ଅନ୍ତର୍ଜାତୀୟ

ଏସିଆନ ଦେଶରେ ବୃଦ୍ଧି ପାଉଛି ଭାରତର ପ୍ରଭାବ: ଚିନ୍ତାରେ ଚାଇନା…

ସିଙ୍ଗାପୁର,୨।୪ : ବର୍ତ୍ତମାନ ଏସିଆନ ଦେଶମାନଙ୍କ ମଧ୍ୟରେ ଭାରତର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ୟୁସୁଫ ଇଶାକ ଇନଷ୍ଟିଚ୍ୟୁଟର ଏକ ସର୍ଭେ ଏଜେନ୍ସି ଆଇଏସଇଏସଏ ନିକଟରେ ଏସିଆନ ଦେଶଗୁଡିକରେ ଏକ ସର୍ଭେ କରିଥିଲା। ଏଥିରେ ଚାଇନା ବଦଳରେ ଭାରତ…

ଔଷଧର ବିଷକ୍ରିୟା ସମ୍ପର୍କରେ ସୂଚନା ଦେବ କୃତ୍ରିମ କିଡନୀ…

ସିଓଲ,୨।୪ : ଦକ୍ଷିଣ କୋରିଆର ପୋହଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ କୃତ୍ରିମ କିଡନୀ ବିକଶିତ କରିଛନ୍ତି। ଏହି କିଡନୀ ଔଷଧର ବିଷକ୍ରିୟା ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ ଚିହ୍ନିବାରେ ସାହାଯ୍ୟ କରିବ। କିଡନୀର ମୌଳିକ ଗଠନମୂଳକ ଏବଂ କାର୍ଯ୍ୟକ୍ଷମ ଏକକ ହେଉଛି…

ନେପାଳ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି…

କାଠମାଣ୍ଡୁ,୨।୪ : ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେବା ପରେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ଶନିବାର ରାତିରେ କାଠମାଣ୍ଡୁର ତ୍ରିଭୁବନ ୟୁନିଭରସିଟି ଟିଚିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ନେପାଳର…

ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…

ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ ପାଇଁ ଇଂଲିଶ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କରୁଥିବା ଇଟାଲୀର ନାଗରିକମାନଙ୍କୁ…

ଉତ୍ତରକୋରିଆ ଆଣବିକ କେନ୍ଦ୍ର ଅଞ୍ଚଳ ଚଳଚଞ୍ଚଳ: ଚିନ୍ତାରେ ଆମେରିକା…

ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ ଉନଙ୍କ ବୋମା ଇନ୍ଧନ ନିର୍ଦ୍ଦେଶ ଜାରି ପରେ ମାର୍ଚ୍ଚ ୩ ଏବଂ ୧୭ ରେ…

ଏବେ ବି ବଞ୍ଚତ୍ଛି: ପୋପ୍‌

ରୋମ୍‌, ୧।୪: ପୋପ୍‌ ଫ୍ରାନ୍ସିସ୍‌ ଶନିବାର ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଭାଟିକାନ୍‌ ଫେରିଛନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ସମୟରେ ପୋପ୍‌ କହିଛନ୍ତି, ମୁଁ ଏବେ ବି ବଞ୍ଚତ୍ଛି। ଶ୍ୱାସକ୍ରିୟାରେ ଅସୁବିଧା ବୋଧ କରିବା ପରେ ବୁଧବାର ୮୬ ବର୍ଷୀୟ ପୋପ୍‌ଙ୍କୁ ରୋମ୍‌ସ୍ଥିତ…

ଆର୍କାନ୍ସ, ଇଲିନୋଇସ୍‌ରେ ଘୂର୍ଣ୍ଣିଝଡ଼: ୭ ମୃତ

ଲିଟିଲ୍‌ ରକ୍‌,୨।୪: ଆମେରିକାର ଆର୍କାନ୍ସ ଏବଂ ଇଲିନୋଇସ୍‌ରେ ଶୁକ୍ରବାର ଘୂଣ୍ଣିର୍ର୍ଝଡ଼ ପ୍ରଭାବରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆର୍କାନ୍ସରେ ଅନେକ ଘର ଏବଂ ଶପିଂ ସେଣ୍ଟର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନ୍ୟପକ୍ଷେ ଇଲିନୋଇସ୍‌ର ଏକ ଥିଏଟର ଛାତ ଖସିପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ପାକିସ୍ତାନରେ ଦୁର୍ଭିକ୍ଷ ସ୍ଥିତି

ଇସ୍‌ଲାମାବାଦ, ୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ପାଇବା ପାଇଁ ଇସ୍‌ଲାମାବାଦ ଏହାର କେତେକ କଡ଼ା ସର୍ତ୍ତ ମାନିନେବାକୁ ବାଧ୍ୟ…

ଅବସାଦରେ ଗଛ କାନ୍ଦେ

ଜେରୁଜେଲମ୍‌, ୧।୪:  ମଣିଷ ଭାବପ୍ରବଣ ହେଲେ ପରିବାର ଲୋକ କିମ୍ବା ପ୍ରିୟଜନମାନଙ୍କୁ ନିଜ ଅନୁଭୂତି ସମ୍ପର୍କରେ ଜଣାଇଥାଏ, ଯାହା ଦ୍ୱାରା ମନ କିଛିମାତ୍ରାରେ ହାଲୁକା ହୁଏ। ଠିକ୍‌ ଏମିତି କିଛି ଉଦ୍ଭିଦଙ୍କ କ୍ଷେତ୍ରରେ ମଧ୍ୟ ଘଟିଥାଏ। ଅବସାଦରେ ଗଛ ମଧ୍ୟ କାନ୍ଦେ।…

ଦଳାଚକଟା ମୃତ୍ୟୁ ଘଟଣା: କାରଖାନା ପରିଚାଳକଙ୍କ ସମେତ ୮ ଗିରଫ

କରାଚୀ,୧ା୪: ପାକିସ୍ତାନର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଶେଷ ହେବାର ନାଁ ନେଉନି। ଏଠାକାର ଲୋକମାନେ ଦୁଇ ପଟ ରୁଟି ପାଇଁ ଲଢ଼େଇ କରୁଛନ୍ତି। ଖାଦ୍ୟ ବଣ୍ଟନ କେନ୍ଦ୍ରଗୁଡ଼ିକରେ ବିରାଟ ଧାଡ଼ି ଲାଗୁଛି।…

ବ୍ରିଟେନରେ ୫୦ ଲକ୍ଷ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ: ଦେଶରେ ୮ ହଜାର କରୋନା ଆକ୍ରାନ୍ତ. ସୋମବାରଠାରୁ ଟିକାକରଣ…

ଲଣ୍ଡନ,୧।୪ : ଇଂଲଣ୍ଡର ସ୍ବାସ୍ଥ୍ୟ ବିଭାଗ ଶନିବାର କହିଛି ଯେ ଚଳିତ ବସନ୍ତ ଋତୁରେ ଦେଶରେ ୫୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜଚ ଦିଆଯିବ। ୭୫ ବର୍ଷରୁ ଅଧିକ ବୟସ୍କ, ଦୁର୍ବଳ ଏବଂ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ…

ସୁନକଙ୍କ ବିମାନ ଯାତ୍ରା ଖର୍ଚ୍ଚ ୫ ଲକ୍ଷ ପାଉଣ୍ଡ: ବିରୋଧୀଙ୍କ କଡ଼ା ସମାଲୋଚନା…

ଲଣ୍ଡନ,୧।୪ : ମୂଳ ଭାରତୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସମ୍ପ୍ରତିି ବିରୋଧୀ ଦଳର ନେତାଙ୍କ ଟାର୍ଗେଟରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ଦ୍ୱାରା ହୋଇଥିବା ବିମାନ ଯାତ୍ରା ପାଇଁ ଖର୍ଚ୍ଚ । ବାସ୍ତବରେ, ସୁନକ ଏକ ସପ୍ତାହ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri