ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜପାଣି
ବର୍ଷାଦିନେ ଭୂତାଣୁ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଥଣ୍ଡା, କାଶ ଓ ଜ୍ୱର ଯୋଗୁ ଶରୀର ଦୁର୍ବଳ ହୋଇଯାଏ। ଏହି ସବୁ ସମସ୍ୟା ପିଆଜ ପାଣି ହିଁ ଦୂର କରିପାରିବ।…
କ୍ୟାନ୍ସର ଓ ମସଲାଯୁକ୍ତ ଖାଦ୍ୟ
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ତେବେ ଏହାଠାରୁ ଦୂରେଇ ରହିବାର ଏକ ସରଳ…
ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍
ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁରନ ତତ୍ତ୍ୱ ଉପରେ ତନ୍ନ ତନ୍ନ ଗବେଷଣା କରିବା ସମୟରେ ୟୁନିଭର୍ସିଟି…
ଅଣ୍ଟା ବିନ୍ଧା ଓ ମୋବାଇଲ୍
ବର୍ତ୍ତମାନ ଦୁନିଆରେ ମୋବାଇଲ୍ର ମହତ୍ତ୍ୱ କେତେ ତାହା କହିବା ବାହୁଲ୍ୟ। କାରଣ ପ୍ରତିଟି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରୁଛି। ହେଲେ ଯଦି ଜଣେ ବ୍ୟକ୍ତି ନିଜକୁ ଅଧିକାଂଶ ସମୟ ମୋବାଇଲ୍ ସହ ଜଡିତ ରଖୁଛନ୍ତି ତେବେ ସେ ଟିକେ ସତର୍କ ରହିବା…
କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ
ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍ ସୁରକ୍ଷିତ ହୋଇ ରହିଥାଏ। ଏହି ପ୍ରଣାଳୀକୁ ‘ରିଫ୍ରିଜିଂ’ କୁହାଯାଏ। ହେଲେ ଆମେ ଆବଶ୍ୟକ ସମୟରେ ଫ୍ରିଜ୍…
କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍
ହର୍ବାଲ ସିଗାରେଟ୍: ଇ-ସିଗାରେଟ୍ କୌଣସି ଗୁଣରେ ସାଧାରଣ ସିଗାରେଟ୍ଠାରୁ କମ୍ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେତେକ ଶିଳ୍ପସଂସ୍ଥା ହର୍ବାଲ ସିଗାରେଟ୍ ତିଆରି କଲେଣି।…
ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ
”ଡାଫୋଡିଲ୍ର ଫଳ ଠିକ୍ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍ ଥାଏ। ଏହାକୁ ଖାଇଲେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭୂତ ହୁଏ ଏବଂ ଏହା ଉଚ୍ଚ ରକ୍ତଚାପ…
ବର୍ଷାଦିନେ ଖାଆନ୍ତୁ ଏହି ୪ ଫଳ: ସଂକ୍ରମଣରୁ ମିଳିବ ମୁକ୍ତି
ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ୟାଡୁସ୍ୟାଡୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ବର୍ଷାଦିନେ ହେଉଥିବା…
ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ ଜୀବନରେ କେତେକ କାମ କଲେ ସହଜରେ ବହୁ ରୋଗରୁ ମୁକ୍ତି ମିଳିପାରିବ। ପ୍ରତିଦିନ ସକାନେ…
କଟା ପିଆଜ ଫ୍ରିଜ୍ରେ ରଖିବା ହାନିକାରକ
ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ କରିଥାନ୍ତି। ବିଶେଷକରି ସାଲାଡରେ ଏହାର ବ୍ୟବହାର ଅଧିକ ହୋଇଥାଏ। ତେବେ ପିଆଜକୁ ଭାଜି ଖାଆନ୍ତୁ…
ରକ୍ତଚାପ କମାଏ କଖାରୁ ମଞ୍ଜି
୨୮ ଗ୍ରାମ୍ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍ ଫାଇବର, ୭ ଗ୍ରାମ୍ ପ୍ରୋଟିନ୍, ୪ ଗ୍ରାମ୍ ମନୋସାଚ୍ୟୁରେଟେଡ ଫ୍ୟାଟ୍,୬ ଗ୍ରାମ ଓମେଗା-୬ ଫ୍ୟାଟ୍, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍ଫରସ ରହିଛି। ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍ କୋଲେଷ୍ଟରଲ୍ କମ କରିବାରେ ସାହାଯ୍ୟ କରେ।…
ଜାଣନ୍ତୁ ହେପାଇଟାଇଟିସ୍ ରୋଗର ଲକ୍ଷଣ, ନିରାକରଣ
ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍ ଦିବସ ଭାବେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର ପ୍ରତି ବିପଦ ଆଣିଥାଏ। ଲିଭର ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରେ ଟକ୍ସସିନ୍ସକୁ…
Archives


