ଜୀବନଚର୍ଯ୍ୟା

ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିପରି ଜାଇଫଳ ମଧ୍ୟ ଗୁଣକାରୀ ଏବଂ ସ୍ବାସ୍ଥ୍ୟ ଉପକାରୀ…

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍‌ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ…

ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ

ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ। କାରଣ ଭୋକ ପୂର୍ବରୁ ପେଟ ଖାଲିଥାଏ। କିଛି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ…

ଶୁଭାରମ୍ଭ କିଛି ନୂଆ ସଙ୍କଳ୍ପ ସହ

ନୂଆ ବର୍ଷ ଆରମ୍ଭରେ ଅନେକେ ନୂଆ ନୂଆ ସଙ୍କଳ୍ପ ନେଇଥାନ୍ତି ଜୀବନକୁ ସରସ ସୁନ୍ଦର କରିବା ପାଇଁ। ବିଶେଷ କରି ଉତ୍ତମ ସ୍ବାସ୍ଥ୍ୟ ସମ୍ପର୍କିତ ଏଭଳି କିଛି ସଂକଳ୍ପ ନିଅନ୍ତୁ ଯାହାକୁ ପାଳନ କରିବା ସହଜ ତଥା ସମ୍ଭବ ହୋଇପାରିବ.. *…

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌ ପ୍ଲାଣ୍ଟ, ମୂର୍ତ୍ତି ତଥା ଫଟୋ ଆଦି ରଖିଥାନ୍ତି। ଏହା ଦେଖିବାକୁ ସିନା ଭଲ ଲାଗେ,…

ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ…

ଉଜ୍ଜ୍ୱଳ ତ୍ୱଚା ଲାଗି ବ୍ୟବହାର କରନ୍ତୁ କମଳା ଚୋପା

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର…

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ କିମ୍ବା ଫ୍ୟାଟ୍‌ ଥିବା ଖାଦ୍ୟ…

ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା

ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଯଦ୍ଦ୍ବାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନ ଦେବା ଏବଂ ନରମ ରଖିବା ଆବଶ୍ୟକ।…

ଏସବୁ ସମସ୍ୟା ଦୂରକରେ ମୂଳା

ଶୀତଦିନେ ଅଧିକ  ମୂଳା ବଜାରରେ ମିଳିଥାଏ। ତେବେ ନିୟମିତ  ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥାଏ। ଏଥିରେ ଆୟୋଡିନ୍‌, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପୌଷ୍ଟିକ ତତ୍ତ୍ୱରେ ଭରପୂର  ମୂଳା କିଡ୍‌ନୀ ପାଇଁ ବି ଉପକାରୀ। ମୂଳା…

ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ ନ ଥାଏ। ଶୋଇବା ବେଳେ ଆରାମଦାୟକ ଲାଗୁ ନ ଥିବାରୁ ସାରା ରାତି ଉଜାଗରରେ…

କିଡ୍‌ନୀ ଖରାପ ହେଲେ ଦେଖାଦେଇଥାଏ ଏସବୁ ଲକ୍ଷଣ

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ସାବଧାନ ହେବା ନିହାତି ଜରୁରୀ। ପ୍ରାରମ୍ଭିକ ସ୍ତରରେ କିଡ୍‌ନୀ ଖରାପ ହେଲେ ଜଣାପଡ଼ି ନ ଥାଏ। ମାତ୍ର ଯେତେବେଳେ ଜଣାପଡ଼େ ସେତେବେଳକୁ ସବୁ ସରି ଯାଇଥାଏ। କିନ୍ତୁ ଏହା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri