ଅନ୍ତର୍ଜାତୀୟ

ଆମେରିକା ସ୍କୁଲରେ ପୁଣି ଫୁଟିଲା ଗୁଳି: ୭ ମୃତ

ୱାଶିଂଟନ,୨୮ ।୩: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । କୁହାଯାଉଛି କି ଆକ୍ରମଣକାରି ଏଥର ଏକ ସ୍କୁଲରେ ଆଖିବିଜା ଗୁଳି ଚଳାଇଛନ୍ତି । ଘଟଣା ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ହୋଇଛି । ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।…

ପୋଲରେ ପିଟି ହେବାରୁ ଯାତ୍ରୀବାହି ବସରେ ଲାଗିଲା ନିଆଁ: ୨୦ ମୃତ

ରିୟାଦ,୨୮ ।୩: ସୌଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୋମବାର ଏକ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହେବାରୁ ଅତିକମରେ ୨୦ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ସୌଦି ଅରବର ସରକାରୀ ମିଡିଆ କହିଛି ଦୁର୍ଘଟଣାରେ ଆଉ ୨୯ ଜଣ ଆହତ…

ଆଫଗାନିସ୍ତାନ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୬ମୃତ, ଅନେକ ଆହତ

କାବୁଲ,୨୭ା୩: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାହାରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ମନ୍ତ୍ରଣାଳୟ ନିକଟରେ ଆକ୍ରମଣ ଚଳିତ ବର୍ଷର ଏହା ଦ୍ୱିତୀୟ ଘଟଣା।…

ଚାଇନା ସହ ସମ୍ପର୍କ ଯୋଡ଼ିଲା ହଣ୍ଡୁରାସ୍‌

ବେଜିଂ,୨୭।୩: ତାଇଓ୍ବାନ ସହ ସମ୍ପର୍କ ତୁଟିବା ପରେ ହଣ୍ଡୁରାସ୍‌ ରବିବାର ଚାଇନା ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି। ତାଇଓ୍ବାନ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବେଜିଂ ହଣ୍ଡୁରାସ୍‌ ସହ ସମ୍ପର୍କ ଯୋଡ଼ିଛି। ରିପବ୍ଲିକ୍‌…

ନ୍ୟାୟପାଳିକାରେ ବିବାଦୀୟ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ବି ନେତନ୍ୟାହୁଙ୍କୁ କଲେ ବିରୋଧ

ଜେରୁଜେଲମ,୨୭ ।୩: ଇସ୍ରାଏଲରେ ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନକୁ ନେଇ ନେତନ୍ୟାହୁ ସରକାରଙ୍କ ଯୋଜନା ଉପରେ ବିବାଦ ବଢିବାରେ ଲାଗିଛି । ନିକଟରେ ଏହି ଯୋଜନା ବିରୋଧରେ ବୟାନ ଦେଇଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବରଖାସ୍ତ କରିଛନ୍ତି । ଏବେ…

ଫେରିଲେ ଜ୍ୟାକ ମା…

ବେଜିଂ,୨୭।୩ : ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମା ଚାଇନାକୁ ଫେରିଛନ୍ତି ଏବଂ ସେ ହାଙ୍ଗଜୋ ସହରରେ ପ୍ରତିଷ୍ଠା କରିଥିବା ଏକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସୋମବାର ଏନେଇ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଆଣ୍ଟ ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ବିଦ୍ୟାଳୟ…

କଦଳୀ ଡଜନ ୫୦୦, ଅଙ୍ଗୁର କିଲୋ ୧୬୦୦ ଟଙ୍କା

ଇସଲାମାବାଦ୍‌,୨୭।୩: ପାକିସ୍ତାନରେ ଅର୍ଥନୈତିକ ସଙ୍କଟର ପ୍ରଭାବ ରମଜାନ ମାସରେ ପଡିଛି। ଏଠାରେ ଏକ ଡଜନ କଦଳୀ ମୂଲ୍ୟ ୫୦୦ ଟଙ୍କାରେ ପହଞ୍ଚିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପାକିସ୍ତାନରେ ଅଙ୍ଗୁର କିଲୋଗ୍ରାମ ୧୬୦୦ ଟଙ୍କାରେ ବିକ୍ରି ହେଉଛି। କେବଳ କଦଳୀ ଏବଂ…

କଶ୍ମୀରରେ ଜି -୨୦ ବୈଠକ ବାତିଲ ପାଇଁ ଚାଇନା-ତୁର୍କୀ-ସୌଦିର ସହାୟତା ଲୋଡିଲା ପାକିସ୍ତାନ…

ଇସଲାମାବାଦ,୨୭।୩ : ଜି -୨୦ ଉପରେ ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ମାସରେ ଜମ୍ମୁ-କଶ୍ମୀରରେ ସଂସ୍କୃତି ଉପରେ ଜି-୨୦ ବୈଠକ ଆୟୋଜନ କରିବ। ତେବେ ଭାରତ ପାଇଁ ବୈଠକ ଆୟୋଜନ ଟିକେ କଷ୍ଟସାଧ୍ୟ ହୋଇପାରେ। କାରଣ ପାକିସ୍ତାନ ପୂର୍ବରୁ ଭାରତ ସରକାରଙ୍କ…

ପାଣିରେ ଭାସିଲା ୨୦୦ ବ୍ୟାରେଲ ତେଲ

ଲଣ୍ଡନ,୨୭ା୩: ଦକ୍ଷିଣ ଇଂଲଣ୍ଡର ହ୍ରଦ ହାର୍ବରରେ ୨୦୦ ବ୍ୟାରେଲ୍‌ ତେଲ ପାଣିରେ ଭାସୁଛି। ଆଙ୍ଗ୍ଲୋ-ଫ୍ରେଞ୍ଚ ତୈଳ କମ୍ପାନୀ ପେରେଙ୍କୋର ବ୍ରିଟେନର ୟୁନିଟ୍‌ କହିଛି, ଦକ୍ଷିଣ ଇଂଲଣ୍ଡର ଡୋରସେଟର ଓ୍ବିଚ୍‌ ଫାର୍ମରେ ଥିବା ଗୋଟିଏ କୂଅରୁ ତେଲ ବାହାରିଛି। ଏହା ଲିକ୍‌ ହୋଇଛି…

୨ ହଜାରରୁ ଅଧିକ ମେଣ୍ଢା ମମିର ସନ୍ଧାନ ମିଳିଲା…

କାଏରୋ,୨୭।୩ : ଇଜିପ୍ଟର ପ୍ରତ୍ନତତ୍ତ୍ୱବିତମାନେ ୨,୦୦୦ ରୁ ଅଧିକ ପ୍ରାଚୀନ ମେଣ୍ଢା ମୁଣ୍ଡର ମମି ଆବିଷ୍କାର କରିଛନ୍ତି। ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଫାରୋ ରାମସେସଙ୍କ ମନ୍ଦିରରେ ବଳି ଦିଆଯାଇଥିବା ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ୱବିତମାନେ କୁକୁର, ଛେଳି, ଗାଈ, ନେଉଳ ଆଦିଙ୍କ…

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ କରିଛି। ଏହି ଅଭିଯୋଗରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ ଗୁଗୁଲ, ଟିକଟକ ଏବଂ ସ୍ନାପ…

ଆମେରିକା-ନେପାଳ ପ୍ରତିରକ୍ଷା ସହଯୋଗ ନେଇ ଆଲୋଚନା…

ଓ୍ବାଶିଂଟନ/କାଠମାଣ୍ଡୁ,୨୭।୩ : କାଠମାଣ୍ଡୁରେ ନେପାଳ ଏବଂ ଆମେରିକାର ସ୍ଥଳସେନାବାହିନୀ ମଧ୍ୟରେ ତିନି ଦିନିଆ ଦ୍ୱିପାକ୍ଷିକ ସେନା ଆଲୋଚନା ହେବ। ନେପାଳ ସେନା ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ହେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri