ବେଜିଂର ମହାଶକ୍ତି ମହତ୍ତ୍ୱାକାଂକ୍ଷା
ଓ୍ବାଶିଂଟନ/ବେଜିଂ,୧୦ା୩:ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ ସର୍ବବୃହତ୍ ଶକ୍ତି ଭାବେ ଉଭା କରାଇବାକୁ ସେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଶାସକ...
ପୁଣି ମିଶାଇଲ୍ ପରୀକ୍ଷଣ ଆରମ୍ଭ କଲା ଉତ୍ତର କୋରିଆ
ପ୍ୟାଙ୍ଗୟଙ୍ଗ,୧୦।୩: ପରମାଣୁ ପରୀକ୍ଷଣ ବିଷୟରେ ଆମେରିକାର ଗୁପ୍ତଚର ରିପୋର୍ଟର ଗୋଟିଏ ଦିନ ପରେ ଉତ୍ତର କୋରିଆ ପୁଣି ମିଶାଇଲ୍ ପରୀକ୍ଷା ଆରମ୍ଭ କରିଛି। କିମ ଜୋଙ୍ଗ ଉନଙ୍କ ଦେଶ ଏକ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ ମିଶାଇଲ୍ ମାଡ କରିଛି। ଏହି...
ଆଖିବୁଜା ଗୁଳିମାଡ: ଚାଲିଗଲା ୭ ଜୀବନ
ବର୍ଲିନ,୧୦।୩: ଜର୍ମାନୀ ସହର ହାମବର୍ଗରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଚର୍ଚ୍ଚରେ ଗୁଳିମାଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଡଜନ ଲୋକ ଗୁରୁତର ଆହତ ହୋଇଥିଲେ। ଗତ ମାର୍ଚ୍ଚ ୫ରେ ଏହି ଘଟଣା...
ଜର୍ମାନୀର ହମବର୍ଗ ସହରରେ ଗୁଳିକାଣ୍ଡ, ୬ ମୃତ ଅନେକେ ଆହତ
ହମବର୍ଗ,୧୦ ।୩: ଜର୍ମାନୀର ହମବର୍ଗ ସହରରେ ଫୁଟିଛି ଗୁଳି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ବଡ ଧରଣର ଅଭିଯାନ ଚାଲିଛି ।...
ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ
ପୁତ୍ରଜୟା, ୯ା୩: ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍ ୟାସିନ୍ଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଛି। ମାଲେସିଆ ଆଣ୍ଟି କରପସନ୍ କମିଶନଙ୍କୁ ତାଙ୍କ ବିରୋଧରେ କେତେକ...
୧୧ ମାସରେ ଇମ୍ରାନଙ୍କ ବିରୋଧରେ ୮୦ ମାମଲା
ଲାହୋର,୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିିଆଇ) ଅଧ୍ୟକ୍ଷ ଇମ୍ରାନ୍ ଖାନ୍ଙ୍କ ସମେତ ୪୦୦ ଜଣ ଦଳୀୟ କର୍ମଙ୍କ ବିରୋଧରେ ଲାହୋର ପୋଲିସ ଗୁରୁବାର ହତ୍ୟା ଓ ଆତଙ୍କବାଦ ମାମଲା ରୁଜୁ କରିଛି। ଦଳର ଏକ ରାଲିରେ...
ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି
କାଠମାଣ୍ଡୁ,୯।୩: ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଛନ୍ତି। ନିର୍ବାଚନରେ ପୌଡେଲ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗଙ୍କୁ ପରାସ୍ତ କରିଛନ୍ତି। ପୌଡେଲ ନିର୍ବାଚନରେ ୩୩,୮୦୨ ଭୋଟ ହାତେଇଥିବା ବେଳେ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗଙ୍କୁ ୧୫,୫୧୮ ଭୋଟ ମିଳିଛି...
ଆଫଗାନିସ୍ତାନ ବିସ୍ଫୋରଣ ଘଟଣା: ଗଭର୍ନରଙ୍କ ସମେତ ୩ ମୃତ
କାବୁଲ,୯ା୩: ଆଫଗାନିସ୍ତାନର ମଜାର-ଇ-ସରିଫରେ ପୁଣି ଥରେ ବୋମା ବିସ୍ଫୋରଣ ହେବାରୁ ଆଫଗାନିସ୍ତାନର ତାଲିବାନ ଗଭର୍ନରଙ୍କ ସମତେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ ମୁଖ୍ୟଙ୍କ ତାଲିବାନ ଦ୍ୱାରା ନିଯୁକ୍ତ ମୁଖପାତ୍ର ମହମ୍ମଦ ଅସିଫ ଓ୍ବାଜିର୍ଙ୍କ କହିବାନୁସାରେ, ବଲ୍ଖ...
ଆଫଗାନିସ୍ତାନରେ ବିସ୍ଫୋରଣ: ତାଲିବାନ ଗଭର୍ନର ନିହତ
କାବୁଲ,୯ା୩: ଆଫଗାନିସ୍ତାନରେ କିଛିଦିନ ହେବ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି। ଆଜି ଅର୍ଥାତ୍ ଗୁରୁବାର ବି ଆଫଗାନିସ୍ତାନରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଆଫଗାନିସ୍ତାନ ପ୍ରଦେଶର ତାଲିବାନ ଗଭର୍ନର ନିହତ ହୋଇଛନ୍ତି।...
କ୍ୟାପିଟୋଲ ଆକ୍ରମଣ ଏକ ଲଜ୍ଜାଜନକ ଘଟଣା: ବାଇଡେନ…
ଓ୍ବାଶିଂଟନ,୯।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ନିନ୍ଦା କରିଛନ୍ତି। ବାସ୍ତବରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ ଦଳ ୬ ଜାନୁଆରୀ ୨୦୨୧ ରେ ସଂସଦ ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ...
ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ: ଭାରତ…
ଜେନେଭା,୯।୩ : ଭାରତ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା, ତାଲିମ ଦେବା, ଯୋଜନା କରିବା କିମ୍ବା ଆର୍ଥିକ ସହାୟତା ଦେବା ପାଇଁ ଆଫଗାନିସ୍ତାନକୁ...
ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ପାକିସ୍ତାନ: ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି
ଓ୍ବାଶିଂଟନ୍,୯।୩: ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ବୋଲି ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି କରାଯାଇଛି। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଚିନ୍ତା...
Archives


