ଜୀବନଚର୍ଯ୍ୟା

ବାସ୍ତୁ ଅନୁସାରେ କିପରି କରିବେ ଶୋଇବା ଘର, ଜାଣନ୍ତୁ…

ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି…

ବୟସ୍କଙ୍କ ଲାଗି ଚିନ୍ତାର କାରଣ ଏସବୁ ସମସ୍ୟା

ମନୁଷ୍ୟ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡ଼େ। କାରଣ ଏହି ବୟସରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍‌ ହୋଇଥାଏ। ତେବେ ଏପରି କିଛି…

ପ୍ରତିଦିନ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ…

ଆପଣଙ୍କ ଘରେ ଅର୍ଥାଭାବ ଲାଗି ରହୁଛି କି? ଏଭଳି କଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…

ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା ଅନେକେ କିଛି ମାସ ବା ବର୍ଷ ପରେ ଏହା ବଦଳରେ ପୂର୍ବଭଳି ସ୍ପଟ୍‌ଲେସ୍‌ ସ୍କିନ୍‌…

ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗଗ୍ରସ୍ତ ହୁଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ରୋଗ ପୁରୁଷମାନଙ୍କ ତୁଳନାରେ…

ରାତିରେ କଦଳୀ ଖାଇଲେ କ’ଣ ହୁଏ

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ।…

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାଇଥାନ୍ତି ଏହି ୪ ରାଶିର ମହିଳା; ଧନଧାନ୍ୟରେ ପୂରି ଉଠେ ଘର..

କୁହାଯାଏ ବିବାହ ପରେ ପୁରୁଷର ଭାଗ୍ୟ ନାରୀ ସହ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରାଯାଇଛି। ତଦନୁଯାୟୀ କିଛି ରାଶି ଏଭଳି ରହିଛି, ଯେଉଁଥିରେ ଜନ୍ମିତ ନାରୀମାନେ ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାଇଦେଇଥାନ୍ତି। ଆସନ୍ତୁ ଜାଣିବା:…

ଭୁଲ୍‌ରେ ବି ଏହି ୩ ପ୍ରକୃତିର ଲୋକଙ୍କ କରନ୍ତୁ ନାହିଁ ସହାୟତା; ଅପଯଶ ମୁଣ୍ଡାଇବା ସାଙ୍ଗକୁ ଅସୁବିଧାରେ…

ମହାନ କୁଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରକୁ ନେଇ ପ୍ରସିଦ୍ଧ। ସେ ରାଜନୀତି ସହ ଅର୍ଥଶାସ୍ତ୍ରରେ ବିଶାରଦ ଥିଲେ। ଏଥିସହ ସାମାଜିକ ବିଷୟବସ୍ତୁ ଉପରେ ନିଜର ମତ ରଖୁଥିଲେ। ଆଜିବି ଚାଣକ୍ୟଙ୍କ ନୀତିକୁ ଅନୁସରଣ କଲେ ଜୀବନରେ ଅସଫଳ ହେବ ନାହିଁ…

ଜାଣନ୍ତି ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ

ଲାଫିଙ୍ଗ୍‌ ବୁଦ୍ଧ ପ୍ରାୟ ସମସ୍ତେ ଦେଖିଥିବେ। ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ। ଅନେକ ପ୍ରକାର ଲାଫିଙ୍ଗ୍‌ ବୁଦ୍ଧ ରହିଛି। କିନ୍ତୁ ଜାଣନ୍ତି କି କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ…

ଆଜ୍‌ମାର ଘରୋଇ ଉପଚାର

ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ ବଢ଼ିଥାଏ।…

ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ ଘରେ ପଡ଼ିଥାଏ। ସେଭଳି ଗୋଟିଏ ଜିନିଷ ହେଲା ଲକର୍‌। କିଛି ନିୟମ ଏପରି ଅଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri