ଅନ୍ତର୍ଜାତୀୟ

ଆମେରିକା ଉପରେ ଋଣବୋଝ ପାଇଁ ଉଭୟ ଡେମୋକ୍ରାଟ-ରିପବ୍ଲିକାନ ଦାୟୀ: ନିକ୍କି ହାଲି…

ଓ୍ବାଶିଂଟନ,୮।୩ : ଆମେରିକାର ମୂଳ ଭାରତୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ଦେଶର ବର୍ଦ୍ଧିତ ଋଣବୋଝକୁ ନେଇ ପୁଣି ଥରେ ଡେମୋକ୍ରାଟ-ରିପବ୍ଲିକାନଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ଖର୍ଚ୍ଚ ସଙ୍କଟ ଏବଂ ବିପୁଳ ପରିମାଣ ଋଣ ବୋଝ ପାଇଁ ସେ ଉଭୟ ଡେମୋକ୍ରାଟ…

ଝିଅମାନଙ୍କୁ ଜହର ଦେଇଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳୁ : ଆୟତୋଲ୍ଲା ଖୋମେନି…

ତେହେରାନ,୮।୩ : ଇରାନର ପ୍ରାୟ ୨୩୦ ଟି ବିଦ୍ୟାଳୟରେ ପାଞ୍ଚ ହଜାରରୁ ଅଧିକ ଛାତ୍ରୀଙ୍କୁ ଜହର ଦିଆଯାଇଥିବା ଅଭିଯୋଗ ନେଇ ଦେଶର ପ୍ରଭାବଶାଳୀ ନେତା ଆୟତୋଲ୍ଲା ଅଲି ଖୋମେନିଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଯଦି ଦେଶର ବିଦ୍ୟାଳୟରେ…

କର୍ମଚାରୀଙ୍କୁ କ୍ଷମା ପ୍ରାର୍ଥନା କଲେ ଏଲନ ମସ୍କ…

ଓ୍ବାଶିଂଟନ,୮।୩ : ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖ ବିଶ୍ୱର ଅନେକ ଛୋଟ ବଡ କମ୍ପାନୀ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନେକ ଥର କର୍ମଚାରୀମାନଙ୍କୁ ସିଧାସଳଖ ବହିଷ୍କାର କରାଯିବା ବିଷୟରେ କୁହାଯାଉଛି। ବେଳେବେଳେ ସେମାନଙ୍କୁ କିଛି ସୂଚନା ନ ଦେଇ ଛଟେଇ…

ନେଡ୍‌ ପ୍ରାଇସ୍‌ ଦେଲେ ଇସ୍ତଫା…

ଓ୍ବାଶିଂଟନ,୮।୩ : ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତେବେ ସେ ଚଳିତ ଶେଷ ମାସ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଗତ ଦୁଇ ବର୍ଷ ଧରି ଆମେରିକାର ବୈଦେଶିକ…

ନ୍ୟୁୟର୍କର ଜିଲା ଜଜ ହେବେ ମୂଳ ଭାରତୀୟ ଅରୁଣ…

ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସିନେଟ ନ୍ୟାୟପାଳିକା କମିଟି ଏହାକୁ ନିଶ୍ଚିତ କରିଛନ୍ତି। ଗତ…

ଢାକା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଢାକା,୮।୩: ବାଂଲାଦେଶର ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଜନଗହଳୀପୂର୍ଣ୍ଣ ଏକ ବହୁତଳ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଅଧିକାଂଶଙ୍କ ଅବସ୍ଥା…

ଭୂକମ୍ପ ପରେ ସିରିଆ ଉପରେ ଇସ୍ରାଏଲର ଆକ୍ରମଣ

ସିରିଆ,୮।୩: ଇସ୍ରାଏଲର ଏକ ଲଢୁଆ ବିମାନ ମଙ୍ଗଳବାର ବିଳମ୍ବିତ ରାତି ଏବଂ ବୁଧବାର ସକାଳେ ସିରିଆର ଆଲେପ୍ପୋ ବିମାନବନ୍ଦରରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସିରିଆର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସିରିଆରେ ଭୂକମ୍ପ ପରେ…

ଥରିଲା ଆଫଗାନିସ୍ତାନ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୨

କାବୁଲ,୮।୩: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା। ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସଳଚନା ଦିଆଯାଇଛି। ତେବେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ବେଳେ ଦ୍ରାଘିମା ୬୯.୫୧,…

ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୮।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଣାଣି କରି ଇମ୍ରାନଙ୍କ ଜାମିନ ବିହୀନ ଗିରଫ ପରୱାନାକୁ ଅସ୍ଥାୟୀ ଭାବେ ମାର୍ଚ୍ଚ ୧୩ ଯାଏ ସସପେଣ୍ଡ କରିଦେଇଛନ୍ତି। ତୋଷଖାନା କେସ୍‌ରେ ଇମ୍ରାନ ଖାନଙ୍କୁ…

ଭାରତ ପରେ ଏବେ ଇରାନର ଭାଗ୍ୟ ଚମକିଲା: ମାଟିତଳେ ୮୫ ଲକ୍ଷ ଟନ ଲିଥିୟମ…

ତେହେରାନ,୭।୩ : ନିକଟରେ ଭାରତରେ ଲିଥିୟମର ଏକ ବିଶାଳ ଭଣ୍ଡାର ରହିଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଇରାନର ମାଟିତଳେ ମଧ୍ୟ ବହୁ ପରିମାଣରେ ଲିଥିୟମ ଥିବା ଜଣାପଡ଼ିଛି। ଇରାନ କହିଛି ଯେ ଦେଶର ପଶ୍ଚିମ ପ୍ରଦେଶର ଏକ ବୃହତ ଲିଥିୟମ ଭଣ୍ଡାର ଆବିଷ୍କାର…

ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳ ରଣନୀତିରେ ଦ୍ୱିତୀୟ ନାଟୋ ପ୍ରତିଷ୍ଠା କରିବାକୁ ଚାହୁଁଛି ଆମେରିକା: ଚାଇନା…

ବେଜିଂ,୭।୩ : ଦୀର୍ଘ ଦିନ ଧରି ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଦୁଇ ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା କମ୍‌ ହେବାର ନାମ ନେଉନାହିଁ। ପ୍ରଥମେ ତାଇୱାନ ପ୍ରସଙ୍ଗରେ ଏବଂ ପରେ ଗୁପ୍ତଚର ବେଲୁନ ଉପରେ ଉଭୟେ…

ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ…

ବେଜିଂ,୭।୩ : ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କ ନାମ ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ଉତ୍ତରାଧିକାରୀ ଭାବରେ ଘୋଷିତ ହୋଇପାରେ। ଜିନପିଙ୍ଗଙ୍କ ପ୍ରତ୍ୟେକ ୧୦ ବର୍ଷରେ ନେତୃତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri