ଜୀବନଚର୍ଯ୍ୟା

ଛୋଟପିଲା ସହ ଓ୍ବାର୍କ ଫ୍ରମ୍‌ ହୋମ୍‌

ଘରୁ ବାହାରି ଅଫିସ ଗଲେ ରୋଗ ସଂକ୍ରମଣର ଭୟ। ଯାହାର ବିକଳ୍ପ ସାଜିଛି ଓ୍ବାର୍କ ଫ୍ରମ୍‌ ହୋମ। ହେଲେ ଏପଟେ ଘରେ ଛୋଟ ପିଲା। କାମ ବେଳେ କେତେବେଳେ ଲାପ୍‌ଟପ୍‌ ଟାଣି ନିଅନ୍ତି ତ ଆଉ କେତେବେଳେ କୋଳରେ ବସି କାର୍ଟୁନ…

ସ୍ତ୍ରୀ-ସ୍ବାମୀ ଏହି ଦିଗର କୋଠରୀରେ ଶୋଇଲେ ବଢ଼ିଥାଏ କଳହ, ଜାଣନ୍ତୁ କେଉଁ କଥା ପ୍ରତି ଦେବେ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଦିଗକୁ ମହତ୍ତ୍ୱ ଦିଆଯାଇଛି। ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ପାର୍ଶ୍ୱରେ ଥିବା ଭୂମି ତୁଳନାତ୍ମକ ଭାବରେ ଉଚ୍ଚ ହେବା ଉଚିତ୍‌। ଏହି ଦିଗର ଘର କଲେ ଖୁସି ବଢ଼ିଥାଏ। ଅଗ୍ନିଦେବ ଘରର ଦକ୍ଷିଣ-ପୂର୍ବ ଦିଗରେ ରୁହନ୍ତି। ତେଣୁ ବାସ୍ତୁଶାସ୍ତ୍ରରେ…

ଘରର ଷ୍ଟୋର ରୁମ୍‌ ସୃଷ୍ଟି କରେ ସମସ୍ୟା, ଜାଣନ୍ତୁ କେଉଁ ଦିଗରେ ରହିବା ଉଚିତ୍‌

ଘରେ ସଠିକ୍‌ ଦିଗରେ ଷ୍ଟୋର ରୁମ ନ ରହିଲେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ଭୁଲ୍‌ ଦିଗରେ ଥିବା ଷ୍ଟୋର ରୁମ ବ୍ୟକ୍ତିଙ୍କ ଜୀବନରେ ସ୍ବାସ୍ଥ୍ୟ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଆଣିପାରେ। ବାସ୍ତୁ ଅନୁଯାୟୀ, ଘରର ଷ୍ଟୋର ରୁମ…

ମୋବାଇଲରୁ ମିଳିବ ଭୂମିକମ୍ପ ସୂଚନା

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ କରାଯାଇପାରୁଛି। ହେଲେ ଏହା ସଂଘଟିତ ହେବାର ଠିକ ସମୟ ସମ୍ପର୍କରେ ସୂଚନା ଦେବା ଏ…

ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି କିଛି ଏପରି ଉପାୟ, ଜାଣନ୍ତୁ ସେ ସବୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ ଜୀବନ…

ସେରୋ ସର୍ଭେ

”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ…

ମୃତ୍ୟୁର ମୃତ୍ୟୁ

”ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା ‘ମନ୍ଦ’ ଜିନ୍‌ଗୁଡିକୁ ସୁସ୍ଥ ଜିନ୍‌ରେ ପରିଣତ କରିଦିଆଯିବ। ଶରୀରରୁ ମୃତ ଜୀବକୋଷଗୁଡିକୁ ବହିଷ୍କାର କରି…

କାଶ ସମସ୍ୟା ଥିଲେ ଖାଆନ୍ତୁ ଏହି ଜିନିଷ

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି କେହି ଘରୋଇ ଉପଚାର ନଚେତ୍‌ ଡାକ୍ତରୀ ପରାମର୍ଶ ଦ୍ୱାରା ଔଷଧ ସେବନ କରିଥାନ୍ତି। କିନ୍ତୁ…

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ……

କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ହେଲେ ସୁସ୍ଥ ହୋଇଥିଲେ ହେଁ ରୋଗୀଙ୍କ…

ଜାଣନ୍ତୁ କେଉଁ ଦିଗରେ ରହିବା କଥା ପିଲାଙ୍କ ରୁମ୍‌, ନଚେତ ଘଟିବ କିଛି ଏପରି

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ। =)…

ଗ୍ରହ ସହିତ ରହିଛି ଗଛର ସମ୍ପର୍କ: ଘରେ ଲଗାଇବା ପୂର୍ବରୁ ଜାଣନ୍ତୁ, ନ ହେଲେ ହୋଇପାରେ ସର୍ବନାଶ

ଘରେ ଗଛ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟା ଥିବା ଗଛ ଘରେ ଲଗାଯିବା ଉଚିତ ନୁହେଁ। ଏଥି ସହିତ, ଯେଉଁ ଗଛର ପତ୍ର କିମ୍ବା ଡାଳ ଭାଙ୍ଗିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?