ୟୁକ୍ରେନରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ
କିଭ୍,୨୧।୩: ଭାରତ ଗସ୍ତରୁ ଫେରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ୟୁକ୍ରେନରେ ପହଞ୍ଚିଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜାପାନ ପ୍ରଧାନମନ୍ତ୍ରୀ ସୋମବାର ଭାରତ ଗସ୍ତରେ ଯାଇଥିଲେ ଏବଂ କିଛି ଘଣ୍ଟା ପରେ…
‘ଭାଜପା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ’
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୨୧।୩: ଭାଜପା ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ। ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍ ଆର୍ଟିକିଲ୍ରେ ଏହି ଦାବି କରାଯାଇଛି। ୱାଲ୍ଟର ରସେଲ ମିଡଙ୍କ ଦ୍ୱାରା ଲିଖିତ ଏହି ଆର୍ଟିକିଲରେ ଦର୍ଶାଯାଇଛି ଯେ,…
ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୧।୩: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାକୁ ବାଇଡେନ ସରକାର ଦୃଢ ନିନ୍ଦା କରିଛନ୍ତି। ଏପରି ଆକ୍ରମଣକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି। ଏହି ଘଟଣାକୁ ନିନ୍ଦା କରି ହ୍ବାଇଟହାଉସର…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ…
ଆଜି ଗିରଫ ହୋଇପାରନ୍ତି ଟ୍ରମ୍ପ, ସମର୍ଥକଙ୍କୁ ଲେଖିଲେ ଶେଷ ଚିଠି
ଓ୍ବାଶିଂଟନ୍,୨୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାରେ ଶୁଣାଣି ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଟ୍ରମ୍ପ ସମର୍ଥକଙ୍କୁ ଏକ ଇ-ମେଲ ପଠାଇ କହିଥିଲେ…
ୟୁଏଇରେ ଷଷ୍ଠ ଶତାବ୍ଦୀର ସହର ଠାବ
ସିନିୟାହ ଆଇଲାଣ୍ଡ, ୨୧ା୩:ୟୁନାଇଟେଡ୍ ଆରବ ଏମିରାଟ୍ସ (ୟୁଏଇ)ର ଭୂତତ୍ତ୍ୱବିଦ୍ମାନେ ନର୍ଦ୍ଦର୍ନ ଶେଖଡୋମ୍ସର ଦ୍ୱୀପରୁ ଷଷ୍ଠ ଶତାବ୍ଦୀର ଏକ ସହର ଠାବ କରିଛନ୍ତି। ଉମ ଅଲ-କୁଓ୍ବେନର ସିନିୟାହ ଦ୍ୱୀପରେ ଅବସ୍ଥିତ ଏହି ସହରରେ ଅନେକ ହଜାର ଲୋକ ବାସ କରୁଥିବାବେଳେ ଏଠାରେ ଶତାଧିକ…
ତେଜୁଛି ଭାରତ ବିରୋଧୀ ଖଲିସ୍ତାନୀ ବିକ୍ଷୋଭ
ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ, ୨୧ା୩ : ଅଷ୍ଟ୍ରେଲିଆ ପରେ ଏବେ ଲଣ୍ଡନ ଏବଂ ସାନ୍ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ଏହା ପରେ…
ଆମେରିକାରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ
ସାନ ଫ୍ରାନ୍ସିସ୍କୋ,୨୧।୩: ଲଣ୍ଡନ ପରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ଘଟଣାରେ…
ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ହୋଇପାରନ୍ତି ଡିଏଫସିର ଡେପୁଟି ସିଇଓ
ୱାଶିଂଟନ,୨୧ ।୩: ମୂଳ ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ବିଶ୍ୱାଳ ଆମେରିକାର ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ନିଗମ(ୟୁଏସ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ)ର ଡେପୁଟି ସିଇଓ ହୋଇପାରନ୍ତି । ହ୍ୱାଇଟ ହାଉସ ସୋମବାର କହିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ଆମେରିକୀୟ…
ସ୍କୁଲ ପରିସରରେ ଗୁଳିକାଣ୍ଡ, ଜଣେ ଛାତ ମୃତ, ଜଣେ ଆହତ
ଟେକ୍ସାସ,୨୧ ।୩: ଆମେରିକା ଟେକ୍ସାସର ଉପନଗରୀୟ ଅଞ୍ଚଳ ଅର୍ଲିଂଗଟନରେ ଜଣେ ଛାତ୍ର ଏକ ହାଇସ୍କୁଲ ପରିସରରେ ଗୁଳିକାଣ୍ଡ କରିଛନ୍ତି । ଏହି ସମୟରେ ଗୁଳି ବାଜିବାରୁ ସେଠାରେ ଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ଆଉ ଜଣେ ଛାତ୍ର…
ଏହି ଦେଶର ଲୋକେ ସବୁଠାରୁ ଖୁସି
ଓ୍ବାଶିଂଟନ, ୨୦ା୩: ବିଶ୍ୱର ସବୁଠାରୁ ଖସି ଦେଶର ତାଲିକା ପ୍ରକାଶ ପାଇଛି। ଏଥିରେ ଫିନ୍ଲାଣ୍ଡ ପୁଣି ଶୀର୍ଷରେ ରହିଛି। ଫିନ୍ଲାଣ୍ଡ ଗତ ୬ବର୍ଷରୁ ଲଗାତର ଏହି ତାଲିକାର ଶୀର୍ଷରେ ରହିଆସିଛି। ବିଶ୍ୱ ହାପିନେସ୍ ବାର୍ଷିକ ରିପୋର୍ଟରେ ଫିନ୍ଲାଣ୍ଡକୁ ସବୁଠୁ ସୁଖୀ ଦେଶ…
ଜିନ୍ପିଙ୍ଗ୍ଙ୍କ ଶାନ୍ତି ପ୍ରସ୍ଥାବକୁ ପୁଟିନ୍ଙ୍କ ସହମତି
ମସ୍କୋ, ୨୦। ୩: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ମସ୍କୋରେ ପହଞ୍ଚିଛନ୍ତି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣପରଠାରୁ ଏହା ଜିନ୍ପିଙ୍ଗ୍ଙ୍କ ପ୍ରଥମ ରୁଷିଆ ଗସ୍ତ। ଶି ଜିନ୍ପିଙ୍ଗ୍ କ୍ରେମଲିନ୍ରେ ପୁଟିନ୍ଙ୍କୁ ଭେଟିଛନ୍ତି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା…
Archives


