ଜୀବନଚର୍ଯ୍ୟା

ଅତିଥି

କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ… କୌଣସି ପର୍ବପର୍ବାଣି ହେଉ ଅବା କେତେକ କାରଣରୁ ବନ୍ଧୁବାନ୍ଧବ ଘରକୁ ଯିବା କିମ୍ବା ସେମାନେ ଆପଣଙ୍କ…

ଉପକାରୀ କୋଳଥ ଡାଲି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ହ୍ରାସ ପାଇଥାଏ। କୋଳଥ ଡାଲିର…

ଡାଇବେଟିସ୍‌ ସମ୍ଭାବନା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ…

ମନକୁ ଶାନ୍ତ ରଖିବାକୁ ହେଲେ…

କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ ମନକୁ ଶାନ୍ତ ରଖିବା ପାଇଁ ଆମେ ବିଭିନ୍ନ ପ୍ରଣାଳୀ ଆପଣେଇଥାଉ । ଏଥିଯୋଗୁ କିଛି ବ୍ୟକ୍ତି ଧ୍ୟାନ ଯୋଗ କରୁଥିବା ବେଳେ କିଛି ବ୍ୟକ୍ତି କାମରୁ ବିରତି ନେଇ ଦୂର ସ୍ଥାନକୁ ଭ୍ରମଣରେ ଯିବାପାଇଁ ପସନ୍ଦ…

ଘଣ୍ଟା ବଦଳାଇବ ଭାଗ୍ୟ, ଜାଣନ୍ତୁ…

ଘଣ୍ଟା ଖାଲି ସମୟ କହେନି। ବାସ୍ତୁ ଅନୁସାରେ ଏହାକୁ ଘରେ ରଖିଲେ ଭାଗ୍ୟ ବି ବଦଳିପାରେ। ତାହା କେମିତି ଜାଣନ୍ତୁ ନିମ୍ନରୁ… ଦୁର୍ଭାଗ୍ୟ ସୂଚକ ଅଟେ ବନ୍ଦ ଘଣ୍ଟା ବାସ୍ତୁ ଅନୁସାରେ ବନ୍ଦ ଘଣ୍ଟା ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ଘରେ…

ହୃଦ୍‌ରୋଗୀଙ୍କୁ ଏସବୁ ଖାଇବା ମନା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁ ଅନେକ ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି। ସବୁଠୁ ମାରାତ୍ମକ ହୃ୍‌ଦ୍‌ରୋଗ। କାରଣ ଏହା ହଠାତ୍‌ ରୋଗୀର ଜୀବନ ନେଇଯାଇଥାଏ। ତେବେ ହୃଦ୍‌ରୋଗୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ।…

କମ୍‌ ନିଦରେ ଶୋଉଥିବା ଶିଶୁଙ୍କୁ ହୋଇଥାଏ…

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଶିଶୁମାନେ ରାତିରେ ଅତି କମ୍‌ରେ ୯ ଘଣ୍ଟା ଶୋଇବା ଉଚିତ୍‌। ଯେପର୍ଯ୍ୟନ୍ତ ୧୬ ବର୍ଷ ନ ହୋଇଛି ସେପର୍ଯ୍ୟନ୍ତ ୯ ଘଣ୍ଟା ଶୋଇବା ଜରୁରୀ ଅଟେ। ନଚେତ୍‌ ଏମାନଙ୍କ ମାନସିକ ବିକାଶରେ ବାଧା…

ସ୍ବାସ୍ଥ୍ୟ ଉପକାରୀ କଦଳୀ

କଦଳୀ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । କଦଳୀରୁ ଅନେକ ପ୍ରକାର ପୋଷକତତ୍ତ୍ୱ ସହ ଭିଟାମିନ୍‌ ମିଳିଥାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କାରୁ ମୁକ୍ତି ଦେଇଥାଏ। ଏଥିରୁ ପୋଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ମିଳିଥାଏ। ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ଦେବା…

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି ଶାଗ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଶରୀର ପାଇଁ ଉପକାରୀ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍‌ ଏବଂ ଆଇରନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା ଦୂର ହୋଇଥାଏ। ମେଥି ଶାଗରେ…

କେଉଁମାନଙ୍କୁ ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌ ଜାଣନ୍ତୁ

ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍‌କୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯଦ୍ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍‌ ସମୟରେ ଶରୀରର କୌଣସି ଅଙ୍ଗ କାମ କରି ନ ଥାଏ। ସ୍ବାସ୍ଥ୍ୟ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅଦା ଚା’

ଶୀତଦିନ ଆରମ୍ଭ ହେଲାଣି। ଋତୁ ବଦଳିବା ସହିତ ବିଭିନ୍ନ ପ୍ରକାରର ରୋଗ ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ରୋଗରୁ ରକ୍ଷା ଏବଂ ସୁସ୍ଥ ରହିବା ଲାଗି ଅଦା ଚା’ ରାମବାଣ ସଦୃଶ ହୋଇଥାଏ। ଅଦା ଚା’ର କେବଳ ସ୍ବାଦ ଭଲ ନୁହେଁ, ଏହା…

କିଡ୍‌ନୀ ଷ୍ଟୋନ୍‌ ଥିଲେ…

ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟ ଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟ ଆଜିକାଲି ବିଭିନ୍ନ ରୋଗକୁ ଡାକି ଆଣୁଛି । ଏହି କ୍ରମରେ କିଡ୍‌ନୀ ଷ୍ଟୋନ ଅନ୍ୟତମ ସ୍ୱାସ୍ଥ୍ୟ ଭାବେ ସମସ୍ୟା ଉଭାହୋଇଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?