ଗର୍ଭାବସ୍ଥାରେ କେଶର ଯତ୍ନ
ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ। ଗର୍ଭାବସ୍ଥା ସମୟରେ କେଶରେ କୌଣସି ପ୍ରକାରର ରାସାୟନିକ ଜିନିଷ…
ଘରକୁ ଦିଅନ୍ତୁ ନୂଆ ଲୁକ୍
ଘରକୁ ସୁନ୍ଦର ଭାବରେ ସଜାଇ ରଖିଲେ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ଏ ଦୃଷ୍ଟିରୁ ଘର ପରିବେଶକୁ କିପରି ସୁନ୍ଦର କରିବେ ଜାଣି ରଖନ୍ତୁ କିଛି ଟିପ୍ସ… ଦୁଇ ତିନି ମାସ…
ଶୃଙ୍ଗାର ବଦଳିଛି ପରିଭାଷା
ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ ଏବେ କରୋନା ଯୋଗୁଁ ସେମାନଙ୍କ ପାଇଁ ବଦଳି ଯାଇଛି ଶୃଙ୍ଗାରର ପରିଭାଷା… ନାରୀମାନେ ଶୃଙ୍ଗାର…
ଫ୍ଲୋରାଲ୍ ପ୍ରିଣ୍ଟ ଫ୍ୟାଶନ୍
ଲକ୍ଡାଉନ୍ ପାଇଁ ଫିକା ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ ନେଇଛି । ଫ୍ୟାଶନ୍ ଦୁନିଆରେ ଏବେ ଫ୍ଲୋରାଲ୍ ପ୍ରିଣ୍ଟର ଚାହିଦା ଖୁବ୍ ବଢ଼ିବାରେ ଲାଗିଛି। ଫ୍ଲୋରାଲ୍ ପ୍ରିଣ୍ଟରେ ବିଶେଷକରି ସୂର୍ଯ୍ୟମୁଖୀ ପ୍ରିଣ୍ଟ ସବୁଠୁ ଅଧିକ ଲୋକପ୍ରିୟ…
ନୂଆ ପୋଷାକ କିଣିବା ପରେ ନିଶ୍ଚିନ୍ତ କରନ୍ତୁ ଏହି କାମ…
ଯେତେବେଳେ ବଜାରରୁ ବା ମଲରୁ କିଛି ନୂଆ ପୋଷାକ କିଣୁଛନ୍ତି ତାକୁ ପିନ୍ଧିବା ପୂର୍ବରୁ ପ୍ରଥମେ ଧୋଇନେବା ଉଚିତ୍। କାରଣ ଏପରି ନ କଲେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖା ଦେଇଥାଏ। ଅନେକ ସମୟରେ ଚର୍ମରେ ରାସାୟନିକ ପ୍ରତିକ୍ରିୟା ମଧ୍ୟ…
ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍ ବ୍ୟବହାରରେ ମିଳିଥାଏ ସଫଳତା
ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ ତାଙ୍କ ପାଖେ ବିଦ୍ୟମାନ। ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିଛି ମଣିଷ ଏହାକୁ ସଠିକ୍…
୧୬୦ ବର୍ଷ ପରେ ଶୁଭ ସଂଯୋଗ: ମଳମାସରେ ଏହି କାମ କଲେ ଭଗବାନ ବିଷ୍ଣୁ ହୋଇଥାନ୍ତି ପ୍ରସନ୍ନ
ହିନ୍ଦୁ ଧର୍ମରେ ମଳମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬୦ ବର୍ଷ ପରେ ଏବେ ଶୁଭ ସଂଯୋଗ ଘଟିଛି। ଏଥର ମଳମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ୨୦୨୦ରେ ଏହା ଶେଷ ହେବ। ଅକ୍ଟୋବର ୧୭ରୁ ନବରାତ୍ରୀ ପର୍ବ ଆରମ୍ଭ…
ବେଡ୍ରୁମ୍ରେ ଏହି ଦେବତାଙ୍କ ଫଟୋ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ହୋଇଥାଏ ସୁଦୃଢ଼
ବେଡ୍ରୁମ୍ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍ରୁମ୍ ଦିଗ, ସେଠାରେ ଥିବା ସାମଗ୍ରୀ ବାସ୍ତୁ ସହିତ ଖାପ ନ ଖାଏ , ତେବେ ଅନେକ ସମସ୍ୟାର ସମ୍ମୁଖୀନ…
ସହଜରେ ଚିହ୍ନଟ ହେବ ଆଲର୍ଜି
ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ହେଲେ ଏପରି ସମସ୍ୟା ପ୍ରତି ସଚେତନ ରହିବା ନିହାତି ଦରକାର। ତେବେ ଆଲର୍ଜି ସମସ୍ୟାକୁ ଏଣିକି ସହଜରେ ଚିହ୍ନଟ କରିହେବ। ଏ ନେଇ ସଫଳତା…
ହାଇ-ଟେକ୍ ମହାକାଶଯାନ
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍ କଥା ହେଲା ଏହି…
ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା
ଏବେ ଡେଙ୍ଗୁ ଅନ୍ୟତମ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଆରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇନେଲେ ଏଥିରୁ ଆରୋଗ୍ୟ ମିଳିପାରୁଛି। ହେଲେ ପରିସ୍ଥିତି ଜଟିଳ ଥିଲେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜିଥାଏ। ହେଲେ…
ସଚେତନତା ସବୁଠାରୁ ବଡ କଥା
”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ…
Archives


