ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା
ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍, ଲ୍ୟାଣ୍ଡମାଇନ୍, ଗ୍ରେନେଡ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଦେଖିବାକୁ ପାଇଛନ୍ତି। ୧୯୫୦ କୋରିଆ ଯୁଦ୍ଧରେ ଏହି ସମସ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର…
ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ
ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ ମିଳିତ ଓ୍ବାର୍କିଂ ଗ୍ରୁପ୍ର ଏକ ବୈଠକରେ ଏନେଇ ଘୋଷଣା କରାଯାଇଥିଲା। ତେବେ ଭାରତର…
ବିମାନରୁ ମିଳିଲା ଦୁଇ ଜୀବନ୍ତ ଗୁଳି
ସିଓଲ,୧୦ା୩: ଦକ୍ଷିଣ କୋରିଆର ଇଞ୍ଚନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ କରିବାକୁ ଥିବା ବିମାନରୁ ଦୁଇଟି ଜୀବନ୍ତ ଗୁଳି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ବିମାନ ଅଧିକାରୀମାନେ ତୁରନ୍ତ ବିମାନକୁ ସ୍ଥାନାନ୍ତର କରିଥିଲେ। କୁହାଯାଉଛି, ସେହି ସମୟରେ ବିମାନରେ ୨୩୦ ଜଣ ଯାତ୍ରୀ…
ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧
କାବୁଲ,୧୦।୩: ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଭୂକମ୍ପ…
ଆହୁରି ଶକ୍ତିଶାଳୀ ହେଲେ ସି ଜିନ୍ପିଙ୍ଗ: ତୃତୀୟଥର ରାଷ୍ଟ୍ରପତି ମନୋନୀତ
ବେଜିଂ,୧୦।୩: ନ୍ୟାଶନାଲ୍ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଛି। ଏହା ତାଙ୍କ ଶକ୍ତି ଆହୁରି ବୃଦ୍ଧି କରିବ। ଶୁକ୍ରବାର ତାଙ୍କୁ ରାଷ୍ଟ୍ରପତି ଭାବରେ ତୃତୀୟ ଥର…
ଭାରତ-ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାର୍ତ୍ତା’କୁ ସମର୍ଥନ କରିବ ଆମେରିକା, ହେଲେ ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡିବ
ୱାଶିଂଟନ,୧୦ ।୩: ଆମେରିକା ଗୁରୁବାର ଦୋହରାଇଛି ଯେ ଦୀର୍ଘ ସମୟରୁ ଲାଗି ରହିଥିବା ବିବାଦର ସମାଧାନ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାତ୍ତା’କୁ ସମର୍ଥନ କରୁଛି । ଆମେରିକା ବୈଦେଶିକ ବିଭାଗର ଏକ ପ୍ରେସ ବ୍ରିଫିଙ୍ଗରେ ପ୍ରବକ୍ତା ନେଡ…
ଇମ୍ରାନ ‘ନାନୀ’ କହିବାରୁ ରାଗିଲେ ମରିୟମ
ଇସଲାମାବାଦ,୧୦ ।୩: ପାକିସ୍ତାନ ମୁସଲିମ ଲିଗ(ଏନ)ର ନେତା ମରିୟମ ନୱାଜ ଗୁରୁବାର ତାଙ୍କର ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଖୁବ ବର୍ଷିଛନ୍ତି । ମରିୟମ ନୱାଜ ତାଙ୍କର ଏକ ସମ୍ବୋଧନରେ ଇମ୍ରାନ ଖାଁଙ୍କ ଉପରେ ‘ନାନୀ’ ଟିପ୍ପଣିକୁ…
ଇସ୍ରାଏଲରେ ଗୁଳିକାଣ୍ଡ, ୩ ଆହତ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ
ଜେରୁଜେଲମ,୧୦ ।୩: ଇସ୍ରାଏଲର ତେଲ ଆଭିବ ସହରରେ ଗୁରୁବାର ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡର କିଛି ସମୟ ମଧ୍ୟରେ ଇସ୍ରାଏଲ ପୋଲିସ ଆକ୍ରମଣକାରୀଙ୍କୁ ଗୁଳି କରିବାରୁ…
ନାଇଜେରିଆର ଲାଗୋସରେ ଟ୍ରେନକୁ ଧକ୍କା ଦେଲା ଯାତ୍ରୀବାହି ବସ, ୬ ମୃତ ଅନେକେ ଆହତ
ଲାଗୋସ,୧୦ ।୩: ନାଇଜେରିଆର ଲାଗୋସରେ ଗୁରୁବାର ଏକ ଟ୍ରେନକୁ ଏକ ଯାତ୍ରୀବାିଂ ବସ ଧକ୍କା ଦେବା ଫଳରେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି, ଏହାସହ ଡଜନେରୁ ଅଧିକ ଆହତ ହୋଇଛନ୍ତି । ଲାଗୋସ…
ବେଜିଂର ମହାଶକ୍ତି ମହତ୍ତ୍ୱାକାଂକ୍ଷା
ଓ୍ବାଶିଂଟନ/ବେଜିଂ,୧୦ା୩:ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ ସର୍ବବୃହତ୍ ଶକ୍ତି ଭାବେ ଉଭା କରାଇବାକୁ ସେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଶାସକ କମ୍ୟୁନିଷ୍ଟ…
ପୁଣି ମିଶାଇଲ୍ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ
ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ ଉନଙ୍କ ଦେଶ ଏକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିଶାଇଲ୍ ମାଡ କରିଛି। ଏହି ପରୀକ୍ଷଣର…
ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ
ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଡଜନ ଲୋକ ଗୁରୁତର ଆହତ ହୋଇଥିଲେ। ଗତ ମାର୍ଚ୍ଚ ୫ରେ ଏହି ଘଟଣା ଘଟିଥିଲା।…
Archives


