ଦାମୀ ନେକ୍ଲେସ୍
ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍ଲେସ୍ ସମ୍ପର୍କରେ କୁହାଯାଇଛି, ଯାହା ଏତେ ଦାମୀ ଯେ, ତାକୁ କିଣି ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଜାଣନ୍ତୁ…
ଘର ପୋଛିବାକୁ ନେଇ ନିୟମ
ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିବା ସହ ଘର ମଧ୍ୟ ପୋଛିଥାଉ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଘର ପୋଛିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ…
କରଜରୁ ମୁକ୍ତି ଚାହୁଁଥିଲେ…
ଅସୁବିଧାରେ ପଡି ମଣିଷ କରଜ କରିବାକୁ ବାଧ୍ୟ ହୁଏ। ଆଉ ନ ସୁଝିବା ପର୍ଯ୍ୟନ୍ତ ତାହା ତାଙ୍କୁ ବୋଝ ଭଳି ଲାଗିଥାଏ। ସେଥିପାଇଁ ଏଥିରୁ ଶୀଘ୍ର୍ର ମୁକ୍ତି ପାଇବାକୁ ସମସ୍ତେ ଚାହିଁଥାନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏମିତି ଉପୁଜେ, କରଜ ସୁଝିବାକୁ…
ଜୀବନସାଥୀ ବାଛିବା ସମୟରେ ଏସବୁ ପ୍ରତି ଧ୍ୟାନ ଦେବା ଜରୁରୀ
ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କିପରି ଜୀବନସାଥୀ…
ମନେ ରଖନ୍ତୁ, ଅସୁବିଧା ସମୟରେ କାମରେ ଆସିବ ଚାଣକ୍ୟଙ୍କ ଏହି ୩ କଥା
ଜୀବନର କୌଣସି ନା କୌଣସି ସମୟରେ ହଠାତ୍ ଏପରି ଜଟିଳ ପରିସ୍ଥିତି ଉପୁଜେ, ଯେଉଁଥିରୁ ଜଣେ ବ୍ୟକ୍ତି ନିଜକୁ ମୁକାଳିବା ପାଇଁ ଅସମର୍ଥ ହୋଇଥାଏ। କିଛି ଲୋକ ଧୈର୍ଯ୍ୟର ସହିତ କଷ୍ଟଦାୟକ ସମୟର ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ନର୍ଭସ…
ଯାତ୍ରା ବେଳେ…
ପ୍ରତିଦିନର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବିରତି ନେଇ ନୂଆ ନୂଆ ସ୍ଥାନକୁ ବୁଲିଯିବାର ଆନନ୍ଦ ନେବାକୁ କିଏ ବା ନ ଚାହେଁ। ବିଶେଷକରି ଅଧିକାଂଶ ସମୟ ଘରେ ରହୁଥିବା ମହିଳାମାନେ ପରିବାର ସହ ଏହି ଖୁସିର ମୁହୂର୍ତ୍ତ ବିତେଇବାକୁ ଅପେକ୍ଷାକରି…
ଗ୍ରୀନ୍ ହୋମ୍
ଘରକୁ ସବୁଜ ସୁନ୍ଦର କରିବାକୁ ଅନେକେ ଭଲ ପାଆନ୍ତି। ହେଲେ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ କେହି କେହି ଇଚ୍ଛା ଥିଲେ ବି ଗଛ ଲଗାଇପାରନ୍ତି ନାହିଁ। ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଏବଂ ଅନ୍ୟ ଇନ୍ଡୋର ପ୍ଲାଣ୍ଟ…
ରହିବନି ଆଖି ତଳ କଳାଦାଗ
ଟି ବ୍ୟାଗ୍: ଟି ବ୍ୟାଗ୍କୁ ପାଣିରେ ବୁଡ଼ାଇ କିଛି ସମୟ ଫ୍ରିଜ୍ରେ ରଖିଦିଅନ୍ତୁ। ଏହାକୁ ବାହାରକରି ଆଖିତଳେ ଲଗାଇ ୧୦-୧୫ ମିନିଟ୍ ରଖନ୍ତୁ। କିଛିଦିନ ଏପରି କଲେ ଆଖିତଳ କଳାଦାଗ ଦୂରହେବ। ଆଳୁ ଏବଂ କାକୁଡ଼ି: କଞ୍ଚା ଆଳୁ କିମ୍ବା କାକୁଡ଼ିକୁ…
ଉପକାରୀ ଗ୍ରୀନ୍ ମଟର
ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ପ୍ରୋଟିନ୍, ଆଇରନ୍, ଫସ୍ଫରସ୍, ଭିଟାମିନ୍-ଏ, ଭିଟାମିନ୍-କେ, ଭିଟାମିନ୍-ସି ଭରି ରହିଛି। ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ କରିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏଥିରେ କ୍ୟାଲୋରୀ…
ମନୋବଳ ବଢ଼ାଇବ ରୋବୋ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭପ୍ରଦ ସାବ୍ୟସ୍ତ ହେବ। ଅର୍ଥାତ୍, ଯଦି ଜଣେ ବ୍ୟକ୍ତି ନକାରାତ୍ମକ ମାନସିକତା ଭିତରେ ଅଛନ୍ତି…
ଥାଲାସିମିଆ
ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍ ପରିବହନକାରୀ ହେମୋଗ୍ଲାବିନର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା। ଆପଣମାନଙ୍କ ମଧ୍ୟରୁ…
ୟୁରୋପର ଅଜବ ପ୍ରଥା
ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଜନସାଧାରଣଙ୍କର ଚାଲିଚଳଣ, କଥାବାର୍ତ୍ତା ଏବଂ ପ୍ରଥା ପରସ୍ପରଠାରୁ ଭିନ୍ନ। ତେବେ ୟୁରୋପରେ ଏବେବି ଏମିତି କିଛି ପ୍ରଥାର ପ୍ରଚଳନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ଏଭଳି ବିଚିତ୍ର ପ୍ରଥା ସମ୍ପର୍କରେ… ଟମାଟିନୋ…
Archives


