ଜୀବନଚର୍ଯ୍ୟା

ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ। ଆମ୍ବପତ୍ର ବିଭିନ୍ନ ପ୍ରକାର ନ୍ୟୁଟ୍ରିଏନଟ୍‌ରେ ଭରପୂର। ଏଥିରେ ଜୀବସାର ଏ, ବି, ସି…

ରୋଗ ପ୍ରତିରୋଧକ ଶକ୍ତି ଓ ଇବୋଲା ଭାଇରସ୍‌

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିଲେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରୁ। ତେଣୁ ଏଥିପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଏକ ପ୍ରକାର ଭାଇରସ୍‌ ଯଦି ଆମ ଶରୀରରେ ନିଜର କାୟା ବିସ୍ତାର…

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମାଇବ ହର୍‌ମୋନ

ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ବ୍ୟକ୍ତି ନୁହନ୍ତି, ଯୁବାବସ୍ଥାରେ ଅନେକେ ଏହାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ଯନ୍ତ୍ରଣାରୁ କିପରି ଉପଶମ ମିଳିବ, ସେ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ…

ଜଳବାୟୁ ପରିବର୍ତ୍ତନ ଓ ମାନସିକତା

ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ସିଧାସଳଖ ପ୍ରଭାବ କେବଳ ମାନବ ସମାଜ ନୁହେଁ, ପଶୁପକ୍ଷୀ, ବୃକ୍ଷଲତା ଉପରେ ପଡ଼ିଥାଏ। ଯଦି ଜଳବାୟୁ ସ୍ବାସ୍ଥ୍ୟୋପଯୋଗୀ ନ ରହିଲା, ତେବେ ସେଥିଯୋଗୁ ଆମର ମାନସିକତା ପ୍ରଭାବିତ ହେବା…

ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ମହାକାଶ ଯାନ

”ସୂର୍ଯ୍ୟ ଅଭିଯାନରେ ଅନେକ ମହାକାଶ ଯାନ ଯିବା ସତ୍ତ୍ୱେ ସୂର୍ଯ୍ୟଙ୍କୁ ନେଇ କେତେକ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ସୌର ପରିମଣ୍ଡଳର ସର୍ବଶେଷ ସ୍ତରକୁ କୋରୋନା କୁହାଯାଏ । ଏହା କେବଳ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ସମୟରେ ଖାଲି ଆଖିକୁ ଦେଖାଯାଏ। ଏହାର…

ଶିଶୁକୁ କିଛି ସମୟ କାନ୍ଦିବାକୁ ଦିଅନ୍ତୁ, ଜାଣନ୍ତୁ କାରଣ

ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ ପକାଇବ। ବ୍ରିଟେନ୍‌ର ଓ୍ବାର୍‌ଓ୍ବିକ୍‌ ୟୁନିଭର୍‌ସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି। ରିପୋର୍ଟ ଅନୁଯାୟୀ,…

ଉପକାରୀ ଶିମ୍ବ: ଚର୍ମରୋଗ ସହ ନାନାଦି ସମସ୍ୟାରୁ ମୁକ୍ତି ଦିଏ

ବର୍ତ୍ତମାନର ଜୀବନଶୈଳୀ ଏବଂ ପ୍ରଦୂଷଣ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତନ୍ମଧ୍ୟରୁ ଚର୍ମ ରୋଗ ଅନ୍ୟତମ। ଏହା ପ୍ରଦୂଷଣ ଜଳ ଓ ବାୟୁ ସଂସ୍ପର୍ଶରେ ଆସି ହୋଇଥାଏ। ବେଳେବେଳେ ଏହା ରକ୍ତ ଅପରିଷ୍କାର ହେଲେ ମଧ୍ୟ ହୋଇଥାଏ। ତେବେ ଏହି…

ମୁଣ୍ଡବ୍ୟଥା ହେଉଥିଲେ…ଘରୋଇ ଉପାୟ….

ମୁଣ୍ଡବ୍ୟଥା ସମସ୍ୟା ଅନେକଙ୍କଠାରେ ଥାଏ। ତେବେ ଘରୋଇ ଉପାୟରେ କିଭଳି ଏଥିରୁ ନିସ୍ତାର ପାଇବେ, ଜାଣନ୍ତୁ ସେ ସମ୍ପର୍କରେ.. ୧. ତେଜପତ୍ର ପଡ଼ିଥିବା ନାଲି ଚା’ରେ ଲେମ୍ବୁରସ ପକାଇ ପିଇଲେ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ। ୨. ନଡ଼ିଆ ପାଣି, ଚାଉଳଧୁଆ ପାଣି…

ଲାଟେଷ୍ଟ ଟ୍ରେଣ୍ଡରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌

ଆଜିକାଲି ଯୁବତୀମାନେ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆଉଟ୍‌ଫିଟ୍‌ ସହ ଫୁଟ୍‌ଓ୍ବେର୍‌ ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଖାସ୍‌ ସେଥିପାଇଁ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡରେ ରହିଛି। ଏମ୍ବ୍ରୋଡୋରି ଆଉଟ୍‌ଫିଟ୍‌ ଭଳି ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ବି ପିନ୍ଧିବାକୁ କମ୍ଫଟେବୁଲ୍‌ ଲାଗିବା…

କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ

ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା ଏବଂ ସ୍ବଚ୍ଛତା ଜରୁରୀ। ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ। ଏହା ସହିତ ମୁହଁ…

ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି…

ଉଜ୍ଜ୍ୱଳ ତ୍ୱଚା, କୋଷ୍ଠକାଠିନ୍ୟ ସମସ୍ୟା ଲାଗି ବରକୋଳି

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?