ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା
ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର ଏହି ପର୍ବ ବିଶେଷ କରି ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। କାରଣ ସେମାନେ…
ଅତ୍ୟଧିକ ଆଚାର ଖାଇବା ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ କାରଣ
ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା…
ଭାରତର ଏହି ୪ ସହର: ଯେଉଁଠି ଦେଖିବାକୁ ମିଳେ ହୋଲିର ସ୍ବତନ୍ତ୍ରତା
ରଙ୍ଗର ପର୍ବ ହୋଲି। ଭାରତରେ ପାଳନ କରାଯାଉଥିବା ବିଭିନ୍ନ ପରମ୍ପରା ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସ୍ଥାନରେ ହୋଲି ପାଳନର ଶୈଳୀ ମଧ୍ୟ ଭିନ୍ନ। ତେବେ ଅନେକେ ଦୂରସ୍ଥାନକୁ ଯାଇ ସେଠାକାର ଚଳଣି ଅନୁସାରେ ରଙ୍ଗ ଖେଳିବାକୁ ପସନ୍ଦ କରିଥାନ୍ତି।…
ପନିର୍ ମାଜିଷ୍ଟିକ୍
ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍ଟାଉନ୍ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍ ଏହାର ମୁଖ୍ୟ ଡିଶ୍। ଗୋଟିଏ ପ୍ଲେଟର ଦାମ୍ ୧୪୯ ଟଙ୍କା। ଏହାକୁ ଦୁଇ ଜଣ ଗ୍ରାହକ ଷ୍ଟାର୍ଟରରେ ଖାଇଥାନ୍ତି।…
ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ
ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହି ରୋଗ କାହାକୁ ବି ଗ୍ରାସ କରିପାରେ। ଯାହାର…
ଉତ୍ତମ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଲାଭଦାୟକ ହଳଦିଆ ପରିବା
ସବୁଜ ପରିବା ଏବଂ ଫଳମୁଳ ସ୍ବାସ୍ଥ୍ୟ ପାଇଁ ହିତକର। ଏହା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିଥାଏ। ସେଥିପାଇଁ ଡାକ୍ତରମାନେ ସବୁଜ ପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ସବୁଜ ରଙ୍ଗର ପରିବା ପରି ହଳଦିଆ ପରିବା ମଧ୍ୟ ଆମ…
ଏସବୁ ରୋଗରୁ ମୁକ୍ତିଦିଏ ନଡ଼ିଆ ତେଲ
ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଏହି ତେଲ ରୋଗ…
କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ
ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ ସାମାନ୍ୟ ଫିକା ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଯଦି ହୋଲି ଖେଳିବାକୁ ମନ…
ଖରାଦିନେ ତ୍ୱଚାର ଯତ୍ନ
ଖରାଦିନେ ସାଧାରଣତଃ ତ୍ୱଚା ମଳିନ ପଡ଼ିଯାଏ। ଆପଣ ଚାହିଁଲେ କିଛି ଟିପ୍ସ ଆପଣାଇ ଏଥିରୁ ଆରାମ ପାଇପାରିବେ… – କଟନ କପଡ଼ାରେ ବରଫ ଖଣ୍ଡକୁ ରଖି ମୁହଁରେ ଘଷନ୍ତୁ। ଏହାଦ୍ୱାରା ତ୍ୱଚାକୁ ଆରାମ ମିଳିଥାଏ ଏବଂ ତ୍ୱଚା କୋମଳ ରହିଥାଏ। –…
ପନିର ଖିରି
ଆବଶ୍ୟକ ସାମଗ୍ରୀ ଚକଟାଯାଇଥିବା ପନିର – ୧/୨ କପ୍,ମିଲ୍କ ମେଡ୍ – ୧/୪, କ୍ଷୀର – ୧ଲିଟର, ଚିନି -୨୫୦ ଗ୍ରାମ୍, ପେସ୍ତା ବାଦାମ, କିସ୍ମିସ୍, ଅଳେଇଚ ପାଉଡର। ପ୍ରସ୍ତୁତି ପ୍ରଣାଳୀ ପନିର ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ୍…
ଟ୍ରାଇବାଲ୍ ପ୍ରିଣ୍ଟ
ଖରାଦିନେ ଟ୍ରାଇବାଲ୍ ପ୍ରିଣ୍ଟ୍ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍, ବ୍ଲାଉଜ୍, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ.. – ଜ୍ୟୋମେଟ୍ରିକ୍ ସେପ୍ସ ଏବଂ ଆବ୍ଷ୍ଟ୍ରାକ୍ଟସ୍ ଲାଇନ୍ସର ଟ୍ରାଇବାଲ୍ ପ୍ରିଣ୍ଟ ମାର୍କେଟରେ ମିଳୁଛି। ଟ୍ରାଇବାଲ୍ ପ୍ରିଣ୍ଟ୍ସରେ ବ୍ରାଇଟ୍ ରେଡ୍, ପିଙ୍କ୍, ଅରେଞ୍ଜ୍, ଗ୍ରୀନ୍,…
ଗୃହିଣୀଙ୍କ ପାଇଁ
ଶପିଂକୁ ଯିବା ପୂର୍ବରୁ ଆପଣଙ୍କ ଗ୍ରୋସରିର ଲିଷ୍ଟ୍ ମୋବାଇଲରେ ସେଭ୍ କରନ୍ତୁ। ଏପରି କଲେ ଆପଣ କୌଣସି ଦୋକାନକୁ ଯାଇ ସାମଗ୍ରୀ ଆଣିବାକୁ ଭୁଲିବେ ନାହିଁ। ଡଷ୍ଟବିନ୍ର ତଳଭାଗରେ ପୁରୁଣା ଖବରକାଗଜ ପକାନ୍ତୁ। ଏହାଦ୍ୱାରା କୌଣସି ଲିକ୍ୱିଡ୍ ବା ଅପରିଷ୍କାର ଡଷ୍ଟବିନ୍ରେ…
Archives


