କାର୍ପେଟ୍‌ ସଫା କରୁଥିଲେ

କାର୍ପେଟ୍‌ ବ୍ରଶ: କାର୍ପେଟ୍‌ ସଫା କରିବାକୁ ହେଲେ କାର୍ପେଟ୍‌ ବ୍ରଶ ବ୍ୟବହାର କରନ୍ତୁ। ଏହାକୁ କାର୍ପେଟ୍‌ର ବୀପରିତ ଦିଗରୁ ରଗଡନ୍ତୁ। ଏହାଦ୍ୱାରା ଧୂଳି ଜଲ୍‌ଦି ଦୂର ହେବ।
ଭ୍ୟାକ୍ୟୁମ୍‌ କ୍ଲିନର: କାର୍ପେଟ୍‌କୁ ସଫା ରଖିବାକୁ ହେଲେ ଏହାକୁ ପ୍ରତିଦିନ ଭ୍ୟାକ୍ୟୁମ୍‌ ସାହାଯ୍ୟରେ ସଫା କରନ୍ତୁ। ଯଦି ପ୍ରତିଦିନ ସଫା କରିବା ସମ୍ଭବ ହେଉନି ପ୍ରତି ଦୁଇଦିନରେ ଥରେ ସଫା କରିବାକୁ ଚେଷ୍ଟା କରନ୍ତୁ। ପାଣିରେ ଡିଟରଜେଣ୍ଟ ପାଉଡର ମିଶାଇ ଏକ କପଡା ସାହାଯ୍ୟରେ କାର୍ପେଟ୍‌କୁ ପୋଛନ୍ତୁ। ଡିଟରଜେଣ୍ଟକୁ ଭଲଭାବେ ସଫା କରିବାକୁ ହେଲେ ଖାଲିପାଣି ସାହାଯ୍ୟରେ କାର୍ପେଟ୍‌କୁ ପୋଛନ୍ତୁ। ଏହାକୁ ଓଦା କପଡା ପୋଛିବାର ତୁରନ୍ତ ପରେ ଏହାକୁ ଶୁଖିଲା କପଡାରେ ଭଲଭାବେ ପୋଛନ୍ତୁ। ଫଳରେ ଏହାଦ୍ୱାରା କାର୍ପେଟ୍‌ ଭଲଭାବେ ଶୁଖିଯିବ।
କାର୍ପେଟ୍‌ ପ୍ରୋଟେକ୍ଟର : କାର୍ପେଟ୍‌ ଲାଗିଥିବା ଦାଗକୁ ତୁରନ୍ତ ସଫା କରନ୍ତୁ। ନ ହେଲେ ଏହି ଦାଗ ସ୍ଥାୟୀରୂପେ ରହିଯିବ। ଏହାକୁ ସଫା କରିବା ମଧ୍ୟ କଷ୍ଟ ହୋଇପାରେ। କାର୍ପେଟ୍‌କୁ ଷ୍ଟେନ୍‌ପ୍ରୁଫ୍‌ ରଖିବାକୁ ହେଲେ କାର୍ପେଟ୍‌ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ।
ଇଲେକ୍‌ଟ୍ରିକ୍‌ ଡ୍ରାୟର:କାର୍ପେଟ୍‌କୁ ଧୋଇବା ପରେ ଏହାକୁ ଖରାରେ ଶୁଖାନ୍ତୁ। ଏହାକୁ ଶୁଖାଇବା ଲାଗି ଇଲେକ୍‌ଟ୍ରିକ୍‌ ଡ୍ରାୟର ବ୍ୟବହାର କରିପାରନ୍ତି। ନ ହେଲେ ଏହା ଓଦା ରହିଲେ ଖରାପ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri