ଫ୍ଲୋର୍ ଲେଙ୍ଗ୍ଥ ସ୍ଲିଭ୍ ଫ୍ୟାଶନ
ଫ୍ଲୋର୍ ଲେଙ୍ଗ୍ଥ ସ୍ଲିଭ୍ ଆଉଟ୍ଫିଟ୍ରେ ମୁଖ୍ୟତଃ ଡ୍ରେସ୍ଗୁଡ଼ିକର ହାତ ଡିଜାଇନ୍ କାନ୍ଧ ପାଖରୁ ପାଦ ପର୍ଯ୍ୟନ୍ତ ଓହଳିକି ରହିଲା ଭଳି ଦେଖାଯାଇଥାଏ। ଏହାକୁ ଖାଲିରେ ଦେଖିଲେ ଟିକେ ଅଜବ ଲାଗୁଥିଲେ ହେଁ ପିନ୍ଧିବାକୁ କମ୍ଫଟେବଲ୍ ହେବା ସହ ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍…
ଶ୍ମଶାନ ସମାନ ହୋଇଥାଏ ଏହି ଘର…
ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ନୀତିରେ କହିଛନ୍ତି ଯେ, କେଉଁ ଘର ଶ୍ମଶାନ ଭଳି ହୋଇଥାଏ।…
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍
ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍ ଓ ଷ୍ଟ୍ରୋକ୍ ଭଳି ସମସ୍ୟା ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ ଏଥିଲାଗି ହାର୍ଟ ସମସ୍ୟା…
ସ୍ୱାସ୍ଥ୍ୟପାଇଁ ହିତକର ଗ୍ରୀନ୍ ମଟର
ଶୀତଦିନେ ବଜାରରେ ଗୀନ୍ ମଟର ସହଜରେ ମିଳି ଯାଇଥାଏ । ଏହା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ବୋଲି କୁହାଯାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ୍ ମଟରରେ ରହିଛି ପ୍ରୋଟିନ, ଫାଇବର, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, ଆଇରନ୍ ଓ ଭିଟାମିନ୍ସ । ଏହାକୁ ସିଝାଇ,…
ରୂପ ନା ଗୁଣ- ପୁରୁଷମାନେ କିଭଳି ବାଛିବେ ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ଦାନ୍ତ କରିଥାଏ ଭବିଷ୍ୟବାଣୀ
ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଦାନ୍ତ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ। କେବଳ ଏହାକୁ ବୁଝିବା ଆବଶ୍ୟକ। ଜାଣିବା…
କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ କମ କରିବା ସହ ଟିକାର ପ୍ରଭାବରେ ବାଧା ସୃଷ୍ଟି କରିପାରେ…
କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…
ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ ଅଭିଭାବକମାନେ କିଶୋରାବସ୍ଥାରେ ନିଜ ପିଲାମାନଙ୍କର ଖାଦ୍ୟ ଓ ପାନୀୟ ଉପରେ…
ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ
ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ…
ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…
ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି ସେହି ନାମରେ ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ସମୟରେ ନିମ୍ନଲିଖିତ କେତୋଟି କଥା…
କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?
କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର…
ସଫଳ ଦାମ୍ପତ୍ୟ ଜୀବନ ପାଇଁ ଚାଣକ୍ୟ କହିଛନ୍ତି ଏପରି
ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ ଜୀବନ…
Archives


