ଚାଇନାର ବିସ୍ତାରବାଦୀ ନୀତି: ଏଲଏସିରେ ନୂଆ ରେଳଲାଇନ ନିର୍ମାଣ ଜାରି…
ବେଜିଂ,୧୮।୨ : ଚାଇନା ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ବର୍ତ୍ତମାନ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଏକ ନୂତନ ରେଳ ଲାଇନ ସ୍ଥାପନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ରେଳ ଟେକ୍ନୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ରେଳ…
ପାକିସ୍ତାନ ସରକାରଙ୍କ ପୁଣି ପତନ ଆଶଙ୍କା, ମରିୟମ ନଓ୍ବାଜ ଶାହବାଜଙ୍କୁ କଲେ ବିରୋଧ…
ଇସଲାମାବାଦ,୧୮।୨ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାରଙ୍କର ପୁଣି ଥରେ ପତନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ ପରିବାରର ଶାସକ ଦଳ ପିଏମଏଲ (ଏନ) ରେ ବିଭାଜନ…
ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲର ସିଇଓ ଭାବେ ନିଯୁକ୍ତ ହେଲେ ମେଘନା ପଣ୍ଡିତ
ଲଣ୍ଡନ,୧୮ା୨: ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲ (OUH) ଏନ୍ଏଚ୍ଏସ୍ ଫାଉଣ୍ଡେଶନ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଭାରତୀୟ ବଂଶୋଭବ ପ୍ରଫେସର ମେଘନା ପଣ୍ଡିତଙ୍କୁ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ସେ ପ୍ରଥମ ମହିଳା। କୌଣସି ଜାତୀୟ ସ୍ବାସ୍ଥ୍ୟ ସେବା…
ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ
କିଭ୍,୧୮ା୨: ପ୍ରାୟ ଏକ ବର୍ଷ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି। ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଶନିବାର ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ରୁଷିଆ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…
ପ୍ୟୋଙ୍ଗୟାଙ୍ଗ,୧୮।୨ : ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍(ଜେସିଏସ) କହିଛନ୍ତି ଯେ ଉତ୍ତର କୋରିଆ ଶନିବାର ଦିନ ଏହାର ପୂର୍ବ ଉପକୂଳରୁ ସମୁଦ୍ରକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆସନ୍ତା ସପ୍ତାହରେ ୱାଶିଂଟନରେ ଆୟୋଜିତ ହେବାକୁ ଥିବା ମିଳିତ…
ପାକିସ୍ତାନରରେ ଭବିଷ୍ୟତ ଅନ୍ଧକାର, ବିଦେଶ ମୁହାଁ ଯୁବବର୍ଗ…
ଇସଲାମାବାଦ,୧୮।୨ : ପାକିସ୍ତାନରେ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ହେବାରେ ଲାଗିଛି। ଫଳରେ ଏବେ ଯୁବବର୍ଗ ଦେଶଛାଡ଼ି ବିଦେଶ ମୁହାଁ ହେବାରେ ଲାଗିଛନ୍ତି। ପାକିସ୍ତାନରେ ଳାଗି ରହିଥିବା ଆର୍ଥିକ ସଙ୍କଟ ଏବଂ ଭବିଷ୍ୟତ ଅନିଶ୍ଚିତତା ଯୋଗୁ ହଜାର ହଜାର ଲୋକ କାମ ଖୋଜିବା…
ପଶୁପତିନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
କାଠମାଣ୍ଡୁ,୧୮ା୨: ଆଜି ଅର୍ଥାତ୍ ଫେବୃୟାରୀ ୧୮ରେ ଜାଗର ଉପଲକ୍ଷେ ଭକ୍ତମାନେ ଭୋଳନାଥଙ୍କୁ ଦର୍ଶନ କରୁଛନ୍ତି। ଭାରତର ପଡ଼ୋଶୀ ଦେଶ ନେପାଳର ପଶୁପତିନାଥ ମନ୍ଦିର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିରରେ ଜାଗର ଉପଲକ୍ଷେ ଭକ୍ତମାନଙ୍କର ଲମ୍ବା…
ନିର୍ବାଚନକୁ ଢାଲ କରି ରକ୍ଷା ପାଇପାରିବେ ନାହିଁ ମ୍ୟାନମାର ସାମରିକ ଶାସକ…
ନାପିଦ୍ୱ,୧୮।୨ : ମ୍ୟାନମାରର ସାମରିକ ଶାସକ ସେମାନଙ୍କ ବିରୋଧୀ ସଂଗଠନ ସହ କୌଣସି ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ନୁହଁନ୍ତି। ଏହା ବଦଳରେ ସେମାନେ ଚଳିତ ବର୍ଷ ଦେଶରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ତାଙ୍କ ନିର୍ବାଚନ ଯୋଜନା ଏପର୍ଯ୍ୟନ୍ତ…
ଚାଇନାକୁ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମେରିକା-ୟୁରୋପ ଭାରତ ଭଳି ଦେଶର ସହାୟତା ନେବା ଜରୁରୀ: ସିନେଟର ଚକ ଶୁମର…
ଓ୍ବାଶିଂଟନ,୧୮।୨ : ଆମେରିକାର ବରିଷ୍ଠ ସିନେଟର ଚକ ଶୁମର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମେରିକା ଏବଂ ୟୁରୋପ ଲାଗି ଭାରତ ଭଳି ଦେଶର ଆବଶ୍ୟକତା ଜରୁରୀ। ଦିନକୁ ଦିନ…
ଆତଙ୍କବାଦୀ ଆକ୍ରମଣ ପରେ ହାଇ ଆଲର୍ଟ
ଇସଲାମାବାଦ,୧୮ା୨: ଅର୍ଥନୈତିକ ସଙ୍କଟରେ ପଡ଼ି ପାକିସ୍ତାନର ସମସ୍ୟା ସୁଧୁରୁନାହିଁ। କରାଚୀ ପୋଲିସ ମୁଖ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସୁରକ୍ଷା ପରିସ୍ଥିତି ଏହାର ତୁରନ୍ତ ପ୍ରତିକ୍ରିୟା କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ଘରୋଇ ତଥା ବିଦେଶୀ ମାନ୍ୟଗଣ୍ୟ…
ଆତଙ୍କବାଦ-ଆର୍ଥିକ ସଙ୍କଟ ଯୋଗୁ ଇମ୍ରାନଙ୍କ ପ୍ରତି ଜନ ସମର୍ଥନ ବଢ଼ିଲା…
ଇସଲାମାବାଦ,୧୮।୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କ ସଙ୍କଟକୁ ବୃଦ୍ଧି କରିଛନ୍ତି। ଏକ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ଅନୁମୋଦିତ ଋଣ ରାଶି ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ…
୧୫୦ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଇବ ଆମେରିକା
ଓ୍ବାଶିଂଟନ,୧୮ା୨: ଆମେରିକାର ନ୍ୟୁ ମେକ୍ସିକୋରେ ବଣୁଆ ଗୋରୁଙ୍କୁ ମାରିବା ପାଇଁ ହେଲିକପ୍ଟର ପଠାଯିବ। ଦକ୍ଷିଣ ପଶ୍ଚିମ ନ୍ୟୁ ମେକ୍ସିକୋରେ ଚାରି ଦିନିଆ ଅପରେଶନରେ ଆମେରିକୀୟ ଶୁଟରମାନେ ହେଲିକପ୍ଟରରୁ ୧୫୦ ବୁଲା ଗୋରୁଙ୍କୁ ଟାର୍ଗେଟ କରିବେ। ଏହି ଗୋରୁ ଗିଲା ଉପତ୍ୟକାରେ ବିଲୁପ୍ତ…
Archives


