ଜୀବନଚର୍ଯ୍ୟା

ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ…

କେତେ ଉପକାରୀ ଜୁସ୍‌

ତଟକା ଫଳମୂଳରେ ପ୍ରସ୍ତୁତ ଜୁସ୍‌ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଜୁସ୍‌ରେ ଭିଟାମିନ୍‌-ଏ, ସି, ଇ ଏବଂ ଫୋଲିକ ଏସିଡ ଭରି ରହିଛି। ଶରୀରରୁ ଖରାପ କୋଲେଷ୍ଟରଲକୁ ବାହାର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।…

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ ୬୯ ପ୍ରତିଶତ କୃଷ୍ଣ ଶକ୍ତି । କୃଷ୍ଣବସ୍ତୁ ପଦାର୍ଥକୁ ଆକର୍ଷଣ କରୁଥିବାବେଳେ କୃଷ୍ଣଶକ୍ତି ବିକର୍ଷଣ…

ଗୋଲାପ ପାଖୁଡାରେ ରହିଛି ରୋଗସହ ଲଢିବାର କ୍ଷମତା

ଗୋଲାପ ଫୁଲକୁ ପ୍ରେମର ପ୍ରତିକ ଭାବେ ବିବେଚନା କରାଯାଏ। ଏହା ଦେଖିବାକୁ ଏତେ ମନଲୋଭା ଯେ, ଯେ କେହି ଏହାକୁ ଦେଖିଲେ ମନର ବିଷାଦ ଦୂର ହୋଇଥାଏ। ହେଲେ ଏଥିରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ହୁଏତ ଅନେକଙ୍କୁ ଜଣା ନଥିବ।…

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ ପିଇଲେ କୋଷ୍ଠକାଠିନ୍ୟ ଦୂର ହେବା ସହ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ…

ମହିଳାଙ୍କ ପାଇଁ ଲାଭଦାୟକ ଅଖ୍‌ରୋଟ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଉଥିବା ଅଖ୍‌ରୋଟ ସ୍ତନ କର୍କଟ ବୃଦ୍ଧିକୁ ରୋକିବାରେ ଏବଂ ସେଥିରୁ ରକ୍ଷା ପାଇବାରେ ବିଶେଷ ସାହାଯ୍ୟ କରିଥାଏ। ‘ନ୍ୟୁଟ୍ରିସନ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରେ ଏହା ଦାବି କରାଯାଇଛି। ଗବେଷଣାରୁ ଜଣାପଡ଼ିଛି, ଯଦି କୌଣସି ମାମଲାରେ…

ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ ମଧ୍ୟ ପ୍ରଦାନ କରିଥାଏ। ଆଉ ଏହାକୁ ନେଇ ବିଭିନ୍ନ ବ୍ୟକ୍ତିଙ୍କ ପସନ୍ଦ ଭିନ୍ନ ଭିନ୍ନ…

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି ନେଲ୍‌ ଆର୍ଟ ଅଛି, ଯାହା ଦେଖିବାକୁ ଭଲ ଓ ମଜାଦାର ଲାଗିପାରେ। ହେଲେ ଏହାକୁ…

ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ ଆଉ କିଛି ଲୋକ ଫ୍ୟାଶନେବଲ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରିଥାନ୍ତି। ତେବେ ଶରୀରର…

ଶୀତଦିନେ ପିଅନ୍ତୁ ଏହି ଚା’…

ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍‌ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଲବଙ୍ଗରେ…

ଏହି ପତ୍ରର ରହିଛି ଅନେକ ଔଷଧୀୟ ଗୁଣ

ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ଏଥିରେ ଥିବା ଭିଟାମିନ୍‌ ଏ, ବି, ସି, କ୍ୟାଲସିୟମ,…

ଲାଳରୁ ଦୂର ହୁଏ ରୋଗ

ନୂଆଦିଲ୍ଲୀ: ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ ଦେଖାଦେଉଥିବା ଶହେରୁ ଅଧିକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ଉଠି ଅଧୁଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri