ଅନ୍ତର୍ଜାତୀୟ

ୟୁକ୍ରେନକୁ ପୁଣି ସହଯୋଗର ହାତ ବଢାଇଲା ବ୍ରିଟେନ

ଲଣ୍ଡନ,୧୨।୫: ୟୁକ୍ରେନ ସହ ରୁଷିଆର ଯୁଦ୍ଧ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଲାଗି ରହିଥିବା ବେଳେ ବିଭିନ୍ନ ଦେଶରୁ ଦୁଇ ଦେଶକୁ ସହାୟତା ବି ଯୋଗାଇ ଦିଆଯାଉଛି। ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ…

ଶିରିନଙ୍କ ମୃତ୍ୟୁକୁ ନେଇ ପ୍ରଥମ ଥର କ୍ଷମା ମାଗିଲେ ଇସ୍ରାଏଲ ସୁରକ୍ଷା ବଳ

ଓ୍ବାଶିଂଟନ,୧୨।୫: ଗତ ବର୍ଷ ମେ’ ମାସରେ ଓ୍ବେଷ୍ଟ ବ୍ୟାଙ୍କରେ ଜଣେ ଜଣାଶୁଣା ଖବରଦାତା ଶିରିନ ଅବୁ ଅକଲେଡଙ୍କର ଗୁଳି ବାଜିବାରୁ ମୃତ୍ୟୁ ହୋଇଥିଲା। ଉତ୍ତର ଓ୍ବେଷ୍ଟ ବ୍ୟାଙ୍କର ଜୋନିନ ଅଞ୍ଚଳରେ ହୋଇଥିବା ଇସ୍ରାଏଲ ସେନାଙ୍କ ଗୁଳିକାଣ୍ଡରେ ଶିରିନଙ୍କ ହତ୍ୟାକୁ କତର ଆଧାରିତ…

ବଢିଲା ଟ୍ରମ୍ଫଙ୍କ ସମସ୍ୟା, ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ କହିଲେ ମହିଳାଙ୍କୁ କରନ୍ତି ଦୁର୍ବବ୍ୟହାର

ଓ୍ବାଶିଂଟନ,୧୨।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦ ତାଙ୍କ ପିଛା ଛାଡୁନି। କିଛିଦିନ ହେବ ବିବାହ ତାଙ୍କ ସହ ଲାଗି ରହିଛି। ଲେଖିକା ଜିନ କ୍ୟାରୋଲଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାରେ ଟ୍ରମ୍ଫଙ୍କୁ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ…

କାଲିଫର୍ନିଆରେ ଭୂକମ୍ପ, ତୀବ୍ରତା ୫.୫

ଓ୍ବାଶିଂଟନ,୧୨ା୫: ଶୁକ୍ରବାର ସକାଳେ ଆମେରିକାର କାଲିଫର୍ନିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା  ୫.୫ ବୋଲି ଆକଳନ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, କାଲିଫର୍ନିଆର ପୂର୍ବ ଉପକୂଳଠାରୁ ୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବଳ ଭୂକମ୍ପ…

କିଏ ସେହି ଲିଣ୍ଡା ୟାକାରିନୋ, ଯାହାଙ୍କୁ ଟୁଇଟର ସିଇଓ ଭାବେ ଚୟନ କରିଛନ୍ତି ଏଲନ

ଓ୍ବାଶିଂଟନ,୧୨ା୫: ଟୁଇଟର ମାଲିକ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଖୁବ୍‌ଶୀଘ୍ର ସିଇଓ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଏବଂ ଏହା ସହିତ ସେ ଏକ ନୂତନ ସିଇଓ ମଧ୍ୟ ପାଇଛନ୍ତି। ଏକ ରିପୋର୍ଟ…

ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍‌ ମସ୍କ

ଓ୍ବାଶିଂଟନ,୧୨ା୫: ଗୁରୁବାର ବିଳମ୍ବିତ ରାତିରେ ଟୁଇଟ୍‌ କରି ଏଲନ୍‌ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ମସ୍କ ଟୁଇଟ୍‌ରେ ସିଇଓ ପଦ ଛାଡ଼ିବାକୁ କହିଛନ୍ତି। ସେ ଟୁଇଟରର ନୂତନ ସିଇଓ ଚୟନ କରିଛନ୍ତି ବୋଲି ଟୁଇଟ୍‌ କରି କହିଛନ୍ତି। Excited…

ଗାଜାରେ ଇସ୍ରାଏଲର ରକେଟ୍‌ ମାଡ଼: ୨୮ ନିହତ

ଗାଜା ସିଟି,୧୨।୫: ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ ଜାରି ରହିଛି। ଏୟାର୍‌ ଷ୍ଟ୍ରାଇକ୍‌ରେ ୩ ଦିନ ମଧ୍ୟରେ ୪ ମହିଳା ଓ ୬ ଶିଶୁଙ୍କ ସମେତ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପାଲେଷ୍ଟାଇନ୍‌ର ରେଜିଷ୍ଟାନ୍ସ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ଇମ୍ରାନ

ଇସ୍‌ଲାମାବାଦ, ୧୧ା୫: ପୂର୍ବତନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ବେଆଇନ ବୋଲି ପାକ୍‌ ସୁପ୍ରିମକୋର୍ଟ ଗୁରୁବାର ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ ଅଧ୍ୟକ୍ଷ ଇମ୍ରାନଙ୍କୁ ମୁକ୍ତ କରିଦିଆଯାଇଛି। ସେ…

ଇମ୍ରାନଙ୍କୁ ଆଶ୍ୱସ୍ତି, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ପାକ୍‌ ସୁପ୍ରିମକୋର୍ଟ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି। ଏହାପୂର୍ବରୁ ପ୍ରଧାନ ବିଚାରପତି ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ…

ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫକୁ ନେଇ କୋର୍ଟ ଅସନ୍ତୋଷ…

୧ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର ହେବାକୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଉମର ଅତା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫଦାରୀକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ…

ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି। ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ନେଇ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri