ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ
ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଗର୍ଭାବସ୍ଥା ସମୟରେ କେଶରେ କୌଣସି ପ୍ରକାରର ରାସାୟନିକ ଜିନିଷ ଲଗାନ୍ତୁ ନାହିଁ ଅର୍ଥାତ କୌଣସି ପ୍ରକାରର କେମିକାଲ୍‌ ଟ୍ରିଟମେଣ୍ଟ କରନ୍ତୁ ନାହିଁ। ପ୍ରାକୃତିକ ଉପାୟ ଆପଣାଇବାକୁ ଚେଷ୍ଟା କରନ୍ତୁ।
ଏହି ସମୟରେ ହେୟାର ଷ୍ଟାଇଲିଂ କରନ୍ତୁ ନାହିଁ। ତେଣୁ କେଶରେ ଡ୍ରପର୍ମିଂ ଆଦି କରନ୍ତୁ ନାହିଁ। କେଶ ଯେପରି ଅଛି ସେହିପରି ରହିବାକୁ ଦିଅନ୍ତୁ।
କେଶ କିମ୍ବା ତ୍ୱଚାରେ କୌଣସି ପ୍ରକାରର କେମିକାଲ୍‌ ଲଗାନ୍ତୁ ନାହିଁ। ଡେଲିଭରି ପରେ ମଧ୍ୟ କିଛି ଦିନ ପାଇଁ ଏହି ନିୟମ ପାଳନ କରନ୍ତୁ।
ଯଦି ହେୟାର ଟ୍ରିଟମେଣ୍ଟ ନେବା ନିହାତି ଜରୁରୀ ମନେକରନ୍ତି ତେବେ ପ୍ରାକୃତିକ ଉପାୟରେ ଡ୍ରାଏ କରିବା ସହିତ ହାଇଲାଇଟିଂ କରନ୍ତୁ।
ନିୟମିତ ବ୍ୟବଧାନରେ ଶାମ୍ପୁ ଓ କଣ୍ଡିସନିଂ କରନ୍ତୁ। ଡାକ୍ତରଙ୍କଠାରୁ ଶାମ୍ପୁ ବ୍ୟବହାର କରିବା ନେଇ ପରାମର୍ଶ ନିଅନ୍ତୁ।
ଓଦା କେଶକୁ ଆଦୌ କୁଣ୍ଡାନ୍ତୁ ନାହିଁ।
କୌଣସି ପ୍ରକାରର ଟାଇଟ୍‌ ହେୟାର ଷ୍ଟାଇଲ୍‌ କରନ୍ତୁ ନାହିଁ। କେଶକୁ ଢିଲାରେ ବାନ୍ଧନ୍ତୁ।
କେଶକୁ ପ୍ରାକୃତିକ ଉପାୟରେ ବୃଦ୍ଧି କରିବା ପାଇଁ ଏବଂ ମୁଣ୍ଡ ଥଣ୍ଡା ରଖିବା ନିମନ୍ତେ ରାତିରେ ମେଥିକୁ ଭିଜାଇ ସକାଳେ ବାଟି ଏହାର ପେଷ୍ଟକୁ କେଶରେ ଲଗାନ୍ତୁ। କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ।
ଭୁର୍ସୁଙ୍ଗପତ୍ରକୁ ନଡିଆ ତେଲରେ ପକାଇ ଗରମ କରନ୍ତୁ। ଶାମ୍ପୁ କରିବାର ୩-୪ ଘଣ୍ଟା ପୂର୍ବରୁ ଏହାକୁ ଲଗାନ୍ତୁ। କେଶ ସୁନ୍ଦର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ଜଳାର୍ଣ୍ଣବ ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri