ଫୋନ୍ ରଖନ୍ତୁ ସୁରକ୍ଷିତ…
ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ… ସମୟରେ...
ଓଡ଼ିଶାର କଳାକୃତି ନିଆରା
ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର।...
କଥା ‘କାଉ’ର…
ରାତି ପାହିଲାଣି ରାବଇ କାଉ…ଉଠ ଉଠ ମଠ ନ କର ଆଉ…। ଦିନେ ଏହି ଧାଡ଼ି ପିଲାମାନେ କେବଳ ପଢୁ ନ ଥିଲେ, ପିଲାଙ୍କ ଦୈନନ୍ଦିନ ଜୀବନର ଏହା ଥିଲା ଏକ ଅଂଶ। ହେଲେ ଆଜି ଅଧିକାଂଶ ପିଲାଙ୍କ ପାଇଁ...
କିପରି ବଢିବ ଧନ
ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ,...
ବାସ୍ତୁଦୋଷ ଦୂର କରିବାର ଉପାୟ
ଘରେ ବାରମ୍ବାର କଳହ ଲାଗିବା, ଉନ୍ନତି ପଥରେ ବାଧା ଉପୁଜିବା, ରୋଜଗାର ତୁଳନାରେ ଖର୍ଚ୍ଚ ବଢିବା, ରୋଗବ୍ୟାଧି ଲାଗି ରହିବା ଇତ୍ୟାଦି ହେଉଛି ବାସ୍ତୁଦୋଷର ଗୋଟିଏ ଗୋଟିଏ ଲକ୍ଷଣ। ଏଥିରୁ ମୁକ୍ତି ପାଇବାକୁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି।...
ମଧୁମେହ ଓ ପ୍ରାକୃତିକ ଚିକିତ୍ସା
ଅଧୁନା ସମ୍ପୂର୍ଣ୍ଣ ଭାରତବର୍ଷ ଓ ବିଶ୍ୱରେ ମଧୁମେହ ରୋଗ କାୟା ବିସ୍ତାର କରିଚାଲିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଯନ୍ତ୍ରଣା ଜର୍ଜରିତ ହୋଇ ପ୍ରାଣ ହରାଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ଆକଳନ ଅନୁସାରେ ଏବେ କେବଳ...
କିଛି ନୂଆ କାମ କରିବାକୁ ଯାଉଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା…
ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। କେବଳ ଜୀବନର ସମସ୍ତ ଦିଗ ନୁହେଁ...
ଘର ସଜାଉଥିଲେ…
ଆପଣ ନିଜ ଘରର ମେକ୍ଓଭର କରିବାକୁ ଚାହୁଁଥିଲେ ଓ୍ବାଲ୍ପେପର ଭଲ ଅପ୍ସନ ହୋଇଥାଏ। ଏହା ଓ୍ବାଲ୍ର କଲର ବଦଳାଇବା ସହ ଘରର ଲୁକ୍କୁ ଡିଫରେଣ୍ଟ କରିଥାଏ। ଓ୍ବାଲ୍ ଡେକର ଦେବାକୁ ଚାହୁଁଥିଲେ ଓ୍ବାଲ୍ପେପର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣ ନିଜ...
ମଲାଇ ସ୍ୟାଣ୍ଡଉଇଚ୍
ଆବଶ୍ୟକ ସାମଗ୍ରୀ: ବ୍ରେଡ୍, ପିଆଜ, ଗାଜର, ମଲାଇ, ଶିମ୍ଲା ଲଙ୍କା, ଟମାଟୋ, ଧନିଆପତ୍ର, ବନ୍ଧାକୋବି, ଲୁଣ, ଗୋଲ ମରିଚ ପାଉଡର, କଞ୍ଚାଲଙ୍କା । ପ୍ରସ୍ତୁତି ପ୍ରଣାଳୀ: ମଲାଇ ସ୍ୟାଣ୍ଡଉଇଚ୍ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଗାଜର, ଧନିଆପତ୍ର, ବନ୍ଧାକୋବି, ପିଆଜ,...
ବଜାୟ ରହିବ କେଶର ଚମକ
ବଦଳୁଥିବା ସମୟ ପାଇଁ କେତେକଙ୍କ କେଶ ଡ୍ୟାମେଜ୍ ଏବଂ ରଫ୍ ହେବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେତେଜଣ ଯୁବତୀ ଡଲ୍ ଏବଂ ଡ୍ୟାମେଜ୍ କେଶକୁ ଆପଣାଇ ନେଉଛନ୍ତି। ବାୟୁମଣ୍ଡଳ ପ୍ରଦୂଷଣ ଏବଂ ଖରା ଯୋଗୁ କେଶ ବହୁତ ଡ୍ୟାମେଜ୍...
ଆତ୍ମନିର୍ଭରଶୀଳ
ସାଧାରଣତଃ ଗୃହିଣୀ ଘର କାମରେ ବ୍ୟସ୍ତ ଥାଆନ୍ତି। ଯଦି ସେମାନେ ଅବସର ସମୟକୁ ଠିକ୍ ଭାବେ ସଦୁପଯୋଗ କରି ନିଜର ଦକ୍ଷତା ମୁତାବକ କିଛି କାମ କରିପାରିଲେ, ତେବେ ନିଜେ ରୋଜଗାର କ୍ଷମ ହେବା ସହ ପରିବାରର ଆର୍ଥିକ ବୋଝକୁ...
ଇୟରିଂ ଫ୍ୟାଶନ
ଏବେ କୌଣସି ପାର୍ଟି ହେଉ କି ଫଙ୍କସନ୍, ସବୁଥିରେ ମହିଳାମାନେ ବିଭିନ୍ନ ପ୍ରକାର ଆସେସରିଜ୍ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ଆସେସରିଜ୍ରେ ଇୟର ରିଂକୁ ନିଆଯାଇପାରେ। ନିଜ ଡ୍ରେସ କିମ୍ବା ଶାଢ଼ି ସହିତ ମ୍ୟାଚ୍ କଲାଭଳି ଇୟର ରିଂ ପିନ୍ଧନ୍ତୁ,...
Archives


