ଜୀବନଚର୍ଯ୍ୟା

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ ଘରେ ମଧ୍ୟ ଦେଖିବାକୁ ମିଳିଛି ପାର୍ବଣର ମାହୋଲ। ପୂଜା ବଜାର ହୋଇଉଠିଛି ଚଳଚଞ୍ଚଳ। ପୂଜା…

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ । ଏହି କ୍ଷେତ୍ରରେ ଧଳା ତୁଳସୀ ତୁଳନାରେ କଳା ତୁଳସୀ ଅଧିକ ଉପଯୋଗୀ…

ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ସ୍ବିଡିଶ୍‌ ନ୍ୟାଶନାଲ୍‌ ଡାଇବେଟିସ୍‌ ରେଜିଷ୍ଟର୍‌(ଏନ୍‌ଡିଆର୍‌)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍‌ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍‌ କ୍ୟାନସର୍‌ ଏବଂ ୫ ପ୍ରତିଶତ ଲୋକଙ୍କୁ ସ୍ତନ କର୍କଟ ହେବାର ଭୟ ଥାଏ। ଯେଉଁମାନଙ୍କୁ ପ୍ରଥମେ କ୍ୟାନସର୍‌…

ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର…

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ । କୋଷ୍ଠକାଠିନ୍ୟ…

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ ରୋଗୀଙ୍କ ପାଇଁ ଏକପ୍ରକାର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହଁି। ଯଦିଓ ଆମ୍ବ ଖାଇବା…

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ ଏବେ ଚର୍ମ ରୋଗ ଜଟିଳ ରୂପ ଧାରଣ କରିଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ,…

ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ…

ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସେମାନେ କେମିତି ବେଶ୍‌ ସରଳ ଭାବରେ ଶେଷ କରିବେ ସେ ନେଇ ଉପସ୍ଥାପନା..…

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ସେ ସବୁ ଛାଡ଼ି ଘରୋଇ ଉପାୟରେ କ୍ଷୀରକୁ ବ୍ୟବହାର…

ପୂଜାରେ ଶାଢ଼ି ଫ୍ୟାଶନ

କୌଣସି ପର୍ବପର୍ବାଣି ହେଉ କି ବିଶେଷ କିଛି ଅକେଜନ୍‌ରେ ମହିଳାମାନେ ନିଜକୁ ସଜେଇହେବାକୁ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ଶାଢ଼ି ଅନ୍ୟତମ। ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଆପଣ ଶାଢ଼ି ମଧ୍ୟରେ କେଉଁ ଡିଜାଇନ ପିନ୍ଧିଲେ ସୁନ୍ଦର ଏବଂ…

କେଇଟା ଦିନ ପରେ ଦୁର୍ଗାପୂଜା: ଘରକୁ ଦିଅନ୍ତୁ ଟ୍ରାଡିଶନାଲ ଲୁକ୍‌

ଦିନ କେଇଟା ପରେ ଦୁର୍ଗାପୂଜା। ଏହି ସମୟରେ ଫେଷ୍ଟିଭ ସିଜନ୍‌ରେ ଘରକୁ କିପରି ଦେବେ ଟ୍ରାଡିଶନାଲ ଲୁକ୍‌, ଜାଣନ୍ତୁ ଏ ସମ୍ପର୍କରେ.. ଡ୍ରଇଂରୁମ୍‌ ସେଣ୍ଟର ପିସ୍‌ କିମ୍ବା କର୍ନର ରଖା ହୋଇଥିବା ଫ୍ଲାଓ୍ବାର ଆରେଞ୍ଜମେଣ୍ଟ ପୂଜାର ମାହୋଲକୁ ଆହୁରି ବଢ଼ାଇ ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?