବନରେ ଅନେକ ପସ୍ତାଇବେ
ଜୀବନରେ ଆପଣ ଯେତେ ଆଗକୁ ଯାଆନ୍ତୁ ନା କାହିଁକି ନୀତିଶାସ୍ତ୍ର ଏବଂ କୂଟନୀତିଜ୍ଞ ଚାଣକ୍ୟଙ୍କ ବାଣୀ ମାନି ଆଗକୁ ବଢ଼ିବା ଉଚିତ୍। ୩ ପ୍ରକାର ଲୋକଙ୍କ ପ୍ରତି ସାବଧାନ ରହିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ନଚେତ୍ ଜୀବନରେ ଅନେକ ପସ୍ତାଇବେ...
ଟମାଟୋ ସସ କେଚଅପ ଭିତରେ କ’ଣ ରହିଛି ପାର୍ଥକ୍ୟ
ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ପିଲାମାନେ ପ୍ରାୟ ସବୁକିଛି ସହିତ ଟମାଟୋ ସସ କିମ୍ବା କେଚଅପ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ସମାନ କଥା କହିବା ପାଇଁ ‘ଟମାଟୋ ସସ’ ଏବଂ ‘ଟମାଟୋ କେଚପ’ ଶବ୍ଦ ଗ୍ରହଣ...
ସକାରାତ୍ମକ ଚିନ୍ତାଧାରା ଓ ଉତ୍ତମ ସ୍ବାସ୍ଥ୍ୟ
ବର୍ତ୍ତମାନର ଧାଁ ଦଉଡ଼ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସବୁଠାରୁ ବଡ଼ କଥା। ହେଲେ କେତେକ ବ୍ୟକ୍ତି ଏଥିପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନଥାନ୍ତି। ତେଣୁ ଭବିଷ୍ୟତରେ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ...
ପୂଜା କରିବା ବେଳେ ମାନନ୍ତୁ ଏସବୁ ନିୟମ, ଦେବାଦେବୀ ହେବେ ପ୍ରସନ୍ନ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି: * ଘରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନା...
ଚନ୍ଦ୍ରଗ୍ରହଣ ଦେଖିଲେ ସତରେ କ’ଣ ମଣିଷ ହରାଇଦିଏ ଦୃଷ୍ଟିଶକ୍ତି, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ଆଜି ଅର୍ଥାତ୍ କୁମାରପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ। ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା। ଉଭୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱ ଦିଆଯାଏ। ଚନ୍ଦ୍ରଗ୍ରହଣର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ବିଷୟରେ ଲୋକଙ୍କୁ କୁହାଯାଏ। ଏହି...
ବାରମ୍ବାର ଶିଶୁ କାନ୍ଦିବା ପଛରେ ରହିଛି ଏସବୁ କାରଣ, ମାତାପିତା ରୁହନ୍ତୁ ସାବଧାନ
ପିଲାମାନେ କାନ୍ଦିବା ଏକ ସାଧାରଣ କଥା। ସେମାନେ ସେମାନଙ୍କର ମାତାପିତାଙ୍କୁ ଡାକିବା ପାଇଁ କାନ୍ଦନ୍ତି, କିନ୍ତୁ ଯଦି ଆପଣଙ୍କର ପିଲା ଦୀର୍ଘ ସମୟ ଧରି କ୍ରମାଗତ ଭାବରେ କାନ୍ଦନ୍ତି, ତେବେ ଆପଣ ତାଙ୍କ ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ କରନ୍ତି। କାରଣ...
ଶାବର୍ମା ଖାଇ ଯୁବକଙ୍କ ମୃତ୍ୟୁ, ଏଥିରେ ଏଭଳି କ’ଣ ରହିଛି ଯେଉଁଥିରେ ହୋଇପାରେ ଫୁଡ୍ ପଏଜନିଂ
ଖାଦ୍ୟ ବିଷକ୍ରିୟାରେ ୨୪ ବର୍ଷର ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା କେରଳର କୋଚିରେ ଘଟିଛି। ଯୁବକ ଜଣଙ୍କ ସହରର ଏକ ହୋଟେଲର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ ଖାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଚେନ୍ନାଇରେ କିଛି ମାସ ପୂର୍ବରୁ ଏଭଳି...
କମ୍ବଳରେ ମୁଁହ ଢାଙ୍କି ଶୋଇବା କ୍ଷତିକାରକ
ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ...
Archives


