ପୂର୍ବଜନ୍ମର କର୍ମଯୋଗୁ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…
ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ ଏବଂ ତାହାର ଫଳ ବିଷୟରେ। ଆସନ୍ତୁ ସେ ବିଷୟରେ ଜାଣିବା ଶ୍ଳୋକ: भोज्यं भोजनशक्तिश्च…
ଘରେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..
ଘରେ କଳହ ହେବାରେ ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ ଯଦି ଠିକ୍ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି…
ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ…
ମଟନ୍, ଚିକେନ୍ ଠାରୁ ସ୍ବାସ୍ଥ୍ୟକର ଏହିସବୁ ପରିବା: ସ୍ବାଦ ବି ଭାରି ବଢ଼ିଆ
ପନିପରିବାରେ ପ୍ରୋଟିନ ଏବଂ ଅନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ହେଲେ ଏମିତି କିଛି ପନିପରିବା ଅଛି, ଯେଉଁଥିରେ ଭିଟାମିନ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ତାହା ସହଜରେ ମିଳି ନ ଥାଏ। ଯଦି ବି ତାହା ମିଳେ ତେବେ ତା’ର ଦାମ୍…
ଖାଦ୍ୟ ପାଇଁ ଡାଏରୀ
ନୀରୋଗ ହେବା ଲାଗି ଓଜନକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କେଉଁ ସମୟରେ କ’ଣ କ’ଣ ଖାଇଲେ ଏବଂ ସେଥିରୁ ଶରୀରକୁ କେତେ କ୍ୟାଲୋରି ମିଳିଲା ସେସବୁର ହିସାବ ଏକ ଡାଏରୀରେ ଲେଖି ରଖିବା ଦ୍ୱାରା ଓଜନ କମାଇବାର ଦୃଢ଼…
ମିରର୍ ଲଗାଇବା ପୂର୍ବରୁ…
ଘରକୁ ସୁନ୍ଦର ଲୁକ୍ ଦେବାପାଇଁ ଘରର ବିଭିନ୍ନ ସ୍ଥାନରେ ମିରର୍ ଲଗାଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଆପଣ ଯଦି ଘରେ ଆଇନା ଲଗାଇବାକୁ ଯାଉଛନ୍ତି ତେବେ ଘରେ ଯେପରି ସକାରାତ୍ମକ ଊର୍ଜା ସୃଷ୍ଟି ହେବ ସେଥିପ୍ରତି ଧ୍ୟାନ ଦେବେ। ତେଣୁ ଏ…
ପାର୍ଟି ଲୁକ୍
କରୋନା ପାଇଁ ଯଦିଓ ବିବାହ, ବ୍ରତ, ଜନ୍ମଦିନ ଆଦି ପାର୍ଟି ଆୟୋଜନ ଉପରେ କଟକଣା ଲାଗିଥିଲା ଏବେ ତାହା ଧୀରେ ଧୀରେ କୋହଳ ହୋଇଛି। ତେଣୁ କରୋନା କଟକଣା ଭିତରେ ଏବେ କେତେକ ସ୍ଥାନରେ ପାର୍ଟି ଆୟୋଜନ କରାଗଲାଣି। ତେବେ…
ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ
ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ ତୈଳୀୟ ତ୍ୱଚାର କିଭଳି ଯତ୍ନ ନେବେ ଜାଣିରଖନ୍ତୁ… -ଆନୁବଂଶିକ ହରମୋନ୍ କାରଣରୁ ତ୍ୱଚା ସାଧାରଣତଃ…
ଯେଉଁଠାରେ ପ୍ରେମ ଥାଏ ସେଠାରେ ଏହିସବୁ ରହିବା ଉଚିତ୍ ନୁହେଁ: ଜାଣନ୍ତୁ ସେସବୁ କଣ…
ମହାନ ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ସେହିପରି ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚାଣକ୍ୟ ଅନେକ କଥା ଲେଖିଛନ୍ତି। ପ୍ରେମ ଜଣେ ବ୍ୟକ୍ତିଙ୍କୁ ଉନ୍ନତ କରିଥାଏ। ପ୍ରେମର ଭାବନାରେ ଜାଗ୍ରତ ହୋଇଥିବା ବ୍ୟକ୍ତିଙ୍କ ପାଇଁ…
କୃତ୍ରିମ ସ୍ପାଇଡର ସିଲ୍କ
ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ ଗବେଷଣାରେ ସେମାନେ ଶେଷରେ ସଫଳତା ହାସଲ କରିଛନ୍ତି। ଏପରି ଗବେଷଣା ସମୟରେ ସେମାନେ ନିଜ…
ଡିଜିଟାଲ ଡ୍ରଗ ଡିଭାଇସ୍
କାର୍ଯ୍ୟବ୍ୟସ୍ତତା ଏବଂ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଅନେକ ଆଜିକାଲି ମାନସିିକ ଚାପ (ମେଣ୍ଟାଲ ପ୍ରେସର)ର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ସେଥିରୁ ରକ୍ଷା ପାଇବାର ଏକ ଉପାୟ ଖୋଜିପାଇଛନ୍ତି ଆମେରିକୀୟ ବିଶେଷଜ୍ଞମାନେ। ଏମାନେ…
ଉପକାରୀ କାଢ଼ା
ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍-୧୯’ ଭୂତାଣୁକୁ ପ୍ରତିରୋଧ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ପ୍ରସ୍ତୁତି ହୋଇପାରିନାହିଁ। ଏପରି ସ୍ଥଳେ ନିଜେ…
Archives


