୨୨ ଲକ୍ଷ ଲୋକ ଘର ଛାଡ଼ିଲେଣି
ଆଙ୍କାରା/ଆଲୋପୋ, ୧୬।୨: ସପ୍ତାହକରୁ ଅଧିକ ଦିନ ଧରି ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୟଙ୍କରୀ ଭୂକମ୍ପ ଯୋଗୁ ପ୍ରଭାବିତ ଅଞ୍ଚଳରୁ ୨୨ ଲକ୍ଷ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହଜାର-ହଜାର…
ରୁଷିଆର ୪ ଯୁଦ୍ଧବିମାନ ଘଉଡ଼ାଇଲା ଆମେରିକା
ଓ୍ବାଶିଂଟନ,୧୬ା୨: ଆଲାସ୍କା ନିକଟରେ ୩ଟି ରୁଷୀୟ ଯୁଦ୍ଧବିମାନକୁ ଆମେରିକୀୟ ବାୟୁସେନା କାବୁ କରିବା ପରେ ଘଉଡ଼ାଇଦେଇଛି। ଗତ ୧୩ ତାରିଖରେ ରୁଷୀୟ ଏୟାରକ୍ରାଫ୍ଟଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ ଘେରିବା ପରେ ନିଜ ଅଞ୍ଚଳରୁ ବାହାର କରିଦେଇଥିବା ନେଇ ବୁଧବାର ନର୍ଦ୍ଦର୍ନ ଆମେରିକାନ୍ ଏରୋସ୍ପେଶ୍…
୩୦ ନିର୍ବାଚନକୁ ପ୍ରଭାବିତ କରିଛି ଇସ୍ରାଏଲ୍ ସଂସ୍ଥା
ପ୍ୟାରିସ୍,୧୬ା୨(ଆଇଏଏନ୍ଏସ୍): ଇସ୍ରାଏଲ୍ର ଏନ୍ଏସ୍ଓ ଗ୍ରୁପ୍ ଦ୍ୱାରା ବିକଶିତ ପେଗାସସ୍ ସ୍ପାଏଓ୍ବେର ଗୁପ୍ତଚରଗିରି ବିବାଦ ନ ଥମୁଣୁ ଏହି ଦେଶର କଣ୍ଟ୍ରାକ୍ଟରମାନଙ୍କ ଏକ ଟିମ୍ ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଥିବା ଦାବି କରିଛି। ହ୍ୟାକିଂ, ଅନ୍ତର୍ଘାତୀ କାର୍ଯ୍ୟ ଓ ସୋସିଆଲ…
ଇରାନ ଡ୍ରୋନ ଉପରେ ପ୍ରତିବନ୍ଧକ ଲଗାଇବା ନଜର
ବ୍ରୁସଲେସ୍,୧୫ା୨: ୟୁରୋପୀୟ ସଂଘ (EU) ଖୁବ୍ଶୀଘ୍ର ରୁଷିଆ ସମେତ କେତେକ ଦେଶ ବିରୋଧରେ କଠୋର ପଦକ୍ଷେପ ନେଇପାରେ। ୟୁରୋପୀୟ ୟୁନିଅନ ଅନ୍ୟ କେତେକ ଦେଶ ବିରୋଧରେ ସମୁଦାୟ ୧୧ ବିଲିୟନ ୟୁରୋ ଉପରେ ନୂତନ କଟକଣା ଉପରେ ବିଚାର କରୁଛି। ଯାହା…
ଭୂମଧ୍ୟସାଗରରେ ବୁଡ଼ିଲା ବୋଟ୍ : ୭୩ ପ୍ରବାସୀ ମୃତ୍ୟୁ
ଜେନେଭା,୧୫ା୨:ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ବୋଟ୍ ବୁଡ଼ିଯିବାରୁ ୭୩ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବୁଧବାର ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍ ଫର୍ ମାଇଗ୍ରେଶନ୍ (ଆଇଓଏମ୍) ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ବୋଟ୍ରେ ୮୦ ଜଣ ଥିଲେ। ମଙ୍ଗଳବାର ବୋଟ୍ଟି କସର ଆଲକାୟରରୁ ୟୁରୋପ ଅଭିମୁଖେ…
ଇମ୍ରାନଙ୍କୁ ଆଶ୍ୱସ୍ତି
ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି। ଦେଶର ଆତଙ୍କବାଦ ବିରୋଧୀ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ହାଇକୋର୍ଟ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ର୍ ତାଙ୍କୁ କୋର୍ଟରେ ହାଜର ହେବାକୁ କିଛି ଦିନର ଅନୁମତି ଦେଇଛନ୍ତି।…
କାଙ୍ଗାଳ ହେବାକୁ ବସିଲାଣି ପାକିସ୍ତାନ, ଦେଶ ଛାଡ଼ୁଛନ୍ତି ଧନୀ
ଇସଲାମାବାଦ,୧୫।୨: ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି। ଦେଶର ବାସିନ୍ଦା ଏବେ ଖାଦ୍ୟଶସ୍ୟ ଲାଗି ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏଭଳି ଯେ କର୍ମଚାରୀଙ୍କୁ ଦରମା ଦେବା ଲାଗି ସରକାରଙ୍କ ପାଖରେ ଟଙ୍କା ନାହିଁ। ଅନେକ ଦିନ ଧରି ଦେଶ…
ଉତ୍ତର କୋରିଆର ଶାସକ ହେବେ କି କିମ୍ଙ୍କ ଝିଅ
ସିଓଲ,୧୫ା୨: ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ୧୦ ବର୍ଷର ଝିଅ କିମ୍ ଜୁ ଏ ସର୍ବସାଧାରଣରେ ହାଜର ହୋଇଥିଲେ। ଏହା ପରଠାରୁ ସେ ପିତାଙ୍କ ଉତ୍ତରାଧିକାରୀ ହେବା ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ…
ଥରିଲା ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ୍,୧୫।୨: ପଶ୍ଚିମ ଏସୀଆ ଦେଶ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ବୁଧବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ନ୍ୟୁଜିଲାଣ୍ଡର ଲୋୟର ହଟଠାରୁ…
ସମୁଦ୍ର ପତ୍ତନ ବଢ଼ୁଛି, ପ୍ରଭାବିତ ହେବ ମୁମ୍ବାଇ ଭଳି ସିଟି
ଜାତିସଂଘ, ୧୫।୨: ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ମୁମ୍ବାଇ ଭଳି ବିଶ୍ୱର ମେଗା ସିଟି ପ୍ରଭାବିତ ହେବାର ଆଶଙ୍କା ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଙ୍ଗଳବାର ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଭବିଷ୍ୟତକୁ ପ୍ରଭାବିତ କରିବା ସହ…
ବିପନ୍ନଙ୍କୁ ଭ୍ରାମ୍ୟମାଣ ଘର ଦେଲା କାତାର
ଦୁବାଇ,୧୫।୨ : ବିଶ୍ୱକପ୍ ଫୁଟ୍ବଲ ମ୍ୟାଚ୍ ପାଇଁ କାତାର ଗତବର୍ଷ ନିର୍ମାଣ କରିଥିବା ୧୦ ହଜାର କ୍ୟାବିନ୍ ଏବଂ କାରାଭାନ୍କୁ ତୁର୍କୀ ଭୂକମ୍ପ ବିପନ୍ନଙ୍କୁ ପ୍ରଦାନ କରିବ। ଗ୍ୟାସ୍ ସମୃଦ୍ଧ ଏହି ଉପସାଗରୀୟ ଦେଶ ନିଜର ଯୋଜନା ସମ୍ପର୍କରେ ଘୋଷଣା କରିଛି।…
ଭୂକମ୍ପରେ ୭୦ ଲକ୍ଷ ଶିଶୁ ପ୍ରଭାବିତ
ଡେନ୍ମାର୍କ/ ଜେନେଭା, ୧୫।୨: ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ମଙ୍ଗଳବାର ଆଠ ଦିନ ବିତିଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍। ପାଖାପାଖି ୨୦୦ ଘଣ୍ଟାର ଅପରେଶନ୍ ପରେ ମଙ୍ଗଳବାର ୪ ଜଣଙ୍କୁ ସୁରକ୍ଷିତ…
Archives


