ଅନ୍ତର୍ଜାତୀୟ

ନୂଆ ସହର ଗଢ଼ିବେ ଏଲନ ମସ୍କ

ନ୍ୟୁୟର୍କ,୧୩ା୩: ଦୁନିଆର ଦ୍ୱିତୀୟ ଧନୀ ଶିଳ୍ପପତି ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ନିଜର ଏକ ସହର ସ୍ଥାପନ କରିବାକୁ ଚିନ୍ତା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏଲନ ଏବଂ ତାଙ୍କ କମ୍ପାନୀ ସହିତ ଜଡ଼ିତ ସଂଗଠନ ଟେକ୍ସାସରେ ହଜାର…

କରୋନା ଭୂତାଣୁ ଲିକ୍‌ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବ ଆମେରିକା: ବାଇଡେନଙ୍କ ମଞ୍ଜୁରୀକୁ ଅପେକ୍ଷା…

ଓ୍ବାଶିଂଟନ,୧୩।୩ : କରୋନା ମହାମାରୀର ଉତ୍ପତ୍ତି ସହ ଜଡିତ ସମସ୍ତ ସୂଚନା ପ୍ରସ୍ତୁତ କରିବାକୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ବିଲ ଅନୁମୋଦନ କରିଛି। ଏହାର ଲିକ୍‌ ବିଷୟରେ ସର୍ବସାଧାରଣ ସୂଚନା ଦେବାକୁ ବିଲ ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କୁ କହିଛି।…

ବାଇଡେନଙ୍କ ଗସ୍ତରେ ୧୬ ଲକ୍ଷ ଡଲାର ଖର୍ଚ୍ଚ କରିଛି ୟୁକ୍ରେନ…

କିଭ୍‌,୧୩।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କିଭ ଗସ୍ତ ୟୁକ୍ରେନକୁ ପୁଣି ଗରିବ କରି ଦେଇଛି। ବାଇଡେନଙ୍କ ସୁରକ୍ଷା ଏବଂ ଖାଦ୍ୟ ପାନୀୟ ପାଇଁ ୟୁକ୍ରେନକୁ ୧୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ପଡିଛି। ଏହି ଅର୍ଥରେ ଯୁଦ୍ଧ ଦ୍ୱାରା…

ତାଇଓ୍ବାନର ସ୍ବାଧୀନତାକୁ ବିରୋଧ କରିବ ଚାଇନା: ଜିନପିଙ୍ଗ…

ବେଜିଂ,୧୩।୩ : କମ୍ୟୁନିଷ୍ଟ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସ୍ବାଧୀନତା ନେଇ ତାଇୱାନରେ ହେଉଥିବା ପରିବର୍ତ୍ତନକୁ ସେ ବିରୋଧ କରିବେ। ଏକ ସପ୍ତାହ ଧରି ଚାଲିଥିବା ବୈଠକ ଶେଷରେ ଜିନପିଙ୍ଗ କହିଛନ୍ତି ତାଇୱାନର…

ରାଷ୍ଟ୍ରପତି ନିର୍ବାଚନ: ତୁର୍କୀ ଗାନ୍ଧୀ-ଏର୍ଦୋଗନ ମୁକାବିଲା…

ଇସ୍ତାନବୁଲ,୧୩।୩ : ତୁର୍କୀରେ ଭୂକମ୍ପ ପ୍ରଭାବିତ ତୁର୍କୀରେ ଚଳିତ ବର୍ଷ ମେ ୧୪ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିପକ୍ଷର ୬ଟି ଦଳ ମୁଖ୍ୟ ଧର୍ମନିରପେକ୍ଷ ବିରୋଧୀ ରିପବ୍ଲିକାନ ପିପୁଲ୍ସ ପାର୍ଟି (ସିଏଚପି) ର ନେତା କେମଲ କିଲିକଡାରୋଗ୍ଲୁଙ୍କୁ…

ମେକ୍ସିକୋରେ ଗୁଳିକାଣ୍ଡ: ୭ ପୁରୁଷ-୩ ମହିଳା ମୃତ, ୫ ଆହତ…

ମେଲବୋର୍ନ,୧୩।୩ : ମେକ୍ସିକୋର ଗୁଆନାଜୁଏଟୋରେ ୨ ଅଜଣା ସଶସ୍ତ୍ର ବ୍ୟକ୍ତି ଏକ ବାର ଉପରେ ଆକ୍ରମଣ କରିଛନ୍ତି। ସେମାନେ ଆଖିବଚଜା ଗୁଳି ଚାଳନା କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ…

ଚେତାବନୀ ସତ୍ତ୍ୱେ ପୁଣି ମିଶାଇଲ୍‌ ଟେଷ୍ଟ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ୍‌,୧୩।୩: ଆମେରିକା ସମେତ ଅନେକ ଦେଶ ଚେତାବନୀ ଦେବା ପରେ ମଧ୍ୟ ଉତ୍ତର କୋରିଆ ନିରନ୍ତର ମିଶାଇଲ୍‌ ଟେଷ୍ଟ କରୁଛି। ଉତ୍ତର କୋରିଆ ପୁଣି ଏକ ବୁଡ଼ାଜାହାଜରୁ ଦୁଇଟି ଷ୍ଟ୍ରାଟେଜିକ କ୍ରୁଜ ମିଶାଇଲ୍‌ ଟେଷ୍ଟ କରିଛି। ସରକାରୀ କୋରିଆ ସେଣ୍ଟ୍ରାଲ ନ୍ୟୁଜ…

ବାଖମୁଟ୍‌ରେ ଜୋରଦାର ଲଢ଼େଇ

କିଭ୍‌/ମସ୍କୋ, ୧୩। ୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୋଟିଏ ବର୍ଷ ବିତିଯାଇଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଅଦ୍ୟାବଧି ଜାରି ରହିଛି। ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅବସ୍ଥିତ ବାଖମୁଟ୍‌ ସହରକୁ ନେଇ ରୁଷିଆ ଏବଂ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ଗତ…

କୋଭିଡର ଉତ୍ପତ୍ତକୁ ଖୋଜିବା ନୈତିକତା ଦୃଷ୍ଟିରୁ ଜରୁରୀ: ଡବ୍ଲୁଏଚଓ ମୁଖ୍ୟ

ଜେନେଭା,୧୩ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧନାଁମ ଘେବ୍ରୟେସସ କହିଛନ୍ତି କୋଭିଡ ୧୯ର ଉତ୍ପତ୍ତକୁ ଖୋଜିବା ଏକ ନୈତିକ ଅନିବାର୍ଯ୍ୟତା । ଏହାସହ ଜଡିତ ସମସ୍ତ ପରିକଳ୍ପନାର ଯାଞ୍ଚ କରିବା ଦରକାର । ୱାର୍ଲ ଷ୍ଟ୍ରିଟ ଜର୍ନାଲ ଏକ…

ବାର୍‌ରେ ଆକ୍ରମଣ: ୧୦ ମୃତ

ମେକ୍ସିକୋ,୧୩ା୩: ମେକ୍ସିକୋର ଗୁଆନାଜୁଏଟୋରେ ଦୁର୍ବୃତ୍ତମାନେ ଏକ ବାର୍‌ ଉପରେ ଆକ୍ରମଣ କରିବାରୁ ୧୦ ଜଣଙ୍କ ଜୀବନ ଯାଇଛି। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୭ ପୁରୁଷ ଏବଂ ୩ ମହିଳା…

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ, ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ନିଜ ଦେଶରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଆଯାଇଛି। ଏହି…

ପ୍ରଥମଥର ପାଇଁ ତୋସାଖାନା ଉପହାରକୁ ସାର୍ବଜନୀନ କଲା ପାକିସ୍ତାନ

ଇସଲାମାବାଦ,୧୩ା୩: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ସରକାର ତୋସାଖାନାଙ୍କ ଉପହାରର ରେକର୍ଡ ସାର୍ବଜନୀନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୪୪୬ ପୃଷ୍ଠା ସମ୍ବଳିତ ତଥ୍ୟରେ ୨୦୦୨ରୁ ୨୦୨୩ ମଧ୍ୟରେ ରେକର୍ଡ ରହିଛି। ପାକିସ୍ତାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଗ୍ରହଣ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri