ଅନ୍ତର୍ଜାତୀୟ

କ୍ଷୀର ଲିଟର ୨୧୦, ଚିକେନ୍‌ କିଲୋ ୭୦୦

ଇସଲାମାବାଦ୍‌,୧୪।୨:ପାକିସ୍ତାନ କ୍ରମାଗତ ଭାବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ବଢୁଥିବା ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଦେଶର ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ, କରାଚିରେ କ୍ଷୀରର ମୂଲ୍ୟ ଲିଟର ୧୯୦ ରୁ ଲିଟର ପିଛା ୨୧୦କୁ ବୃଦ୍ଧି ହୋଇଛି। ସେହିପରି…

ୟୁଏଫ୍‌ଓ: ଆମେରିକା-ଚାଇନା ମୁହାଁମୁହିଁ

ଓ୍ବାଶିଂଟନ୍‌/ବେଜିଂ ୧୪ା୨:ରହସ୍ୟଜନକ ଉଡ଼ନ୍ତା ବସ୍ତୁକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଛି। ଆମେରିକା ୮ ଦିନ ଭିତରେ ୪ଟି ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)କୁ ଆକାଶରୁ ଖସାଇବା ପରେ…

ଭୂକମ୍ପ ମୃତ୍ୟୁ ୩୭ ହଜାର ଟପିଲା

ଆଡିୟାମାନ (ତୁର୍କୀ),୧୪।୨ : ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପକୁ ୧୭୪ ଘଣ୍ଟାରୁ ଅଧିକ ସମୟ ବିତିଥିବାବେଳେ ଏବେ ବି ଭଗ୍ନାବଶେଷ ତଳୁ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି। ଇତିମଧ୍ୟରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୩୭ ହଜାର ଅତିକ୍ରମ କରିଛି। କେବଳ…

ଖୋଲିଲା ୨୦୦ ବର୍ଷର ପୁରୁଣା ମନ୍ଦିର, ୨୦ ହଜାରରୁ ଅଧିକ ଭକ୍ତ ସାମିଲ

ସିଙ୍ଗାପୁର,୧୩ା୨: ପ୍ରାୟ ୨୦୦ ବର୍ଷ ତଳେ ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ର୍ନିମିତ ଦେଶର ସର୍ବ ପୁରାତନ ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ସମାରୋହରେ ୨୦୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଦେଶର ଉପମୁଖ୍ୟମନ୍ତ୍ରୀ ଲରେନ୍ସ ଓ୍ବଙ୍ଗଙ୍କ ସହ…

ତୁର୍କୀରେ ପୁଣି ଭୂକମ୍ପ ଝଟକା: ନିରାପଦ ସ୍ଥାନ ଯିବାକୁ ଏୟାରଲାଇନ୍ସର ମାଗଣା ଟିକେଟ ଘୋଷଣା

ଆଙ୍କାରା,୧୩।୨: ତୁର୍କୀର କାରାମାନ୍ମାରସ ସହରରେ ରବିବାର ରାତିରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ଭୂଗର୍ଭର ୨୪ କି.ମି. ଅଭ୍ୟନ୍ତରରେ ଏହି ଭୂକମ୍ପ ସଂଘଟିତ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭…

ତୁର୍କୀ ଭୂକମ୍ପର ସପ୍ତାହକ ପରେ ଜୀବନ୍ତ ଉଦ୍ଧାର ହେଲେ ମହିଳା

ଆଙ୍କାରା,୧୩ା୨: ତୁର୍କୀରେ ଭୂକମ୍ପ ହେବାର ଏକ ସପ୍ତାହ ପରେ ସୋମବାର ଉଦ୍ଧାରକାରୀ ଦଳ ଭୁଶୁଡ଼ି ପଡ଼ିଥିବା ଏକ କୋଠାର ଧ୍ୱଂସାବଶେଷରୁ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଦକ୍ଷିଣ ଗାଜିଆଣ୍ଟେପ ପ୍ରଦେଶରେ ୪୦ ବର୍ଷୀୟା ମହିଳା…

ଭୂକମ୍ପ ମୃତ୍ୟୁସଂଖ୍ୟା ୩୪୦୦୦ ଟପିଲା

ଆଙ୍କାରା,୧୩ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୪ ହଜାର ଟପିଛି। ମିଳିତ ଜାତିସଂଘ ଭୂକମ୍ପ ପ୍ରଭାବିତ ସିରିଆକୁ ବହୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାରେ ବିଫଳତାକୁ ନିନ୍ଦା କରିଛି ଏବଂ ମୃତ୍ୟୁସଂଖ୍ୟା ୩୪,୮୦୦ରୁ ଅଧିକ ହୋଇପାରେ ବୋଲି ଚେତାବନୀ…

ସକାଳୁ ଥରିଲା ଆଫଗାନିସ୍ତାନ, ନୂଆ ଆତଙ୍କ ନେଇ ଆତଙ୍କିତ ଲୋକେ…

କାବୁଲ,୧୩।୨ : ସୋମବାର ସକାଳେ ଆଫଗାନିସ୍ତାନର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ସକାଳ ୬ଟା ୪୭ରେ ଭୂକମ୍ପନ ଅନୁଭୂତ…

ତୁର୍କୀ ଭଳି ବିନାଶ ପୃଥିବୀର ଅନ୍ୟ ଅଞ୍ଚଳରେ ମଧ୍ୟ ହେବ: ଡଚ ଭୂକମ୍ପ ବିଶେଷଜ୍ଞ…

କାଏରୋ,୧୩।୨ : ଡଚ ଭୂକମ୍ପ ବିଶେଷଜ୍ଞ ତଥା ବୈ ଜ୍ଞାନିକ ଫ୍ରାଙ୍କ ହୋଗର୍ବେଟ୍ସଙ୍କ ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତୁର୍କୀରେ ଭୂକମ୍ପ ହେବାର କିଛି ଦିନ ପୂର୍ବରୁ ସେ ଏହାର ପୂର୍ବାନୁମାନ କରିଥିଲେ। ହୋଗର୍ବେଟ୍ସ ଏକ ଭିଡିଓରେ କହିଛନ୍ତି ଯେ,…

ଚାଇନା ଆକାଶରେ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ

ବେଜିଂ,୧୩।୨: ଚାଇନାର ଗୁପ୍ତଚର ବେଲୁନ ବିଷୟରେ ସାରା ବିଶ୍ୱରେ ଏକ ବିତର୍କ ଚାଲିଛ। ଏବେ ଆକାଶରେ ମଧ୍ୟ ଏକ ଉଡ଼ନ୍ତା ବସ୍ତୁ ଦେଖାଯାଇଛି। ଚାଇନା ପକ୍ଷରୁ ଏହି ଦାବି କରାଯାଇଛି। କ୍ୱିଙ୍ଗଡାଓ ସହରର ସମୁଦ୍ର ଅଞ୍ଚଳରେ ଏହି ଉଡ଼ନ୍ତା ବସ୍ତୁ ଦେଖିବାକୁ…

ବ୍ରିଟେନ ସଂସଦ ଉପରେ ଆକ୍ରମଣ ପାଇଁ କହିଲେ ପୁଟିନଙ୍କ ବନ୍ଧୁ…

ମସ୍କୋ,୧୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷ ବିତିବାକୁ ଯାଉଛି। ଯୁଦ୍ଧରେ କେତେବେଳେ ରୁଷିଆ ଜୋରଦାର ଆକ୍ରମଣ କରୁଛି ତ ଅନ୍ୟ କେତେବେଳ ୟୂକ୍ରେନ ଆକ୍ରମଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ…

ତୁର୍କୀର ଭୂକମ୍ପ ହଲାଇଦେଲା ଏର୍ଦୋଗନଙ୍କ ରାଜନୈତିକ କିଲା!

ଅଙ୍କାରା,୧୩ ।୨: ଗତ ସପ୍ତାହରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୀ ହଜାର ହଜାର ଲୋକ ସମୟ ପୂର୍ବରୁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି । ହେଲେ ଏବେ ଏହି ଭୂକମ୍ପକୁ ନେଇ ତୁର୍କୀର ଲୋକଙ୍କ ମନରେ ରାଗ ଉପୁଜିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri