କିପରି ଦେଖାଯିବେ ଷ୍ଟାଇଲିଶ୍‌

ଆଉ ଦିନ କେଇଟା ପରେ ଶୀତଦିନ ଆସିବ । ଏହି ଦିନରେ କିପରି ଷ୍ଟାଇଲିଶ୍‌ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ…

– ଆପଣ ଜିନ୍ସ ବଦଳରେ ମ୍ୟାକ୍ସି ସ୍କର୍ଟ କ୍ୟାରି କରିପାରିବେ। ଏହାକୁ ପିନ୍ଧିଲେ ଅଧିକ ଥଣ୍ଡାରେ ଆପଣ ଷ୍ଟାଇଲିଶ୍‌ ଲାଗିବେ। କାଜୁଆଲ ଆଉଟିଂ ହେଉକି ଲଞ୍ଚ ଡେଟ୍‌,ଏହି ସ୍କର୍ଟ ଆପଣଙ୍କୁ ଟ୍ରେଣ୍ଡି ଓ ଗ୍ଲାମର୍ସ ଲୁକ୍‌ ଦେବ। ଏହା ସହିତ ଆପଣ ଲଙ୍ଗ ଓ ରେଗୁଲାର ଦୁଇ ପ୍ରକାର ଜ୍ୟାକେଟ୍‌ ପିନ୍ଧିପାରିବେ।
– ଟ୍ରେଣ୍ଡି ଲୁକ୍‌ ପାଇଁ ଡେନିମ୍‌ ମ୍ୟାକ୍ସି ସ୍କର୍ଟ ପିନ୍ଧିପାରିବେ। ଏହା ଫ୍ରଣ୍ଟରେ ବଟନ୍‌ ଦିଆଯାଇଛି ଯାହାକୁ ଆପଣ ନିଜ ହିସାବରେ ଷ୍ଟାଇଲ୍‌ କରିପାରିବେ।
-ଇଣ୍ଡୋ ଓ୍ବେଷ୍ଟର୍ନ ଲୁକ୍‌ ପାଇଁ ଆପଣ ବ୍ଲୁ ଓ ଗ୍ରୀନ୍‌ ଫ୍ଲୋରାଲ ପ୍ରିଣ୍ଟ ମ୍ୟାକ୍ସି ସ୍କର୍ଟ କ୍ୟାରି କରନ୍ତୁ।
-ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଷ୍ଟ୍ରାଇପ୍ଡ ମ୍ୟାକ୍ସି ସ୍କର୍ଟ ବେଷ୍ଟ। ଏହା ସହ ସ୍ଲିଟସ୍‌ ଟିଟେଲିଙ୍ଗ ଦିଆହୋଇଛି।
-କୁଲ୍‌ ଓ କାଜୁଆଲ୍‌ ଲୁକ୍‌ ପାଇଁ କଣ୍ଟ୍ରାଷ୍ଟ ବ୍ଲକ୍‌ ପ୍ରିଣ୍ଟ ସ୍କର୍ଟ ପିନ୍ଧନ୍ତୁ। ଏହି ଫ୍ଲୋଇ ମ୍ୟାକ୍ସି ସ୍କର୍ଟକୁ ଆପଣ କେଉଁଠି ବି କ୍ୟାରି କରିପାରିବେ। ଏହା ଆପଣଙ୍କୁ ରିଫ୍ରେଶିଂ ଲୁକ୍‌ ଦେବ।
-ଭିନ୍‌ଟେଜ୍‌ ଲୁକ୍‌ ପାଇଁ ସାଇଡ୍‌ ବଡନ୍‌ ପ୍ରିଣ୍ଟେଡ୍‌ ପ୍ୟାନେଲ୍‌ଡ ମ୍ୟାକ୍ସି ସ୍କର୍ଟ ଚୟନ କରନ୍ତୁ। ସ୍ଲିମ୍‌ ଲୁକ୍‌ ପାଇଁ ଏହା ବେଷ୍ଟ । ଏହାକୁ ପିନ୍ଧିଲେ ଆପଣ ପୂର୍ବାପେକ୍ଷା ଡେଙ୍ଗା ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା: TMCରୁ ଆଉ ଜଣେ ଏମ୍‌ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍‌ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍‌ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ: ପିଏମ ମୋଦିଙ୍କୁ ‘ଡୋୟନ’ କହିଲା ରୁଷିଆ, ଏହାର ପ୍ରକୃତ ଅର୍ଥ ଜାଣିଲେ…

ନୂଆଦିଲ୍ଲୀ, ୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସେବା ପ୍ରଦାନ କରି ଏକ ନୂଆ ରେକର୍ଡ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri