ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ।

ନବରାତ୍ରି ଅଷ୍ଟମୀ କିମ୍ବା ନବମୀ ଦିନ ୧୦୮ ଟି ଲବଙ୍ଗ ନିଅନ୍ତୁ। ପରେ ଏହାକୁ ମା’ଙ୍କ ହୋମ କୁଣ୍ଡର ନିଆଁରେ ପକାନ୍ତୁ।
ପରେ ମା’ଙ୍କ ମନ୍ତ୍ର ପଢ଼ି ଗୋଟିଏ ପରେ ଗୋଟିଏ ଲବଙ୍ଗକୁ ହୋମକୁଣ୍ଡରେ ପକାନ୍ତୁ। ପୁରା ଲବଙ୍ଗ ସରିବା ପରେ ଶତ୍ରୁ ଏବଂ ବିରୋଧୀ ଶାନ୍ତ ହୋଇଯିବାକୁ ପ୍ରାର୍ଥନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ନୂଆ ଉପାୟ

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ଫଳ ଚୋପାରୁ ସୌନ୍ଦର୍ଯ୍ୟ

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଉପାୟରେ କିଭଳି ବିଭିନ୍ନ ପ୍ରକାରର ଫଳ ଚୋପାରୁ...

ଜୀବନସାଥୀଙ୍କୁ ନିକଟରୁ ଆହୁରି ନିକଟତର କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌...

ଅଫିସ୍‌ରେ ଏସବୁକୁ କରନ୍ତୁ ନାହିଁ ଅଣଦେଖା, ଘଟିପାରେ ଅର୍ଥର ଅଭାବ

ଘର ବ୍ୟତୀତ ଦୋକାନ, ବ୍ୟବସାୟ, କାରଖାନା, ଅଫିସ ଇତ୍ୟାଦିରେ ବାସ୍ତୁର ଅନେକ ଭୂମିକା ରହିଛି। ବିଶ୍ୱାସ କରାଯାଏ ଯେ, ଯଦି ଆମେ ଏହି ସ୍ଥାନଗୁଡ଼ିକରେ ବାସ୍ତୁକୁ...

ସିଙ୍ଗାପୁରରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ୫ ଆଣ୍ଟିବଡ଼ି

ସିଙ୍ଗାପୁର, ୧୮।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିଙ୍ଗାପୁରରୁ...

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।  ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ...

Advertisement
Archives

Model This Week