ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ
ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… – ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ ଭିଜାଇ ଏହାର…
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି
ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଥାଏମିନ୍, ଫଲିକ୍ ଏସିଡ୍ ଏବଂ ଭିଟାମିନ୍ ଏ ପ୍ରଚୁର ପରିମାଣରେ ଥାଏ। ମେଥି…
ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍ ନୁହେଁ। କାରଣ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। -ଭୋଜିରେ ଖାଇବା ପୂର୍ବରୁ ପେଟ ଖାଲି…
ଚିଜ୍ ଲଲିପପ୍
ସ୍ନାକ୍ସରେ ଲଲିପପ୍ ସଭିଙ୍କ ପସନ୍ଦ। ଚିଜ୍ ଲଲିପପ୍ରେ ହଟ୍ ଗାର୍ଲିକ୍ ସସ୍ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି ଚପ୍କୁ ଲୋକେ ଭାରି ପସନ୍ଦ କରୁଛନ୍ତି। ଆବଶ୍ୟକ ସାମଗ୍ରୀ ପିଆଜ, କର୍ନଫ୍ଲୋର, ମଇଦା, ଚିଜ୍,…
ଶୀତଦିନେ ବଢ଼ିଯାଏ ଶରୀର ଓଜନ…
ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।…
ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ
ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଆଇରନ୍, ପ୍ରୋଟିନ୍…
ଜାଣନ୍ତୁ ନଡ଼ିଆତେଲର ଉପକାରୀ ଗୁଣ ସମ୍ପର୍କରେ
ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ ଆରମ୍ଭ କରି ପାଚନ ତନ୍ତ୍ରରେ କୌଣସି ସମସ୍ୟା ହୋଇ ନ ଥାଏ। ତେବେ ଜାଣନ୍ତୁ…
ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ
ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ଅନ୍ୟତମ ହୃଦ(ହାର୍ଟ)ରୋଗ । ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା…
ସଂଖ୍ୟାକୁ ଦେଖିଲେ ଲାଗେ ଡର …
ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍ମୋଫୋବିଆ କୁହାଯାଇଥାଏ। କେତେକ ଏହାକୁ ନ୍ୟୁମେରୋଫୋବିଆ ମଧ୍ୟ କୁହନ୍ତି। ଏଭଳି ସମସ୍ୟା ଥିବା ଲୋକ ଅବା…
ଏସବୁ ଖାଦ୍ୟ ଆର୍ଥରାଇଟିସ୍ରୁ ରଖେ ଦୂରେଇ…
ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍ କରିବା…
ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ
ବଡ ଅଳେଇଚ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ ବାହାର କରିବାରେ ସହାୟକ ହୋଇଥାଏ। ଶ୍ୱାସରୋଗୀ ପ୍ରତିଦିନ ଅଳେଇଚ ଖାଇବା ଆବଶ୍ୟକ। ଥଣ୍ଡା-କାଶ,…
ଏସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ ଟ୍ୟୁମର
ରୋଗ ଯେତେ ବଡ଼ ହେଉନା କାହିଁକି, ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଉପଶମ ମିଳିବାର ସମ୍ଭାବନା ବେଶ୍ ଅଧିକ ରହିଥାଏ। ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକ୍ ସମୟରେ ରୋଗ ନିରୂପଣ କରିବା। ରୋଗ ନିରୂପଣ କରିବାକୁ ହେଲେ…
Archives


