ଏହି ୪ ରାଶିର ବ୍ୟକ୍ତି ସବୁଠାରୁ ବୁଦ୍ଧିମାନ: କମ୍ପ୍ୟୁଟର ପରି କାମ କରିଥାଏ ଏମାନଙ୍କ ମୁଣ୍ଡ
ରାଶିଫଳ ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ମାଧ୍ୟମରେ ଲୋକମାନେ ସେମାନଙ୍କ ଜୀବନରେ ଆଗକୁ କ’ଣ ସବୁ ଘଟିବାକୁ ଯାଉଛି, ସଫଳତା ପାଇବେ କି ନାହିଁ, କେବେ ପାଇବେ ଆଦି ବିଷୟରେ ଜାଣିବାକୁ ଚାହିଁଥାନ୍ତି। ତେବେ କେତେକ…
ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..
ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ…
ଭାଗ୍ୟକୁ ପ୍ରଭାବିତ କରେ ଆପଣଙ୍କ ଆଚରଣ, ଏହି ୪ ବିଷୟ ପ୍ରତି ଧ୍ୟାନ ଦେଇ ଏହାକୁ ବଦଳାନ୍ତୁ…
ଆମର ଆଚରଣ ସହ ଗ୍ରହମାନଙ୍କର ସ୍ଥିତି ଜଡିତ ଥାଏ। ଗ୍ରହମାନଙ୍କ ଯୋଗୁ ଆମର ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବେଳେବେଳେ ଆମର ଆଚରଣ ଆମ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇଥାଏ। ତେବେ ଆସନ୍ତୁ ଭାଗ୍ୟ କିପରି ଆଚରଣକୁ ପ୍ରଭାବିତ କରେ…
ଏସବୁ ଛୋଟ କଥା ପ୍ରତି ଦିଅନ୍ତୁ ଧ୍ୟାନ: କେବେ ଘରେ ଦେଖାଯିବ ନାହିଁ ଧନର ଅଭାବ
ଯେତେବେଳେ ଘରର ଦିଗରେ ବାସ୍ତୁ ଦୋଷ ଦେଖାଯାଏ ସେହି ସମୟରେ ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରର ବାସ୍ତୁ ଦୋଷ ହଟାଇଲେ କୁବେର ଏବଂ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ହୋଇଛି। ବାସ୍ତୁ ଅନୁଯାୟୀ, ଘରେ…
ବ୍ୟକ୍ତିଠାରେ ଏହି ଗୁଣ ରହିବା ଆବଶ୍ୟକ, ଯାହା କେବେ ପ୍ରେମ, ବୈବାହିକ ଜୀବନକୁ ହେବାକୁ ଦେବ ନାହିଁ ବିଫଳ
ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି…
ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା
ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…
ଗଜାମୁଗ ତରକାରି
ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ- ୧ଟି (ବଡ଼), ଲଙ୍କାଗୁଣ୍ଡ- ଅଳ୍ପ, ଧନିଆଗୁଣ୍ଡ- ଅଳ୍ପ, ଗରମ ମସଲା- ଅଳ୍ପ, ଲେମ୍ବୁ ରସ-…
ଫ୍ରିଜ୍ରେ ରଖୁଥିଲେ ସାବଧାନ
ବେଳେବେଳେ ଖାଦ୍ୟ ବଳିଗଲେ ତାକୁ ଅନେକେ ଫ୍ରିଜ୍ରେ ରଖି ପରେ ବ୍ୟବହାର କରିଥାନ୍ତି। ବିଶେଷକରି କର୍ମଜୀବୀମାନଙ୍କର ଏଭଳିି ଅଭ୍ୟାସ ପ୍ରାୟ ରହିଥାଏ। କିନ୍ତୁ ରନ୍ଧାଖାଦ୍ୟକୁ ଫ୍ରିଜ୍ରେ ରଖି ଖାଇବା କେତେଦୂର ଠିକ୍ ସେ ସମ୍ପର୍କରେ ଜାଣି ରଖନ୍ତୁ… କଞ୍ଚା ପନିପରିବା ସହିତ…
ଘରକରଣା
ଲେମ୍ବୁରେ ଯଦି କମ୍ ରସ ରହିଥାଏ ତେବେ ତାକୁ କିଛି ସମୟ ମାଇକ୍ରୋୱେବ୍ରେ ରଖି ଗରମ କରି ଦିଅନ୍ତୁ। ଏଥିରେ ଥିବା ରସ ସହଜରେ ବାହାରିଯିବ। ହେୟାର ଡ୍ରାୟରରେ କେବଳ କେଶକୁ ଶୁଖାଇହେବ ତା’ ନୁହେଁ ଏହା ସାହାଯ୍ୟରେ ଡବା କିମ୍ବା…
ନିଜ ଦାୟିତ୍ୱ ନିଜ ହାତରେ
ଏବେ ଧୀରେ ଧୀରେ ଲକ୍ଡାଉନ୍, ଶଟ୍ଡାଉନ୍ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର କରିଛି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୃହିଣୀମାନେ କି…
ବିୟୁଟି କେୟାର: ଦହି ମାସ୍କ
ଦହିରେ ଲାକ୍ଟିକ୍ ଏସିଡ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଥିବାରୁ ତାହା ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ। ତେଣୁ ଦହି ମାସ୍କ ବ୍ୟବହାର କରି ଆପଣ ସୁନ୍ଦର ଆଉ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ… ଆପଣଙ୍କର ଶୁଷ୍କ ତ୍ୱଚା ହୋଇଥିଲେ ଆପଣ…
ଏସବୁ ପ୍ରତି ଧ୍ୟାନ ଦେଲେ ଘରେ ବଢ଼ିବ ଧନ
ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯଦି ବାସ୍ତୁ ଅନୁଯାୟୀ ଘରେ ଥିବା ଜିନିଷଗୁଡ଼ିକ ସନ୍ତୁଳିତ ହୁଏ, ତେବେ ବ୍ୟକ୍ତି ସକାରାତ୍ମକ ଶକ୍ତି ଅନୁଭବ କରନ୍ତି। ଯଦି ଘରେ ଅତ୍ୟଧିକ ଆର୍ଥିକ ସମସ୍ୟା,…
Archives


