ଶରୀର ଓଜନ ଶୀତଦିନେ ବଢେ କାହିଁକି…
ଶୀତଦିନେ ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଶୀତଦିନେ କମ୍ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।...
କେବଳ ଗୋଟିଏ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହେବ ୫୦ ପ୍ରକାର କର୍କଟ ରୋଗ, ଅଧିକ ଜାଣନ୍ତୁ ଏ ସମ୍ପର୍କରେ
ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(NHS) ଖୁବ୍ଶୀଘ୍ର ରକ୍ତ ପରୀକ୍ଷଣର ଏକ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଯାହା ପ୍ରାଥମିକ ପର୍ଯ୍ୟାୟରେ ୫୦ରୁ ଅଧିକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିପାରିବ। ଖାଲି ଏତିକି ନୁହେଁ, ଅନେକ ଜୀବନ ରକ୍ଷା କରିବାରେ ଏହା...
ମହିଳାଙ୍କୁ ପସନ୍ଦ ନୁହଁ ପୁରୁଷଙ୍କ ଏହି ୩ ଗୁଣ
ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗିବା ସାଧାରଣ କଥା। ବେଳେବେଳେ ସାମାନ୍ୟ କଥାକୁ ନେଇ ତୁମୁଳ କାଣ୍ଡ ବି ଘଟିଥାଏ। କାରଣ ମହିଳାଙ୍କୁ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ଭଲ ଲାଗି ନ ଥାଏ, ଯେଉଁଥିପାଇଁ ଝଗଡ଼ା...
କରୋନାରୁ ସୁସ୍ଥ ହୋଇଛନ୍ତି କି.. ୭ ଦିନ ପର୍ଯ୍ୟନ୍ତ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ..
ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏଥିପ୍ରତି ଅଧିକ ସତର୍କ ରହିବା ଜରୁରୀ। ଶୀତଦିନ ପ୍ରାରମ୍ଭରେ ଥଣ୍ଡାଜ୍ୱରର ସମସ୍ୟା ସାଧାରଣ ହୋଇଥିବା ହେତୁ କୋଭିଡରେ ସଂକ୍ରମଣ ହେବାର ଆଶଙ୍କା ରହୁଛି। ଅପରପକ୍ଷେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ...
ସମସ୍ତଙ୍କ ଅଛନ୍ତି ୫ ପିତା, ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ ଦୂର କରିପାରିବ। ସେ କହିଛନ୍ତି ଯେ, ଏହି ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ...
ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ
ଓ୍ବାଶିଂଟନ୍: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍ ଏଞ୍ଜେଲ୍ସ (ୟୁସିଏଲ୍ଏ)ର ‘ବେଡାରୀ କାଇଣ୍ଡ୍ନେସ ଇନ୍ଷ୍ଟିଚ୍ୟୁଟ୍’ର ଗବେଷକ କୁହନ୍ତି, ଯଦି ଆପଣ ଦୟାଳୁ ସ୍ବଭାବର...
ଜୀବନରେ ଏହି ଜିନିଷ ମିଳିବା ଅସମ୍ଭବ: ଟଙ୍କା ଦେଇ କିଣାଯାଇପାରିବ ନାହିଁ
ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ...
ଶତ୍ରୁକୁ ପରାସ୍ତ କରିବାକୁ ଏହି ସାମନ୍ୟ ଜିନିଷକୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ, କ’ଣ ଜାଣନ୍ତୁ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ...
ବନ୍ଦ ପରେ ଟ୍ୟାପ୍ରୁ ପାଣି ପଡ଼ିବା ଘର ପାଇଁ ବଡ଼ ବିପଦ: ଦେଖାଦିଏ ଏସବୁ ସମସ୍ୟା
ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍ଟପ୍ ହୋଇ ପାଣି ପଡ଼ିଥାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ...
ବିଷ ବଳୟରେ ଭାରତ
ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୨୧ଟି ଭାରତରେ ରହିଛି। ଦେଶର ୧୪ କୋଟି ଲୋକ ଶ୍ୱାସକ୍ରିୟାରେ...
ପର୍ବପର୍ବାଣିରେ ପିନ୍ଧନ୍ତୁ ସିମ୍ପଲ ସୁଟ୍
ପର୍ବପର୍ବାଣି ସମୟରେ ଅଧିକ ମେକ୍ଅପ୍ ନେଇହୁଏନି। ତେଣୁ ଏଥିରେ ଯୋଗ ଦେବାପାଇଁ କେବଳ ସୁନ୍ଦର ଡ୍ରେସ ପିନ୍ଧିବା ବେଶି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସମୟରେ ପିନ୍ଧିବା ପାଇଁ ଆପଣ ସିମ୍ପଲ ସୁଟ୍ କିଣନ୍ତୁ… କୌଣସି ପର୍ବପର୍ବାଣୀରେ ଯୋଗ ଦେଉଥିଲେ ଆପଣ...
ଯେଉଁଠି ଶୁଖୁଆ ହୁଏ ସାତ୍ତ୍ୱିକ
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣୀ ପୀଠ ଏକ ପ୍ରମୁଖ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀର କୀର୍ତ୍ତି ବହନ କରୁଛି। ଓଡ଼ିଶାର ମହାନ୍ ସନ୍ଥ ଓ ମହାପୁରୁଷ ଅରକ୍ଷିତ ଦାସଙ୍କ ସାଧନା, ସିଦ୍ଧି ତଥା ସମାଧି ପୀଠ...
Archives


