ଜୀବନଚର୍ଯ୍ୟା

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ବନ୍ଧୁ ଓ ଦାୟିତ୍ୱବାନ୍‌ ସାଥୀ…

ଛତା କିଣିବା ପୂର୍ବରୁ…

ଆରମ୍ଭ ହୋଇଯାଇଛି ବର୍ଷାଦିନ। ଏବେ ପ୍ରାୟ ସଭିଙ୍କୁ ଲୋଡ଼ା ଛତା। ମାର୍କେଟ୍‌ରେ ମଧ୍ୟ ବିକ୍ରି ହେଲାଣି ବହୁ ସଂଖ୍ୟାରେ ଭଳିକି ଭଳି ରଙ୍ଗିନ ଛତା। ହେଲେ ଛତା କିଣିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ଆଦୌ ଭୁଲନ୍ତୁ ନାହିଁ……

ମର୍ନିଂ ଓ୍ବାକ୍‌

ଆଜିର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯେଉଁଥିରୁ ଦୂରେଇ ରହିବା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏମିତିରେ ମର୍ନିଂ ଓ୍ବାକ୍‌ ପାଲଟିଛି ଅନେକଙ୍କ…

କ୍ଲଷ୍ଟର ବୋମା କ’ଣ ଜାଣନ୍ତି କି?

ଓ୍ବାଶିଂଟନ,୭ା୭: କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହାକୁ ଯେତେବେଳେ ବାୟୁରେ ଛାଡ଼ି ଦିଆଯାଏ, ସେ ଅନେକ ଛୋଟ ବୋମା ଛାଡ଼ିଥାଏ। ଏହି ଛୋଟ ବୋମା ସାଧାରଣ ବୋମା ଅପେକ୍ଷା ଅଧିକ ଅଞ୍ଚଳକୁ ପ୍ରଭାବିତ କରିଥାନ୍ତି। ଏଗୁଡିକ ବିପଜ୍ଜନକ ଭାବରେ ବିବେଚନା…

ଇମୋଶନାଲ ହୋଇଥିଲେ…

ସାଧାରଣତଃ ପିଲାମାନେ ମନ ଖୋଲି ସବୁ କଥା କହିଦିଅନ୍ତି। କିନ୍ତୁ କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ଭାବପ୍ରବଣତା ଯୋଗୁ ସବୁ ଅନୁଭବକୁ କହିପାରନ୍ତି ନାହିଁ। ଭାବନା ପରିପ୍ରକାଶ ନ ହେଲେ ବେଳେବେଳେ ରାଗିଯାନ୍ତି। ଏଭଳି ପିଲାଙ୍କ ପ୍ରତି ଅଭିଭାବକ ଅଧିକ…

ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ ହୋଇଯାଆନ୍ତି ଯେ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ବି କହିପକାନ୍ତି। ଫଳରେ ସେମାନଙ୍କ…

ରସୁଣ ଚଟଣି

ଆବଶ୍ୟକ ସାମଗ୍ରୀ: କଞ୍ଚାଲଙ୍କା- ୫ଟି, ଲାଲ୍‌ କ୍ୟାପ୍ସିକମ୍‌- ୫ଟି, ରସୁଣ- ୨୦ରୁ ୨୫ କୋଲା, ବାଦାମ ତେଲ କିମ୍ବା ଘିଅ- ୪ ବଡ଼ ଚାମଚ, ଲେମ୍ବୁରସ- ଅଧା ଚାମଚ, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ…

ଦୂରକରନ୍ତୁ ଲୁଗାର ଗନ୍ଧ

ବର୍ଷାଦିନେ ଲୁଗାପଟା ଠିକ୍‌ ଭାବେ ଶୁଖିପାରେ ନାହିଁ। ସେଥିପାଇଁ ସେଥିରୁ ଏକପ୍ରକାର ଗନ୍ଧ ବାହାରେ ଓ ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବର୍ଷାଦିନେ ଲୁଗାପଟାର ଏହି ଗନ୍ଧ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ସହଜ ଉପାୟ। ଧୋଇବା ପାଇଁ ଏକାଠି…

ଡ୍ରାଏ ସ୍କିନ୍‌ ମେକ୍‌ଅପ୍‌

ତ୍ୱଚାର ପ୍ରକାର ଅନୁସାରେ ହିଁ ମେକ୍‌ଅପ୍‌ କରିବା ଠିକ୍‌ ହେବ। ନଚେତ୍‌ ମେକ୍‌ଅପ୍‌ ଆଦୌ ଭଲ ଦିଶି ନ ଥାଏ। ତେବେ ଶୁଷ୍କ ତ୍ୱଚା ହୋଇଥିଲେ ମେକ୍‌ଅପ୍‌ ନେବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ଆପଣଙ୍କ ସ୍କିନ୍‌ ଯଦି ଶୁଷ୍କ ହୋଇଥାଏ…

କାହାକୁ ଗୁରୁ କରିବା ପୂର୍ବରୁ ମାନି ରଖନ୍ତୁ ଚାଣକ୍ୟଙ୍କ ଏହି କଥା…

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ ଆପଣଙ୍କୁ ଗୋବିନ୍ଦଙ୍କ ସହ ସାକ୍ଷାତ କରାନ୍ତି। ଏହାର ଅର୍ଥ ଜୀବନକୁ ସଫଳ କରିବା ପାଇଁ…

ଆୟୁଷ ବଢ଼ାଏ ସବୁଜିମା

ସବୁଜିମାଭରା ପ୍ରାକୃତିକ ପରିବେଶରେ ରହୁଥିବା ଲୋକେ ସୁସ୍ଥ ସବଳ ରୁହନ୍ତି ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଏମିତି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ ଅଧିକ ହୋଇଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଗଛଲତାଭରା…

ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍‌ ମୁଭି

ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର। କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି। ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ଆବଶ୍ୟକତାଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri