ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ନୀତିରେ ବର୍ଣ୍ଣନା…
ଏହାକୁ ଖାଇଲେ ହେବନି କରୋନା…
ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ବ୍ରିଟେନରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ପ୍ରୋବାୟୋଟିକ୍ସ୍, ଓମେଗା-୩ ଫ୍ୟାଟି…
କୋକୋନଟ ମଫିନ୍
ଆବଶ୍ୟକ ସାମଗ୍ରୀ: ଅଧା କପ୍ କ୍ଷୀର, ଦେଢ କପ୍ ମଇଦା, ଏକ କପ୍ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍ ତେଲ, ଦୁଇ ଚାମଚ୍ ବେକିଂ ପାଉଡର, ଅଧା କପ୍ ଚିନି, ଏକ ଚାମଚ ଭାନିଲା ଏସେନ୍ସ, ଲୁଣ ସ୍ବାଦାନୁସାରେ।…
ଟାଇଟ୍ ପୋଷାକ ପିନ୍ଧୁଥିଲେ
ନିଜ ଫିଗରକୁ ଆକର୍ଷଣୀୟ କରିବା ଲାଗି ଅଧିକାଂଶ ମହିଳା ବିଭିନ୍ନ ଉପାୟ ଆପଣାଇଥାନ୍ତି; ଯାହା ମଧ୍ୟରେ ଟାଇଟ୍ ପୋଷାକ ସେମାନଙ୍କର ଭାରି ପସନ୍ଦ। ହେଲେ ଆପଣ ଜାଣନ୍ତିକି ସ୍ଲିମ୍ ଫିଟ୍ ଦେଖାଯିବା ନିଶାରେ ବ୍ୟବହାର କରୁଥିବା ଏଭଳି ପୋଷାକ ବିଭିନ୍ନ ଶାରୀରିକ…
ଦେହକୁ ହିତ ପଖାଳ ଭାତ
ପଖାଳ! କି ଗରିବ, କି ଧନୀ ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ବେଶ୍ ପ୍ରିୟ। ମା’ ପରଷି ଦେଉଥିବା ପଖାଳ କଂସାରେ ସ୍ବାଦ ସାଙ୍ଗକୁ ଭରି ରହିଥାଏ ଏକ ଅପୂର୍ବ ଆନନ୍ଦ ଆଉ ଆତ୍ମତୃପ୍ତି। ତେବେ କେବଳ ପାଟିକୁ ସ୍ବାଦିଷ୍ଟ ନୁହେଁ,…
ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…
ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ…
ସୁନ୍ଦର ତ୍ୱଚା ପାଇଁ ରସୁଣ
ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍ କମ୍ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର କେତୋଟି ଉପାୟ… ୩-୪ଟି ରସୁଣ କୋଲାକୁ ଛେଚି ଅଳ୍ପ ପାଣିରେ…
ଘରେ ପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କ ?
ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରିକି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି। ତେବେ କର୍ମଜୀବୀ ମହିଳା କିମ୍ବା ପୁରୁଷ ଅନେକ ସମୟରେ ସେମାନଙ୍କ ପିଲାଙ୍କୁ ଘରେ ଏକୁଟିଆ କିମ୍ବା ଅନ୍ୟ କାହା…
ଜାଣନ୍ତି କି? ଏସବୁ ଖାଦ୍ୟ ସହ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ
ପରଟା-ଦହି : ପରଟା ସହ ଦହି ଆଦୌ ଖାଆନ୍ତୁ ନାହିଁ। କାରଣ ଏହାର ପ୍ରଭାବ ପାଚନକ୍ରିୟା ଉପରେ ପଡିଥାଏ। ଆପଣ ରୁଟି ସହ ଦହି ଖାଇପାରନ୍ତି। ଖାଇବା ପରେ ଚା’ : ଅନେକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏହାଦ୍ୱାରା…
ଉପକାରୀ ଲେମ୍ବୁ
ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଆପଣଙ୍କ ଶରୀରରେ ଚର୍ବି ବଢ଼ିଯାଇଛି କି? ଯଦି ହଁ, ତେବେ ସରଳ ଉପାୟରେ ଏହାକୁ କମାଇ ପାରିବେ। ଏକ ଗ୍ଲାସ ଉଷୁମ ପାଣିରେ…
ରୋଗ ଚିହ୍ନଟର ନୂଆ ଉପାୟ
ଆମକୁ କୌଣସି ରୋଗ ହେଲେ ଡାକ୍ତର ଉକ୍ତ ରୋଗର ଲକ୍ଷଣ ବିଷୟରେ ପ୍ରଥମେ ଭଲ ଭାବରେ ଅବଗତ ହୋଇଥାଆନ୍ତି ଏବଂ ତାହାକୁ ତର୍ଜମା କରି ଚିକିତ୍ସା କରନ୍ତି। ଅନ୍ୟପକ୍ଷରେ କେତେକ ରୋଗକୁ ଚିହ୍ନଟ କରିବା ପାଇଁ ରକ୍ତ, ମଳ, ମୂତ୍ର ପରୀକ୍ଷା…
ସ୍ବାମୀଙ୍କ ସହ ଜଡିତ ଏହି ସବୁ କଥା କହୁଛନ୍ତି କି ଅନ୍ୟକୁ, ବେଳହୁଁ ସାବଧାନ
ମହିଳାଙ୍କ ମଧ୍ୟରେ ସବୁଠୁ ଗୁପ୍ତ କଥା ହେଲା ସେମାନଙ୍କ ସ୍ବାମୀଙ୍କ ବିଷୟରେ କଥାବାର୍ତ୍ତା। ତେବେ ଅନେକ ସମୟରେ ସେମାନେ ଅଧିକ ଭାବପ୍ରବଣ ହୋଇ ସ୍ବାମୀଙ୍କ ସମନ୍ଧିତ ଅନେକ କଥା କହି ଦେଇ ଥାନ୍ତି। ଯେଉଁ କଥାପାଇଁ ପଛରେ ପସ୍ଥାଇ ଥାନ୍ତି ତେବେ…
Archives


