ଅନ୍ତର୍ଜାତୀୟ

କବାଡ଼ି ଖାନାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଚୋରି ହୋଇଥିବା ପ୍ରତିମୂର୍ତ୍ତ…

ଓ୍ବାଶିଂଟନ,୧୪।୨ : କାଲିଫର୍ଣ୍ଣିଆର ସୈନ ଜୋସର ଏକ ପାର୍କରୁ ଚୋରି ହୋଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି କବାଡ଼ି ଖାନାରେ ଦେଖିବାକୁ ମିଳିଛି। ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଯେଉଁ କବାଡ଼ି ଖାନାରେ ଛତ୍ରପତି…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀତ୍ୱ ଘୋଷଣା କଲେ ନିକ୍କି ହାଲେ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ,୧୪।୨ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୂଳ ଭାରତୀୟ ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ତାଙ୍କ ଦ୍ୱାରା ରିଲିଜ ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ମୁଁ ନିକ୍କି ହାଲେ…

ଖାଇବର ପସ୍ତୁନ ଖ୍ବାରେ ପାକିସ୍ତାନୀ ସୈନ୍ୟଙ୍କ ସର୍ଚ୍ଚ ଅପରେଶନ: ୭ ଟିଟିପି ଆତଙ୍କବାଦୀ ମୃତ…

ଇସଲାମାବାଦ,୧୪।୨ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ସୈନ୍ୟ ବାହିନୀ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଇତିମଧ୍ୟରେ ଏନକାଉଣ୍ଟରରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ୭ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ର…

ଇକ୍ୱାଟୋରିଆଲ ଗିନିରେ ମାରବର୍ଗ ଭାଇରସ ଆତଙ୍କ, କରୋନାଠାରୁ ଅଧିକ ବିପଜ୍ଜନକ…

ମାଲାବୋ,୧୪।୨ : ମାରବର୍ଗ ଭାଇରସ ଆଫ୍ରିକୀୟ ଦେଶ ଇକ୍ୱାଟୋରିଆଲ ଗିନିରେ ଆତଙ୍କ ସୃଷ୍ଟି କରିଛି। ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁୁହାଯାଉଛି। ଏହାର ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ…

ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବାଇଡେନଙ୍କ ନିର୍ଦ୍ଦେଶ…

ଓ୍ବାଶିଂଟନ,୧୪।୨ : ବାୟୁମଣ୍ଡଳରେ ଗୁପ୍ତଚର ବେଲୁନ ଏବଂ ସନ୍ଦେହଜନକ ଜିନିଷ ଦେଖାଯିବା ପରେ ଆମେରିକା ସରକାର ଅତ୍ୟନ୍ତ ସତର୍କ ହୋଇଯାଇଛନ୍ତି। ବିପଦକୁ ଅନୁଭବ କରି ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗୁପ୍ତଚର ସଂସ୍ଥାଙ୍କୁ ଚାଇନାର ଗୁପ୍ତଚର କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ…

ମୂଳ ଭାରତୀୟ ବିବେକ ରାମସ୍ବାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା…

ଓ୍ବାଶିଂଟନ,୧୪।୨ : ମୂଳ ଭାରତୀୟ ବିବେକ ରାମସ୍ବାମୀ ୨୦୨୪ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି। ଯଦି ବିବେକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷିତ ହୁଅନ୍ତି ତେବେ ଭାରତୀୟ ମୂଳରୁ ଦୁଇଜଣ ବ୍ୟକ୍ତି…

ମିସିଗାନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୧୪।୨ : ଆମେରିକାର ମିସିଗାନରେ ଅବସ୍ଥିତ ଷ୍ଟେଟ ୟୁନିଭରସିଟି କ୍ୟାମ୍ପସରେ ଗୁଳକାଣ୍ଡ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ ଏକୁଟିଆ ଥିଲେ ଏବଂ ଆଖିବୁଜା ଗୁଳି…

ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କଲେ ବ୍ରିଟେନ ସାଂସଦ, କହିଲେ ଏହା ଆମର ମତ ନୁହେଁ…

ଲଣ୍ଡନ,୧୪।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀକୁ ବ୍ରିଟେନରେ ବିରୋଧ ଚାଲିଛି। ବର୍ତ୍ତମାନ ବ୍ରିଟିଶ ସାଂସଦ ବବ ବ୍ଲାକମ୍ୟାନ ମଧ୍ୟ ଏହି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ…

ସାମୁଦ୍ରିକ ଝଡ଼ ଗାବ୍ରିଏଲର ତାଣ୍ଡବ, ୨୫୦ କିଲୋମିଟର ବେଗରେ ବହିଲା ପବନ, ଜରୁରୀକାଳୀନ ପରିସ୍ଥିତି ଜାରି…

ଅକଲାଣ୍ଡ,୧୪।୨ : ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ ସରକାର ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଇତିହାସରେ ଏହା ତୃତୀୟ ଥର…

ବ୍ରିଟେନ ରାଣୀ କାମିଲା ଦ୍ୱିତୀୟ ଥର କରୋନା ପଜିଟିଭ୍‌

ଲଣ୍ଡନ,୧୪।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ ରାଣୀ କନସର୍ଟ କାମିଲା ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାମିଲା ବର୍ତ୍ତମାନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଥଣ୍ଡା ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଯିବା ପରେ ପରେ…

ପ୍ରଥମ ସାଉଦି ମହିଳା ଭାବେ ମହାକାଶ ଯିବେ ରାୟାନା

ଦୁବାଇ,୧୪।୨: ରକ୍ଷଣଶୀଳ ଦେଶ ସାଉଦି ଆରବ ଆଜିକାଲି ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛି। ସାଉଦି ଆରବ ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ନିଷ୍ପତ୍ତି ନେଇଛି। ରାୟାନା ବର୍ଣ୍ଣୱି ପ୍ରଥମ ମହିଳା ମହାକାଶଚାରୀ ଭାବେ ଚଳିତ…

କ୍ଷୀର ଲିଟର ୨୧୦, ଚିକେନ୍‌ କିଲୋ ୭୦୦

ଇସଲାମାବାଦ୍‌,୧୪।୨:ପାକିସ୍ତାନ କ୍ରମାଗତ ଭାବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ବଢୁଥିବା ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଦେଶର ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ, କରାଚିରେ କ୍ଷୀରର ମୂଲ୍ୟ ଲିଟର ୧୯୦ ରୁ ଲିଟର ପିଛା ୨୧୦କୁ ବୃଦ୍ଧି ହୋଇଛି। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri